ରାଜ୍ୟ

ବାରବାଟୀ ମ୍ୟାଚ: ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ମୋ ବସ୍‌ ବ୍ୟବସ୍ଥା

ଭୁବନେଶ୍ୱର,୧୦।୬(ବ୍ୟୁରୋ): କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଟିକେଟ୍‌ କାଉଣ୍ଟର ଆଗରେ ଲୋକଙ୍କ...

ମାସ୍କ ନ ଥିଲେ ଦର୍ଶକଙ୍କୁ ବାରବାଟୀ ଷ୍ଟାଡିୟମ ମନା

କଟକ ଅଫିସ, ୧୦।୬: କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ମାସ୍କ ନ ଥିଲେ...

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହେବ। ଏଥର ୨୪ ଦିନ ଧରି ଚାଲିବ ମୌସୁମୀ ଅଧିବେଶନ। ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ଯାଏ ଚାଲିବ। ଅଧିବେଶନ କାଳରେ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ୍‌ କରିବେ...

ମାମଲାରେ କୋହଳ ଦଫା ଲଗାଇବାକୁ ନେଉଥିଲେ ଲାଞ୍ଚ: ଏଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା ଅଫିସ,୧୦।୬: ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ଜଣେ ମହିଳାଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସ୍‌ଆଇ ଭଗବାନ ସ୍ବାଇଁ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ଲାଞ୍ଚ...

ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଉଭୟ ଟିମ୍‌ ଶୁକ୍ରବାର ଓଡିଶା ପହଞ୍ଚିଛନ୍ତି। ସେଠାରୁ ଖେଳାଳି ବସ୍‌ ଯୋଗେ ହୋଟେଲ ମେ ଫାୟାର ଯାଇଛନ୍ତି । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯିବ ।...

ଲାଞ୍ଚ ନେଇ ଧରାପଡ଼ିଲେ ଏବିଇଓ

ଡେରାବିଶ,୧୦ା୬(ସ୍ବ.ପ୍ର.): ଜଣେ ଶିକ୍ଷକଙ୍କ ଦୁଇମାସର ଦରମା କରାଇଦେବାକୁ କହି ତାଙ୍କ ଠାରୁ ଶୁକ୍ରବାର ପୂର୍ବାହ୍ନରେ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି ଡେରାବିଶ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ(ଏବିଇଓ) ବିପିନ ବିହାରୀ ସିଂ। ସୂଚନାନୁଯାୟୀ କେନ୍ଦ୍ରାପଡ଼ା...

ବାରବାଟୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ ଅଫିସ,୧୦।୬: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜିପିି ସୁନୀଲ ବଂଶଲ।ତାଙ୍କ ସହ ପୋଲିସ କମିଶନର, ଆଇନଶୃଙ୍ଖଳା ଏଡିଜି, କଟକ ଡିସିପି ପିନାକ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ସୁରକ୍ଷା ବ୍ୟବସ୍ଥାର...

୧୬ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୧୦।୬: ଆସନ୍ତା ୧୬ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷା ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ହୋଇଯାଏ। ତେଣୁ ପର୍ଯ୍ୟଟକମାନଙ୍କ...

ବାଚସ୍ପତି ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ବିକ୍ରମ କେଶରୀ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଆସନ୍ତା ୧୩ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ଏଥିପାଇଁ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବାର ଶେଷ ସମୟ ଥିଲା। ତେବେ ବାଚସ୍ପତି ନିର୍ବାଚନ ପାଇଁ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି...

ଗ୍ରାମ ସଭାପତିଙ୍କୁ ସାମାଜିକ ବାସନ୍ଦ, ଗାଁରେ ଉତ୍ତେଜନା

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତରେ ସାମାଜିକ ବାସନ୍ଦ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳିବନ୍ଧ ଗ୍ରାମର ସଭାପତି ପୁରୁଷୋତ୍ତମ ରେଡ୍ଡୀଙ୍କୁ ସାମାଜିକ ବାସନ୍ଦ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ...

ବାଘ ଗଣନା ସାରି ଫେରିବା ବେଳେ ଫରେଷ୍ଟରଙ୍କୁ କଚାଡ଼ିଲା ହାତୀ

ବାରିପଦା ଅଫିସ,୧୦ା୬: ବାଘ ଗଣନା ସାରି ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଛନ୍ତି ଫରେଷ୍ଟର ତରୁଣ କୁମାର ଦାସ। ଏଭଳି ଘଟିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ ଅଞ୍ଚଳରେ। ଗତ ୬ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ...

ଶେଷ ରଜରେ ଖୋର୍ଦ୍ଧା ଜିଲା ଛୁଟି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରଜ ଉପଲକ୍ଷେ ରାଜ୍ୟ ସରକାର ଜୁନ୍‌ ୧୪ ଓ ୧୫ ତାରିଖକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି। ତେବେ ଶେଷ ରଜ ଜୁନ୍‌ ୧୬ ତାରିଖକୁ ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଥାନୀୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri