ରାଜ୍ୟ

ସୁଜିତ ଭାଜପାରେ ମିଶିବା ପରେ ବିଜେଡି ଗୁମର ଖୋଲିଦେଲେ ମମତା ମହନ୍ତ: ଆହୁରି….

ଭୁବନେଶ୍ୱର,୭।୯: ବିଜେଡିକୁ ଗୋଟିଏ ପରେ ଗୋଟେ ଝଟକା ଲାଗୁଛି। ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ କିଛିଦିନ ତଳେ ରାଜ୍ୟ ସଭାରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ଏହାପରେ ସେ ପୁଣି ଥରେ ଭାଜପାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇ...

ପୂଜା ବଜାରରେ ଚର୍ଚ୍ଚାକୁ ଆସିଲା ଓଲିଉଡ୍‌ କଳି

ଭୁବନେଶ୍ୱର,୭ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେମାର ସ୍ଥିତି ସୁଧୁରି ଆସୁଥିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ ତଳେ ଓଲିଉଡ୍‌ରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ରାମ ଚଳଚ୍ଚିତ୍ରକୁ ପଶ୍ଚିମ ଓଡ଼ିଶାରେ ଚଲାଇ...

ସରକାରୀ ଦଳ ଅସହିଷ୍ଣୁତାର ସୀମା ଟପିଛି: ବିଜେଡି

ଭୁବନେଶ୍ୱର,୭।୯(ଅନିଲ ଦାସ): ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ଭାଜପା ଯେଉଁଭଳି ଭାବେ ବିରୋଧୀ ଦଳଙ୍କ ପାଟି ବନ୍ଦ କରିବାକୁ ମିଛର ସାହାରା ନେଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସରକାରୀ ଦଳ ଅସହିଷ୍ଣୁତାର...

ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି ବିଜେଡି ସରକାର: ବାବୁ ସିଂ

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର): ବିଧାନସଭାରେ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ଉପରେ ଶାସକ ଦଳ ସଦସ୍ୟମାନେ ପ୍ରବଳ ବର୍ଷିଛନ୍ତି। ଏହି ବିଭାଗ ଅଧୀନରେ ଗତ ୨୪ ବର୍ଷ ମଧ୍ୟରେ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ସହରର ଗରିବଙ୍କୁ ମିଳିବ…

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର): ରାଜ୍ୟର ପ୍ରତ୍ୟେକ ସହରକୁ ବିକଶିତ ସହରରେ ପରିଣତ କରିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଲକ୍ଷ୍ୟ। ଓଡ଼ିଶାର ୧୧୫ଟି ପୌରସଂସ୍ଥାରେ ଆମ ଜନସଂଖ୍ୟାର ୨୦ ପ୍ରତିଶତ ଲୋକ ବାସ କରୁଛନ୍ତି। ଆମ...

ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ

ବଡ଼ଗାଁ,୬ା୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜୁଛି। ଗତ ୨ ସପ୍ତାହ ମଧ୍ୟରେ ଫୁଲବାରି ପଞ୍ଚାୟତର ଛାମୁଣ୍ଡା ଓ ଇତମା ପଞ୍ଚାୟତର ନକଟୀ ଗ୍ରାମର ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା...

ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍‌ ଜବତ

ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍‌ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ...

ଓଡ଼ିଶାରେ ପ୍ରଥମ: ଖୋଲିବ RIR ପାୱର୍‌ ଇଲୋଟ୍ରୋନିକ, ୫୦୦ ଜଣଙ୍କୁ ମିଳବ….

ଭୁବନେଶ୍ୱର,୬।୯: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରଆଇଆର ପାୱାର୍‌ ଇଲୋଟ୍ରୋନିକ ଖୋଲିବ । ଖୋର୍ଦ୍ଧା ଇନ୍‌ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୂମିପୂଜନ କରିଛନ୍ତି ।...

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ B.Ed ବୈଧ ଯୋଗ୍ୟତା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୯: ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ନାତକୋତ୍ତର ଶିକ୍ଷା (B.Ed.) ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବୈଧ ଯୋଗ୍ୟତା ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଦୋହରାଇଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ଅତ୍ୟାବଶ୍ୟକ...

କାନ୍ତ କବିଙ୍କୁ କଣ୍ଠ କବି ପଢ଼ିଥିବା ମଞ୍ଚ ପରିଚାଳିକାଙ୍କୁ ୩ ଦିନରେ ମିଳିଥିଲା ଏତିକି ଟଙ୍କା

ଭୁବନେଶ୍ୱର,୬।୯: ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ଆରମ୍ଭରେ ମଞ୍ଚ ପରିଚାଳନା କରୁଥିବା ପରିଚାଳିକା ସଂହିତା ପାଣି କାନ୍ତ କବି...

ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ

ଭବାନୀପାଟଣା/ଥୁଆମୂଳ ରାମପୁର,୬।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତୀ ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି...

ମା’ଙ୍କ ଆଖି ଆଗରେ ପୁଅଙ୍କୁ ଗୁଳି ମାଡ଼

ଝାରସୁଗୁଡ଼ା,୬।୯: ନୂଆଁଖାଇ ପୂର୍ବରୁ ଅଶାନ୍ତ ହୋଇପଡିଛି ଝାରସୁଗୁଡ଼ା ସହର। ଦିନ ଦ୍ୱି ପ୍ରହରରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ଚମ୍ପଟ ମାରିଛନ୍ତି ଅଭିଯୁକ୍ତ। ଶୁକ୍ରବାର ମଧ୍ୟାହ୍ନରେ ଏପରି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଶାନ୍ତିନଗର ଅଞ୍ଚଳରେ। ଗୁଳି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri