ରାଜ୍ୟ

ଚୁଡ଼ା,ମୁଢ଼ି ଉପରେ ଜିଏସଟିକୁ ବିରୋଧ, ଗ୍ରାହକଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଓଡ଼ିଶାର ଲୋକେ ଚୁଡ଼ା, ମୁଢ଼ିକୁ ସକାଳେ ସନ୍ଧ୍ୟାରେ ଜଳଖିଆ ଭାବେ ବ୍ୟବହାର କରନ୍ତି। ତେଣୁ ସେସବୁରେ ଜିଏସ୍‌ଟି ଲାଗିବା ପ୍ରସଙ୍ଗ ସୋମବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା । ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଜିଏସ୍‌ଟି ହଟାଇବାକୁ କଂଗ୍ରେସ...

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମୋକିମ୍‌, ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

କଟକ ଅଫିସ, ୧୮।୭(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଟକ ଚେଦ୍ବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଛନ୍ତି। ଭୋଟ ଦେଇ ମୋକିମ୍‌ କହିଛନ୍ତି, ମୋ ବିବେକ ଅନୁଯାୟୀ ମୁଁ ଭୋଟ ଦେଇଛି ।ଯେହେତୁ ସେ ଓଡ଼ିଶାର...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଅପରାହ୍ନ ୪ଟା ଯାଏ ପୁଣି ଗୃହ ମୁଲତବୀ। ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି। ସୂଚନାନୁସାରେ, ସୋମବାରଠୁ ଖାଉଟି ସାମଗ୍ରୀ ମହଙ୍ଗା ହୋଇଛି। ମୁଢ଼ି, ଚୁଡ଼ା, ପନିର, ଦହି, ଲସି, ଘୋଳଦହି, ଗୁଡ଼,...

ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ଭାବେ ସୋମବାର ଶପଥ ନେଇଛନ୍ତି ସସ୍ମିତ୍‌ ପାତ୍ର। ସେ ଦ୍ବିତୀୟ ଥର ଭାବେ ଶପଥ ନେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟ ସଭା...

ହାତୀ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୮ା୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କଲା ଗ୍ରାମରେ ରବିବାର ରାତିରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଶିବୁନ ମହାପାତ୍ର (୧୩)ଙ୍କର ମୃତ୍ୟୁ ଘଟିଛି। ଶିବୁନ ନବମ ଶ୍ରେଣୀରେ ପଢୁଥିବା ବେଳେ ସେ ଗ୍ରାମର ଜୁଆଙ୍ଗ ମହାପାତ୍ରଙ୍କ ପୁଅ ବୋଲି...

ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭ ନଂ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍‌ରେ ଉପର...

ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ...

ଦନ୍ତାହାତୀର ମୃତଦେହ ଠାବ

ନୀଳଗିରି,୧୮ା୭(ସ୍ବ.ପ୍ର.): ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ବନବିଭାଗ ଜଗିରହିଛି। ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରେ ଏହି ଦନ୍ତା...

ଆଉଜଣେ ରସିକିଆ ସ୍ବାମୀ: ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଏକାଧିକ ଯୁବତୀଙ୍କୁ ବିବାହ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ଯୁବତୀ ଓ ମହିଳାଙ୍କୁ ବିବାହ କରି ଗିରଫ ହୋଇଥିଲେ ରମେଶ ସ୍ବାଇଁ। ସେ ଏବେ ଜେଲ୍‌ରେ ଥିବାବେଳେ ଆଉଜଣେ ରସିକିଆ ଠକ ଚର୍ଚ୍ଚାକୁ ଆସିଛନ୍ତି। ନିଜକୁ ସଫ୍ଟୱେର...

ଏକୁଲ-ସେକୁଲରେ ପୁଣି ଜନନୀ ଯନ୍ତ୍ରଣା

କାମାକ୍ଷାନଗର,୧୮ା୭(ଡି.ଏନ୍‌.ଏ.): ଉପାନ୍ତରୁ ଉପକୂଳ। ଆଦିବାସୀବହୁଳ ଇଲାକାରୁ ଶିଳ୍ପସମୃଦ୍ଧ ଅଞ୍ଚଳ। ସ୍ବାସ୍ଥ୍ୟସେବାକୁ ନେଇ ସବୁଠି ତିକ୍ତ ଓ ନକାରାତ୍ମକ ଅନୁଭୂତି। ଦୁର୍ଗମ ଇଲାକାରେ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁ ନ ଥିବାରୁ ରୋଗୀ କାନ୍ଧରେ ବୁହାହେଉଛନ୍ତି ତ ଗର୍ଭବତୀଙ୍କୁ ମେଡିକାଲ ଆଣିବା ପାଇଁ...

ଜେଲ ଫେରନ୍ତା ଯୁବକଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୮।୭ (ବ୍ୟୁରୋ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀସ୍ଥିତ ମୁଣ୍ଡାସାହିଠାରେ ନିର୍ମାଣଧିନ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଭିତରେ ଜେଲ ଫେରନ୍ତା ବିହାରୀ ଯୁବକ ମୁକେଶ ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ୪ ମାସ ପରେ ଫେରାର ଥିବା...

ଅବଲୁପ୍ତ ଗ୍ରାମାଞ୍ଚଳ ପାଠାଗାର

ଯାଜପୁର ଅଫିସ,୧୮ା୭: ରାଜ୍ୟରେ ପାଠାଗାର ନିର୍ଦ୍ଦେଶାଳୟ ନ ଥିବାରୁ ସର୍ବସାଧାରଣ ପାଠାଗାରର ପ୍ରଚାର ପ୍ରସାରରେ ଅନ୍ତରାୟ ହୋଇଛି। ଯାଜପୁର ଜିଲା ବିଞ୍ଝାରପୁରଠାରେ ଏକ ପଠନ କେନ୍ଦ୍ର ଗଠନ ନିମନ୍ତେ ଦାବି ହୋଇଆସୁଥିବା ବେଳେ ସରକାର କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri