ରାଜ୍ୟ

ତିନିରଥରୁ କଢ଼ାହେଲା କନା, କଳସ

ପୁରୀ ଅଫିସ, ୨୦ା୭: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ ରହିଛି। ନୀଳାଦ୍ରି ବିଜେ ପର ଦିନ ତିନି ରଥରୁ ସାରଥି, ଠେକରା ବାଡ଼ ଓ ପାର୍ଶ୍ୱଦେବଦେବୀଙ୍କୁ କଢ଼ାଯାଇଥିଲା। ଠେକରାବାଡ଼ ଓ ପାର୍ଶ୍ୱଦେବଦେବୀଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ...

ଟିକା ପଞ୍ଜୀକରଣ ପାଇଁ ଫେକ୍‌ ଲିଙ୍କ୍‌

ଦତ୍ତାତ୍ରେୟ ନାୟକ ପୁରୀ ଅଫିସ, ୨୦ା୭: ରାଜ୍ୟରେ ସମ୍ପ୍ରତି ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି। ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଆଗ୍ରହ ପ୍ରକାଶ ପାଉଛି। ଏଥିଲାଗି ଜୁଲାଇ ୧୫ରୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନରେ ନାମ...

କେନ୍ଦ୍ରାପଡ଼ା ପୌରପାଳିକାକୁ ମାସିକ ୧ଲକ୍ଷ ଟଙ୍କା ଜରିମାନା

କେନ୍ଦ୍ରାପଡ଼ା ଅଫିସ, ୨୦ା୭: କେନ୍ଦ୍ରାପଡ଼ା ସହର ନିକଟ ଗୋବରୀ ନଦୀ ପ୍ରଦୂଷଣ ମାମଲାରେ ସ୍ଥାନୀୟ ପୌରପାଳିକାକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ରବେୟା ତବସୁମ୍‌ଙ୍କ ଦ୍ୱାରା ଆଗତ ମାମଲା (ନଂ.୨୮/୨୨)ର ଶୁଣାଣି ଗତ ୧୩ ତାରିଖରେ...

ସମୁଦ୍ର ଜୁଆର ମାଡ଼ରେ ପରିବା, ଧାନ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଚଳିତ ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାକୁ ଆଶାନୁରୂପକ ହୋଇନାହିଁ। ସାମୁଦ୍ରିକ ଝଡ଼ ମଧ୍ୟ ଏବେ ହୋଇନାହିଁ। ଏହାସତ୍ତ୍ୱେ ଜିଲାର ୫ ହଜାର ହେକ୍ଟର ଜମିରେ ଗତ ଗୁରୁବାର ସମୁଦ୍ର ଜୁଆର ପାଣି ମାଡି ଯାଇଛି। ଏହାର...

ବର୍ଷାରେ ଦବିଲା ଘାଇ ମରାମତି ସ୍ଥଳ

ରସୁଲପୁର,୨୦ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ମୂଳ ଖରସ୍ରୋତା ନଦୀବନ୍ଧର ତଳମୁଣ୍ଡରେ ସ୍ଲୁଇସ୍‌ ଗେଟ୍‌ ନିକଟରେ ଏକ ବଡ ଫାଟ ସୃଷ୍ଟି ହୋଇଛି ା ଏହି ଫାଟ ଯୋଗୁ ସ୍ଲୁଇସ୍‌ ଗେଟ ପ୍ରତି ବିପଦ ସୃଷ୍ଟି କରୁଛି...

ଯାଜପୁରରେ ପାଦ ଥାପିଲା ମହା ସିମେଣ୍ଟ କମ୍ପାନୀ

ଯାଜପୁର ଅଫିସ,୨୦ା୭ ଯାଜପୁର ଜିଲାରେ ଅତି ପ୍ରଦୂଷିତ ସିମେଣ୍ଟ କମ୍ପାନୀର ଲମ୍ବାଧାଡି ଲାଗିଛି। ଇମାମୀ(ବର୍ତ୍ତମାନ ନୁଭିଷ୍ଟା ପ୍ରା.ଲି.), ଜେଏସ୍‌ଡବ୍ଲ୍ୟୁ, ରାମ୍‌କୋ, ଯାଜପୁର ସିମେଣ୍ଟ ପରେ ତେଲଙ୍ଗାନା ରାଜ୍ୟର ମାଇହୋମ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ବା ମହା ସିମେଣ୍ଟ କମ୍ପାନୀ ଯାଜପୁର...

କେନ୍ଦ୍ରାପଡ଼ାରେ ଚର୍ମରୋଗ ଭୟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟରେ ଲୋକେ ବହୁ କଷ୍ଟରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲାରେ ଚର୍ମରୋଗର ଭୟ ଦେଖା ଦେଇଛି। ଏହି କାରଣରୁ କେନ୍ଦ୍ରାପଡ଼ା ବ୍ଲକ ମାଗୁରଗଣ୍ଡ ପାଟଣା...

ସ୍କୁଲରେ ଆୟୋଜନ ହେବ ମାଥ୍‌ମେଟିକ୍ସ ମେଳା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି। ସେହିଭଳି ପିଲାଙ୍କ...

ରାଜଧାନୀରେ ଟିକାକେନ୍ଦ୍ର ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର,୨୦।୭(ବ୍ୟୁରୋ): କରୋନା ମହାମାରୀ କାୟା ବିସ୍ତାର କରୁଥିବାବେଳେ ଏଥିରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମହାମାରୀର ପ୍ରକୋପ ଅଧିକ ରହୁଥିବାରୁ ଏଠାରେ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ...

ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର,୨୦।୭ (ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ସହି ନ ପାରି ଗତ ଜୁଲାଇ ୨ରେ କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ୧୮ଦିନ ବିତିଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି...

ଜଳଜୀବନ ମିଶନରେ ୪ ଜିଲାକୁ ପାନୀୟ ଜଳ

ଭୁବନେଶ୍ୱର, ୨୦ା୭ (ବ୍ୟୁରୋ): ରାଜ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି। ଏଥିପାଇଁ ଜଳଜୀବନ ମିଶନ (ଜେଜେଏମ୍‌) ଯୋଜନାରେ ରାଜ୍ୟର ବିଭିନ୍ନ ଜିଲାକୁ ସାମିଲ କରାଯାଇଛି। ଏହି ଯୋଜନାରେ ୪ଟି...

ଋଷିକୁଲ୍ୟାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୧୯-୨୦ରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri