ରାଜ୍ୟ

ଗୁରୁବାର ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,ଭୁବନେଶ୍ୱର,୨୦।୭(ବ୍ୟୁରୋ): ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ଛାତ୍ରୀଛାତ୍ର ନିଜର ଫଳାଫଳ www.cbse.nic.in ଓ୍ବେବ୍‌ସାଇଟ ମାଧ୍ୟମରେ ଦେଖିପାରିବେ।

ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍‌

ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳରେ ବୁଧବାର ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଫଳରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋଲେରୋରେ ଥିବା ୨ ଜଣ...

ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ରାତି ୧୦ ଯାଏ ଦର୍ଶନ ବନ୍ଦ

ପୁରୀ ଅଫିସ,୨୦।୭: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ସହ ଦ୍ବିତୀୟ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ...

ଗାଁ ମାଟିରେ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକଙ୍କ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ମରଶରୀର ଗୌହାଟୀରୁ ବୁଧବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଡ. ପରିଡ଼ାଙ୍କ ମୃତଦେହ ପହଞ୍ଚିବା ପରେ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଜନ୍ମମାଟି ଯାଜପୁର ଜିଲା ଭଗବାନପୁରରେ ଆଜି...

ଉପରମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୨୨ ପଜିଟିଭ୍‌

ଭୁବନେଶ୍ୱର,୨୦।୭(ବ୍ୟୁରୋ) : ରାଜ୍ୟରେ ସଂକ୍ରମଣ ଉପରମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୪ ଜଣ...

ରାସ୍ତା ନାହିଁ: ଖଟିଆରେ ଚାଲିଗଲା ଜୀବନ

ସମ୍ବଲପୁର/ନାକଟିଦେଉଳ,୨୦ା୭(ବ୍ୟୁରୋ/ଡ଼ି.ଏନ.ଏ.): ଗଁ।ର ବିକାଶରେ ପ୍ରତିବନ୍ଧକ ସାଜିଛି ନାଳ। ନାଳ ଉପରେ ପୋଲ ନ ଥିବାରୁ ଗଁ।କୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗଁ। ଲୋକେ ରୋଗୀକୁ ଖଟିଆରେ ବୋହି ୫ କି.ମି. ରାସ୍ତାରେ ପଡୁଥିବା ଛୋଟ ବଡ ୫ଟି ନାଳ ବହୁ...

ବ୍ୟାପକ ହେବ ଆଇଟି କ୍ଷେତ୍ର

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ଷେତ୍ରରେ ଅଧିକରୁ ଅଧିକ ଯେପରି ପୁଞ୍ଜିନିବେଶ ହୋଇପାରିବ ସେଥି ନିମନ୍ତେ ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ...

ହାଇକୋର୍ଟରେ ଚଣ୍ଡୀ ମନ୍ଦିର ମାମଲା ଖାରଜ

କଟକ ଅଫିସ,୨୦ା୭: କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ମଙ୍ଗଳବାର ଖାରଜ ହୋଇଯାଇଛି। ଶୈଳବାଳା ମହାବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ମୁଖ୍ୟ...

ତିନିରଥରୁ କଢ଼ାହେଲା କନା, କଳସ

ପୁରୀ ଅଫିସ, ୨୦ା୭: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ ରହିଛି। ନୀଳାଦ୍ରି ବିଜେ ପର ଦିନ ତିନି ରଥରୁ ସାରଥି, ଠେକରା ବାଡ଼ ଓ ପାର୍ଶ୍ୱଦେବଦେବୀଙ୍କୁ କଢ଼ାଯାଇଥିଲା। ଠେକରାବାଡ଼ ଓ ପାର୍ଶ୍ୱଦେବଦେବୀଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ...

ଟିକା ପଞ୍ଜୀକରଣ ପାଇଁ ଫେକ୍‌ ଲିଙ୍କ୍‌

ଦତ୍ତାତ୍ରେୟ ନାୟକ ପୁରୀ ଅଫିସ, ୨୦ା୭: ରାଜ୍ୟରେ ସମ୍ପ୍ରତି ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି। ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଆଗ୍ରହ ପ୍ରକାଶ ପାଉଛି। ଏଥିଲାଗି ଜୁଲାଇ ୧୫ରୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନରେ ନାମ...

କେନ୍ଦ୍ରାପଡ଼ା ପୌରପାଳିକାକୁ ମାସିକ ୧ଲକ୍ଷ ଟଙ୍କା ଜରିମାନା

କେନ୍ଦ୍ରାପଡ଼ା ଅଫିସ, ୨୦ା୭: କେନ୍ଦ୍ରାପଡ଼ା ସହର ନିକଟ ଗୋବରୀ ନଦୀ ପ୍ରଦୂଷଣ ମାମଲାରେ ସ୍ଥାନୀୟ ପୌରପାଳିକାକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ରବେୟା ତବସୁମ୍‌ଙ୍କ ଦ୍ୱାରା ଆଗତ ମାମଲା (ନଂ.୨୮/୨୨)ର ଶୁଣାଣି ଗତ ୧୩ ତାରିଖରେ...

ସମୁଦ୍ର ଜୁଆର ମାଡ଼ରେ ପରିବା, ଧାନ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଚଳିତ ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାକୁ ଆଶାନୁରୂପକ ହୋଇନାହିଁ। ସାମୁଦ୍ରିକ ଝଡ଼ ମଧ୍ୟ ଏବେ ହୋଇନାହିଁ। ଏହାସତ୍ତ୍ୱେ ଜିଲାର ୫ ହଜାର ହେକ୍ଟର ଜମିରେ ଗତ ଗୁରୁବାର ସମୁଦ୍ର ଜୁଆର ପାଣି ମାଡି ଯାଇଛି। ଏହାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri