ରାଜ୍ୟ

ଆଖି ବୁଜିଲା ପୋଖରୀରେ ଫସିଥିବା ହାତୀ

ସମ୍ବଲପୁର,୨୧।୬(ବ୍ୟୁରୋ): ପୋଖରୀରେ ଫସିଥିବା ଅସୁସ୍ଥ ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। ଏ ନେଇ ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ପୋଖରୀରେ ଏକ ଦନ୍ତାହାତୀ ଫସି ରହିଥିଲା । ଫସିଥିବା...

କଂଗ୍ରେସର ୯ ବିଧାୟକ ଆଜି ଯିବେ ଦିଲ୍ଲୀ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଏଆଇସିସିର ଡ଼କରା ପରେ ରାଜ୍ୟର ୯ କଂଗ୍ରେସ ବିଧାୟକ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯିବେ। ବିଧାୟକ ତାରାପ୍ରସାଦ ବାହିନୀପତି ଏ ନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ବେଳେ...

ରିକ୍ସା ଚାଲକଙ୍କ ନାଁରେ ସମ୍ପତ୍ତି ଲେଖି ଦେଇଥିଲେ ମିନତୀ, ଆଜି ମିଶିଲେ ବିଜେଡ଼ିରେ

ଭୁବନେଶ୍ୱର,୨୧।୬(ବ୍ୟୁରୋ): କଟକ ସୂତାହାଟର ମିନତୀ ପଟ୍ଟନାୟକ ମଙ୍ଗଳବାର ବିଜେଡ଼ିରେ ସାମିଲ ହୋଇଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ମିନତୀ ।ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି...

ବିଶ୍ବସ୍ତରୀୟ ହେବ ପୁରୀ ଷ୍ଟେଶନ: ରଥଯାତ୍ରା ଲାଗି ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ

ପୁରୀ ଅଫିସ,୨୧। ୬: ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ପୁରୀ ବିଶ୍ବସ୍ତରୀୟ ଷ୍ଟେଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ବିଶସ୍ତରୀୟ ଷ୍ଟେଶନ...

‘ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ଭାରିଆଣ୍ଟ’

ଭୁବନେଶ୍ବର,୨୧।୬: ରାଜ୍ୟରେ କୋଭିଡ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । ଏହା ସହ ସହ ଟିବି, ଫାଇଲେରିଆ, ମ୍ୟାଲେରିଆ, ଡ଼ାଇରିଆ, ଡେଙ୍ଗୁ...

ସାହାରା ଖୋଜୁଛନ୍ତି ଅନାଥ ଭଉଣୀଭାଇ

ଢେଙ୍କାନାଳ ଅଫିସ,୨୧।୬, ୨ ବର୍ଷ ତଳୁ ମା’ ବାପାଙ୍କ ମୃତ୍ୟୁ ହୋଇଯାଇଛି। ଜେଜେମା ଓ ଜେଜେ ମଧ୍ୟ ନାହାନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦାଦା ସେମାନଙ୍କ ଲାଳନପାଳନ ନିମନ୍ତେ ସକ୍ଷମ ହୋଇପାରୁ ନାହାନ୍ତି। ତେଣୁ ଜିଲା ପ୍ରଶାସନ ସହାୟ...

ଜମିକୁ ମାଡ଼ିବ ଜଳ

ବଇଣ୍ଡା,୨୧।୬(ଡି.ଏନ.ଏ.) ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇ ନ ଥିଲେ ମଧ୍ୟ ଚାଷ ଜମିକୁ ମାଡ଼ୁଥିଲା ଝରଣା ପାଣି। ନିର୍ମାଣ କରାଯାଇଥିବା ୭ କିଲୋମିଟର କେନାଲ ଯୋଗୁ ଶତାଧିକ ଚାଷୀ ଉପକୃତ ହେଉଥିଲେ। ହେଲେ ୨୦୧୧ ଠାରୁ ଏହି କେନାଲ...

ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

ଯୋଡ଼ା, ,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ସହରରେ ରବିବାର ମୌସୁମୀର ପ୍ରଥମ ବର୍ଷା ହୋଇଛି। ଫଳରେ ଲୋକେ ପ୍ରବଳ ଗରମରୁ ତ୍ରାହି ପାଇଥିବା ବେଳେ ଏହି ପହିଲି ବର୍ଷା ଯୋଡା ସହରବାସୀଙ୍କୁ ବେହାଲ କରିଦେଇଛି। ଯୋଡ଼ା ସହରରେ ଜଳ...

ନାକାପଏଣ୍ଟରୁ ଧରାପଡିଲେ ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗ

ଜଳେଶ୍ୱର, ,୨୧।୬ (ଡି.ଏନ୍‌.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ସେତୁର ନାକା ପଏଣ୍ଟଠାରେ ପୋଲିସ ଯାଞ୍ଚ କରୁଥିବା ବେଳେ ଏକ ବଡ ଧରଣର ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ୨ଟି କାର୍‌ରେ ଥିବା ୧୦ଜଣଙ୍କୁ ଗିରଫ...

ଟ୍ରକ୍‌ ମାଲିକଙ୍କ ଜୀବିକାରେ ଚଡ଼କ

ଯୋଡ଼ା,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳରେ ବହୁ ସଂଖ୍ୟକ ଲୋକ ଟ୍ରକ୍‌ ପରିବହନ ବ୍ୟବସାୟ ଉପରେ ନିର୍ଭରଶୀଳ ା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏହି ଖଣିଖାଦାନ ଓ କାରଖାନାରେ ନିୟୋଜିତ ହୋଇଛି। ବର୍ତ୍ତମାନ ଖଣି...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୫୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୧।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା...

ସାତକୋଶିଆରେ ୪ମାସ ହେବ ଦେଖାଯାଉନି ବାଘ

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ସାତକୋଶିଆ ଅଭୟାରଣ୍ୟରେ ୧୫ ବର୍ଷର ଗୋଟିଏ ବାଘୁଣୀ ଥିଲା। ଗତ ୪ ମାସ ହେବ କ୍ୟାମେରା ଟ୍ରାପରେ ବାଘୁଣୀ ଆସିନାହିଁ। ଶେଷଥର ପାଇଁ ଟିକରପଡ଼ାରେ ବାଘୁଣୀର ପାଦଚିହ୍ନ ଦେଖିବାକୁ ମିଳିଥିଲା। ସମ୍ବର ଶିକାର ଓ ପାଦଚିହ୍ନରୁ ବାଘୁଣୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri