ରାଜ୍ୟ

ମହାପ୍ରଭୁଙ୍କ ବାହୁଡ଼ା: ସିଂହଦ୍ୱାର ସମ୍ମୁଖରେ ତିନି ରଥ

ପୁରୀ ଅଫିସ,୯।୭: ବାହୁଡ଼ିଲେ ତିନିଠାକୁର। ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଶନିବାର ସନ୍ଧ୍ୟାରେ ମାଉସୀ ମା’ଙ୍କ ପାଖରୁ ପୋଡ଼ପିଠା ଖାଇ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜନ୍ମବେଦୀର ଲୀଳା ସାରି ବାହୁଡ଼ିଛନ୍ତି। ନିର୍ଦ୍ଧାରିତ ସମୟ...

ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୯ା୭(ସ୍ବ.ପ୍ର.): ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସରିଛି। ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡରେ ଟାଣି ଟାଣି ନେଇ ଶ୍ରୀ ବଳଦେବଜୀଉ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୧,୨୯୮ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ନାଗସାପକୁ ଅଟକାଇଲା ପୋଷା କୁକୁର

କୋକସରା,୯ା୭(ଡି.ଏନ୍‌.ଏ.): ପୋଷା କୁକୁରଟିଏ ଦେଖାଇଛି ମାଲିକ ପ୍ରତି ଥିବା ତା’ର ଆନୁଗତ୍ୟ। ସକାଳୁ ମାଲିକ ଘରକୁ ଏକ ନାଗସାପ ପଶି ଆସୁଥିବା ଦେଖି ଅଧାବାଟରେ ସାପକୁ ଅଟକାଇଥିଲା ପୋଷା କୁକୁର। କୁକୁର ଭୁକିବା ପରେ ପରିବାର ଲୋକେ ଆସି ଏକ...

ଅମରନାଥରେ ଫସିଲେ ୫ ଓଡ଼ିଆ ଯାତ୍ରୀ

ରାୟଗଡ଼ା ଅଫିସ,୯ା୭: ଅମରନାଥରେ ଶୁକ୍ରବାର ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ ପାଣି ମାଡ଼ି ଆସିଥିଲା। ଫଳରେ ୩ ମହିଳାଙ୍କ ସମେତ ୧୬ ଜଣ ମୃତ୍ୟ ଘଟିଛି । ଏବେବି ଅନେକ ଲୋକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି...

ଆହୁରି ବର୍ଷିବ

ଭୁବନେଶ୍ୱର,୯।୭(ବ୍ୟୁରୋ): ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ମୌସୁମୀ ସକ୍ରିୟ ସହ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ। ୭ରୁ ୨୦ ସେଣ୍ଟିମିଟର ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛିି...

ରଥ ଟଣା ଆରମ୍ଭ: ଗଡ଼ୁଛି ବଡ଼ ଭାଇ ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୯।୭: ମହାପ୍ରଭୁଙ୍କ ରଥ ଟଣା ଆରମ୍ଭ ହୋଇଛି । ମହାବାହୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି । ପ୍ରଥମେ ଶରଧାବାଲିରୁ ବଡ ଭାଇ ବଳଭଦ୍ରଙ୍କ ରଥ ବାହାରିଛି । ବଡ ଦାଣ୍ଡରେ କୋଟି କୋଟି ଶ୍ରଦ୍ଧାଳୁ...

ଏଣିକି ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା ଜରିମାନା

ଭୁବନେଶ୍ୱର,୯।୭(ବ୍ୟୁରୋ): ଏଣିକି ମାସ୍କ ନ ପିନ୍ଧିଲେ କଟିବ ଚାଲାଣ। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବାରୁ ବିମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ହେବ ବୋଲି ରାଜଧାନୀବାସୀଙ୍କୁ ମେୟର ସୁଲୋଚନା ଦାସ...

ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର,୯।୭(ବ୍ୟୁରୋ): ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ...

ଆରମ୍ଭ ହେଲା ଛେରାପହଁରା

ପୁରୀ ଅଫିସ, ୯ା୭: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପୂର୍ବ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହା ସମାପନ ପରେ ଠାକୁରଙ୍କ ପହଣ୍ଡିବିଜେ ଆରମ୍ଭ ହୋଇଥିଲା।...

ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼

ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ ନାହାନ୍ତି ଛାତ୍ରୀଛାତ୍ରଙ୍କୁ ତାହାଠୁ ଅଧିକ ମାଡ ମାରୁଛନ୍ତି। ମାଲକାନଗିରି ଜିଲା ଚମ୍ପାନଗର ପ୍ରାଥମିକ...

ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୯।୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଆଜି ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନ,ବଳଭଦ୍ର,ସୁଭଦ୍ରା ରଥାରୂଢ ହେବା ପରେ ଶେଷରେ ରଥାରୂଢ ହୋଇଛନ୍ତି ପ୍ରଭୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri