ରାଜ୍ୟ

ଅଟୋ ଉପରେ ମାଡ଼ିଗଲା ଟ୍ରକ୍‌: ୩ ଜଣଙ୍କ ଜୀବନ ଗଲା

କୋରାପୁଟ,୨୮ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡ଼ା ନିକଟରେ ଏକ ଅଟୋ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍‌

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ ଶନିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତାର...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୧୭୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଗୋଟିଏ ଜମିକୁ ଦୁଇଥର ବିକ୍ରି

କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର ପ୍ଲଟ୍‌ ନମ୍ବର ୨୬୩ରେ ଏହି ବେଆଇନ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଜାଲ୍‌...

‘ମହାପ୍ରଭୁଙ୍କ ନାଁରେ ରାଜନୀତି ହେଉଛି’

ପୁରୀ ଅଫିସ,୨୮ା୫: ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ହେଉ ମହାପ୍ରଭୁଙ୍କ ଇଚ୍ଛା।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଶନିବାର  ଗଣମାଧ୍ୟମକୁ ଏପରି କହିଛନ୍ତି ପୁରୀ ଏମ୍‌ପି ପିନାକୀ ମିଶ୍ର। ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀଙ୍କ କାମ ଅଭିଯୋଗ...

କଟକରେ ଗୁପ୍‌ଚୁପ୍‌ ଖାଉଛନ୍ତି କି? ଚଢ଼ାଉରେ ଜଣାପଡ଼ିଲା ଏପରି…

କଟକ ଅଫିସ,୨୮।୫: ସୁଆଦିଆ ଗୁପଚୁପ୍‌ ଭାବି ଗ୍ରାହକ ଖାଉଥିଲେ। ହେଲେ ଅସ୍ବାସ୍ଥ୍ୟକର ପରିବେଶରେ ଏସବୁ ତିଆରି ହେଉଥିଲା। ଗୁପଚୁପ୍‌ପ୍ରେମୀ ଏଗୁଡ଼ିକ ଖାଇ ଝାଡ଼ାବାନ୍ତିରେ ପଡ଼ୁଥିଲେ। ଏନେଇ ଅଭିଯୋଗ ଆସିବା ପରେ ଶନିବାର କଟକ ବାଦାମବାଡ଼ିର ଶଙ୍କରପୁର ଅଞ୍ଚଳର ନାକେଇ ପଡ଼ିଆରେ...

ଗଞ୍ଜେଇ ଚୋରାଚାଲାଣ: ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କାଉନସିଲର ପ୍ରାର୍ଥୀ

ଭବାନୀପାଟଣା,୨୮ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏସ୍‌ପି ଅଭିଳାଶଜୀଙ୍କ ନେତୃତ୍ୱରେ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରିଆଙ୍କ ସହ ଏକ ଟିମ୍‌ ଗଠନ କରି ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଏଥିରେ ୧୦...

ଜୁନ ୨ରୁ ଯୁକ୍ତ ୨ ଖାତାଦେଖା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଯୁକ୍ତ ୨ ଖାତାଦେଖା ଜୁନ ୨ରୁ ଆରମ୍ଭ ହେବ। ରାଜ୍ୟର ସମୁଦାୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ମୂଲ୍ୟାୟନ ହେବ। ଏହାବାଦ୍‌ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ସମୁଦାୟ ୨ଟି ପର୍ଯ୍ୟାୟରେ ଯୁକ୍ତ ୨ ଖାତା...

ପୁଣି ତାତି, ୪୦ ଡିଗ୍ରୀ ଉପରେ ରହୁଛି ପାରଦ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ପୁଣି ତାତି ଅନୁଭୂତ ହେଉଛି। କିଛିଦିନ ହେଲା ବିଭିନ୍ନ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ଉପରମୁହାଁ ହେବାରେ ଲାଗିଛି ପାରଦ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ,...

ଗୋଟିଏ କୋଠରିରେ ୨ ଶ୍ରେଣୀ

ବଇଣ୍ଡା,୨୮।୫(ଡି.ଏନ.ଏ.) ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ଏହି କାରଣରୁ ଗୋଟିଏ କୋଠରିରେ ୨ଟି ଶ୍ରେଣୀର ପିଲାଙ୍କୁ ବସିବାକୁ ପଡ଼ୁଛି। ଏଥିସହ ଶିକ୍ଷକ ଅଭାବ ସମସ୍ୟା ମଧ୍ୟ ରହିଛି। ଏ ନେଇ ଦୀର୍ଘ ୪ ବର୍ଷ ହେଲା ପ୍ରଶାସନର...

ରଥ ନିର୍ମାଣ ସାମଗ୍ରୀର ଅନୁଧ୍ୟାନ କରାଯିବ

ତାଳଚେର,୨୮।୫(ନି.ପ୍ର.) ତାଳଚେରର ପ୍ରସିଦ୍ଧ ରଥଯାତ୍ରା ପାଳନ କରିବା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା କମିଟି ସଭାପତି ତଥା ଉପଜିଲାପାଳ ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଢେଙ୍କାନାଳ ଏମ୍‌ପି...

ଟାର୍ଗେଟରେ ମଦ ଦୋକାନ

ଭୁବନ, ୨୮।୫(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜପଥରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାବେଳେ ବାଇକ୍‌ ଆରୋହୀ ଛିନ୍‌ତାଇ ଗୋଷ୍ଠୀ ସହରବାସୀଙ୍କ ନିଦ ହଜାଇଛନ୍ତି। ପୂର୍ବରୁ ଛୋଟବଡ଼ ଆପରାଧିକ କାର୍ଯ୍ୟ ଘଟାଉଥିବା ଦୁର୍ବୃତ୍ତମାନେ ଏବେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri