ରାଜ୍ୟ

ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନରେ ଡେଣା ଯୋଡ଼ିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ରାଜ୍ୟର ୫ଟି ଜିଲା ଖୋର୍ଦ୍ଧା, ବୌଦ୍ଧ,...

ରଥଯାତ୍ରା ପାଇଁ ଗଡ଼ିବ ୧୩୭ ଅତିରିକ୍ତ ଟ୍ରେନ୍‌

ପୁରୀ ଅଫିସ,୧ା୬: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ୧୩୭ଟି ଅତିରିକ୍ତ ଟ୍ରେନ୍‌ ଚଳାଚଳ କରିବ। ଚଳାଚଳ କରୁଥିବା ମୋଟ୍‌ ୧୫୦ଟି ଅଧିକ କୋଚ୍‌ ଲାଗିବ। ୪୦ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଳିବ। ଏଥିନିମନ୍ତେ ପୁରୀ ଷ୍ଟେଶନରେ ୩୫ଟି...

ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ। ତଦନୁଯାୟୀ ସକାଳ ୬ଟାରୁ ଭକ୍ତମାନେ...

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ୧୩ ନୂଆ ପ୍ରଫେସର ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟର ପ୍ରମୁଖ କ୍ୟାନ୍‌ସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ (ଏଏଚ୍‌ପିଜିଆଇସି)ରେ ଆଉ ୧୩ଟି ନୂଆ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦବୀକୁ ରାଜ୍ୟ ସରକାର ମଙ୍ଗଳବାର ମଞ୍ଜୁରୀ ଦେଇଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର...

୧୧ କେଭି ତାର ଲାଗି ଜଣେ ବାଳକ, ୨ ଗୃହପାଳିତ; ୨ ବନ୍ୟପ୍ରାଣୀ ମୃତ

କେନ୍ଦୁଝର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଟି ବଳଦ ଏବଂ ଦୁଇଟି ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ଉକ୍ତ ତାର...

ତହସିଲଦାରଙ୍କ ଉପସ୍ଥିତିରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ହୋଇଛି। ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର ସତନାମୀଙ୍କ ଝିଅ ଚାରୁକଳା (୨୦) ଓ ଭୋଳାନାଥ ନାଏକଙ୍କ ପୁଅ ସୁଶାନ୍ତ (୨୯)।...

ଗଛରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୧ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ ନଂ. ଜାତୀୟ ରାଜପଥ ସୁଲୁମାହା ଘାଟି ନିକଟରେ ଏକ ଗଛରେ ବାଇକ୍‌ ପିଟି ହେବାରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ଉକ୍ତ ଥାନା...

ରାଜ୍ୟରୁ ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୨୦୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ପୁରୀ ବେଳାଭୂମିରେ ଭାସି ଆସି ଲାଗିଛି ବିରାଟ ଶକ୍ତି କୁଣ୍ଡ

ପୁରୀ ଅଫିସ,୧ା୬: ପୁରୀ ସମୁଦ୍ର ବେଳାଭୂମିରେ ଏକ ବିରାଟ ଶକ୍ତି କୁଣ୍ଡ ଲାଗିଛି। ଶିବ ଲିଙ୍ଗକୁ ଘେରି ରହୁଥିବା ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା ସେନେଇ ତର୍ଜମା ଆରମ୍ଭ ହୋଇଛି। ପୁରୀ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଉଦ୍ଧାର...

ଓଜେଇଇ ପାଇଁ ପ୍ରକାଶ ପାଇଲା ସୂଚୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ପାଇଁ ବୁଧବାର ସୂଚୀ ପ୍ରକାଶ ପାଇଛି। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ତାରିଖରେ ଶେଷ ହେବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଜୁଲାଇ ୪ରେ...

ବଢ଼ିଲା ଛେନା, ପନୀର ଦର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଆଜିଠୁ ମାର୍କେଟ୍‌ରେ କଞ୍ଚା ଛେନା ଓ ପନୀର ଦର ବୃଦ୍ଧି ପାଇଛି। ଛେନା କେଜି ପ୍ରତି ୧୫ ଟଙ୍କା ବଢ଼ିଥିବା ବେଳେ ପନିର କେଜି ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ହୋଲ୍‌ସେଲ ଦରରେ କେଜି ପିଛା ଛେନା...

ଭିଜିଲାନ୍ସ ହାତରେ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ,୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ ମଳୟ ନାୟକ ବୁଧବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏସ୍‌ସିଏସ୍‌ଟି ମାମଲାରେ ନାଁ ରଫାଦଫା କରିବାକୁ ୩୦ ହଜାର ଲାଞ୍ଚ ନେବା ବେଳେ ସେ କାରନ୍ଦା ଛକରୁ ଧରାପଡ଼ିଛନ୍ତି। ପଥର ଗାଡ଼ି ପାସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri