ରାଜ୍ୟ

କୋରାପୁଟର ୨୦ ଆବାସିକ ଛାତ୍ରାବାସକୁ ମିଳିଲା ଆଇଏସ୍‌ଓ ସାର୍ଟିଫିକେଟ

କୋରାପୁଟ,୧୧ା୬(ସ୍ବ.ପ୍ର.): କୋରାପୁଟ ଜିଲାର ୨୦ଟି ଆବାସିକ ବିଦ୍ୟାଳୟକୁ ଆଇଏସ୍‌ଓ ସାର୍ଟିଫିକେଟ ମିଳିଛି। ଏନେଇ କୋରାପୁଟ ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ସୂଚନା ଦେଇଛନ୍ତି। ପ୍ରାୟ ୧ ବର୍ଷ ଧରି ଛାତ୍ରାବାସରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ଉପଲବ୍ଧିକୁ ଦେଖି...

ଖେଳ ଦେଖିବେ ମୁଖ୍ୟମନ୍ତ୍ରୀ: ଟୁଇନ୍‌ ସିଟିକୁ ଜଗିଛନ୍ତି ୮୨ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ୍‌ ପାଇଁ ଟୁଇନ୍‌ ସିଟିରେ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକରେ ୬୨ ପ୍ଲାଟୁନ ଫୋର୍ସ ନିୟୋଜିତ ଥିବା ବେଳେ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ...

ବ୍ୟବଚ୍ଛେଦ ପରେ ପୋତାଗଲା ହାତୀ ମୃତଦେହ

କେନ୍ଦୁଝର/ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ବନ ବିଭାଗ ଏକ ଗଳିତ ଦନ୍ତାହାତୀ ମୃତଦେହ ଶନିବାର ସକାଳେ ଜବତ କରିଥିଲା। ହାତୀଟି ୩ /୪ ଦିନ ତଳେ ମରିଥିବା ସନ୍ଦେହ କରାଯାଉଛି। ହଦଗଡ଼ ହସ୍ତି ଅଭୟାରଣ୍ୟ...

ପୋଡ଼ିଲେ ମାଓବାଦୀ ପୋଷାକ, ସମାଜର ମୁଖ୍ୟସ୍ରୋତରେ ହେଲେ ସାମିଲ

ଚିତ୍ରକୋଣ୍ଡା,୧୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସଫଳ ହେବାକୁ ଲାଗିଛି ସରକାରଙ୍କ ଆଣ୍ଟି ମାଓବାଦୀ ଅପରେଶନ। ଜିଲାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ବିଏସ୍‌ଏଫ୍‌ ଆସିବା ପରେ ମାଲକାନଗିରିର ଚିତ୍ର ବଦଳିଗଲା। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ମାଓବାଦୀ...

ଜୁଲାଇ ୧ରୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି। ଶନିବାର ଘରୋଇ ବସ୍‌ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଭାପତି ଏହି...

୧୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ ଜିଲାରେ କାଳବୈଶାଖୀ ଆଶଙ୍କା କରାଯାଉଛି। ଏହିସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ଏହି ଜିଲାଗୁଡ଼ିକର ଗୋଟେ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।...

ପୁଅର ମୃତଦେହ ଗାଁକୁ ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

ସୋରଡ଼ା,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ନୂଆଗାଁ ଗ୍ରାମର ଅଜୟ ମଲିକଙ୍କ ପୁଅ ରଞ୍ଜନ (୨୭) ତାମିଲନାଡୁର କୋଏମ୍ବାଟୁରର ପେରିୟାନାଇକେନପାଲୟମ ଥାନା ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସେଠାରେ ନିଜ...

ଜବତ ବ୍ରାଉନସୁଗାର ନଷ୍ଟ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଏକ କେଜି ବ୍ରାଉନସୁଗାରକୁ ଏସ୍‌ଟିଏଫ୍‌ ଟିମ୍‌ ନଷ୍ଟ କରିଛି। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ବ୍ରାଉନସୁଗାର ଜବତ କରାଯାଇଛି। ସେକ୍ସନ ୫୨ ଓ କେମିକାଲ ରିପୋର୍ଟ ମିଳିବା ପରେ ଏହାକୁ ନଷ୍ଟ କରାଯାଇଛି । ଏ ନେଇ ଏସ୍‌ଟିଏଫ ଡିଆଇଜି...

ବାରବାଟୀ ମାଚ୍‌ ଦେଖିବାକୁ ଯାଉଥିଲେ ସାଙ୍ଗରେ ନେବେନାହିଁ ଏସବୁ…

କଟକ ଅଫିସ,୧୧।୬: ରବିବାର ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟକୁ ମନା...

ଖରା ଛୁଟି ପରେ ନୂଆ ଶିକ୍ଷା ନିୟମାବଳୀ, ଜାଣନ୍ତୁ…

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷା ବର୍ଷରେ ଯେପରି ଶତ ପ୍ରତିଶତ ପାଠ୍ୟ ଖସଡ଼ା ଶେଷ ହେବ ଓ ପିଲାଙ୍କୁ ଠିକ ଭାବେ ଶିକ୍ଷାଦାନ...

ବାରବାଟୀ ମ୍ୟାଚ୍‌: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ): କଟକ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ ଆରମ୍ଭ ହେବାର ସଙ୍କେତ ଦେବା ନେଇ ଯୋଜନା ହୋଇଛି। ତେବେ ସେ ମୁଖ୍ୟ ଅତିଥି ଭାବେ ଯୋଗ...

ଓଏଲ୍‌ଏକ୍ସରେ ମିଳୁଛି ବାରବାଟୀ ଟିକେଟ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରବିବାର ବାଟବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ ବ୍ଲାକ କରୁଥିବା ଦେଖିବାକୁ ମିଳିଛି । ଓଏଲ୍‌ଏକ୍ସରେ ଟିକେଟ ଗୋଟିଏକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri