ରାଜ୍ୟ

ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୧ା୬(ବ୍ୟୁରୋ):ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆରମ୍ଭ ହେବ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ପାଇଁ ଚଳିତ ମାସ ୨୭ ତାରିଖରୁ ଆବେଦନ ପ୍ରକ୍ରିୟା ଚାଲିବ।...

ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର,୨୧।୬(ବ୍ୟୁରୋ):ପାରିବାରିକ ବିବାଦ ମାମଲାରେ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କ ସ୍ବାମୀ ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ସେ ସୋମବାର ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ବର୍ଷାଙ୍କୁ ଟାର୍ଗେଟ କରି ଅନୁଭବ...

ଖରିଫ୍‌ର ୮, ରବିର ୯ ଫସଲ ବୀମାଭୁକ୍ତ ହେବ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ଚଳିତ ବର୍ଷ ଖରିଫ୍‌ ଋତୁରେ ୮ ଓ ରବି ଋତୁରେ ୯ ଟି ଫସଲକୁ ବୀମାଭୁକ୍ତ କରାଯିବ। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ବୟ କମିଟି ବୈଠକରେ...

ଆଜି ଏସ୍‌ଆଇଟିର ପ୍ରଥମ ବୈଠକ

ଭୁବନେଶ୍ୱର(ବ୍ୟୁରୋ)/ ଆଠଗଡ଼(ସ୍ବ.ପ୍ର.),୨୧ା୬:ଆଠଗଡ଼ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଜବତ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗତ ୧୬ ତାରିଖରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଥିଲେ। ତେବେ ଏସ୍‌ଆଇଟିର ପ୍ରଥମ ବୈଠକ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ...

ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ: ଜିଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଅଞ୍ଚଳକୁ ପ୍ରବେଶ କରିଛି। ଏନେଇ ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ଯୋଗୁ ଆଗାମୀ ୫ ଦିନ ଯାଏ ରାଜ୍ୟର କେତେକ ଜିଲାରେ ପ୍ରବଳ ବର୍ଷା...

ଲୁଣି ପାଣି କବଳରେ ମହାନଦୀ ବେସିନ

ଯାଜପୁର ଅଫିସ,୨୧ା୬:ମହାନଦୀ ବେସିନ(ଅବବାହିକା) ଅନ୍ତର୍ଭୁକ୍ତ କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲାର ୪୯ ବ୍ଲକର ବାସିନ୍ଦା ଲୁଣି ପାଣିରେ ପେଷି ହେଉଛନ୍ତି। ଏହି ସବୁ ବ୍ଲକ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ସ୍ଥିତି ଅନୁଧ୍ୟାନ...

ଇଟାଲୀରେ ନବୀନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ସୋମବାର ଭୋର୍‌ରୁ ବିମାନ ଯୋଗେ ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ନବୀନଙ୍କୁ ସେଠାରେ ସ୍ବାଗତ କରିଛନ୍ତି। ବିଦେଶ...

ଆହୁରି ୫ ଦିନ ବର୍ଷିବ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡିଶାରେ ଅଗ୍ରସର ହୋଇଛି। ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟର କେତେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ସହ ସମସ୍ତ ପ୍ରକାର ପରିସ୍ଥିତିର...

ଇଡିର ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କୋକସରା,୨୦।୬(ଡି.ଏନ.ଏ): ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି। ଏହାକୁ ବିରୋଧ କରି ସୋମବାର କୋକସରା କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟ ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି...

ଥାନାରେ କଂଗ୍ରେସକର୍ମୀଙ୍କ ଭଙ୍ଗାରୁଜା

ଚିତ୍ରକୋଣ୍ଡା,୨୦।୬: ମାଲକାନଗିରି ପ୍ରଦେଶ କଂଗ୍ରେସ ନେତୃ୍‌ତ୍ୱରେ ଚିତ୍ରକୋଣ୍ଡାରେ ସୋମବାର ୧୮ଟି ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହୋଇଥିଲେ। ଏଥିରେ ମାଲକାନଗିରି ଜିଲା ସଭାପତି ଗୋବିନ୍ଦ ପାତ୍ର, ଯୁବ ସଭାପତି ମଙ୍ଗୁ ଖିଲ, ବରିଷ୍ଠ...

ଅଭିନେତ୍ରୀ ଆତ୍ମହତ୍ୟା କରିଥିବା କହିଲେ ଡିସିପି, ହତ୍ୟା ଅଭିଯୋଗ ଆଣିଲା ପରିବାର

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି। ଏହା ସ୍ପଷ୍ଟ ଭାବେ ଜଣାପଡୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି । ଏହାସହ ଡିସିପି କହିଛନ୍ତି ଯେ, ଘଟଣାସ୍ଥଳକୁ ପୋଲିସର ଏକ ଟିମ ଯାଇ...

ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ

କଟକ ଅଫିସ,୨୦।୬: ସୂଚନା ଅଧିକାର ଆଇନ୍‌ ପରିସରକୁ ଆସିବ ଭିଜିଲାନ୍ସ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ ବୋଲ ହାଇକୋର୍ଟ କହିଛନ୍ତି। ସରକାରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri