ରାଜ୍ୟ

ଝାରସୁଗୁଡ଼ା ଚାଷୀଙ୍କୁ ଦିଆଗଲାନି

ଭୁବନେଶ୍ୱର,୩ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ରାଶି ପ୍ରଦାନ କରିଛନ୍ତି। ବ୍ରଜରାଜନଗର ଆସନରେ ଉପନିର୍ବାଚନ ହେବାକୁ ଥିବାରୁ ଝାରସୁଗୁଡ଼ା ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ...

ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୫(ବ୍ୟୁରୋ): ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା...

ଆଜି ବୌଦ୍ଧରେ ୪୪.୫ ଡିଗ୍ରୀ

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ପାରଦ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଛି। ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳଥିବା ସୂଚନା ମୁତାବକ ରାଜ୍ୟର ୧୮ଟି...

୧୦ରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର,୩ା୫(ବ୍ୟୁରୋ)- ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୬ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ଏହାର ୨୪ ଘଣ୍ଟା ମଧ୍ୟରେ ଲଘୁଚାପ...

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର,୩ା୫(ବ୍ୟୁରୋ):ପିସିସିକୁ ମିଳିପାରେ ନୂଆ ସଭାପତିି। ଆସନ୍ତା ୯ ତାରିଖରେ ଦଳର ସବୁ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରିବେ। ରାହୁଲ ଗାନ୍ଧୀ ବିଧାୟକମାନଙ୍କୁ ଭେଟିବେ ବୋଲି ଦିଲ୍ଲୀରୁ ସବୁ ବିଧାୟକଙ୍କୁ ଫୋନ୍‌ ଆସିଥିବା ଜଣାପଡ଼ିଛି। ତେବେ ବିଧାୟକମାନଙ୍କ ମଧ୍ୟରୁ କାହାରିକୁ...

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ, ଉତ୍ସବମୁଖର ରଥଖଳା

ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମଙ୍ଗଳବାର ପରମ୍ପରା ମୁତାବକ ରଥ ନିର୍ମାଣ ଶୁଭ ଅନୁକୂଳ କରାଯାଇଛି। ଏହାକୁ ନେଇ ବଡ଼ଦାଣ୍ଡରେ ଥିବା ରଥଖଳା ଉତ୍ସବମୁଖର ହୋଇଉଠିଛି। ସକାଳଧୂପ ପରେ ଶ୍ରୀମନ୍ଦିର ଭିତରୁ ପୂଜାପଣ୍ଡା ସମନ୍ତମାନେ ମହାପ୍ରଭୁମାନଙ୍କ ତିନି...

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା 

ଭୁବନେଶ୍ୱର,୩।୫(ବ୍ୟୁରୋ): ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ଚାଷୀଙ୍କୁ କାଳିଆ କିସ୍ତି ପ୍ରଦାନ କରାଯାଇଛି। ଓଡ଼ିଶାର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୦୪ କୋଟି ଟଙ୍କା ପଠାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ ଅକ୍ଷୟ ତୃତୀୟା ଦିନ ଚାଷୀ...

ଧରାପଡ଼ିଲା ସାଇବର ଠକଙ୍କୁ ସିମ୍‌ ଦେଉଥିବା ର଼୍ୟାକେଟ

ଭୁବନେଶ୍ୱର,(ବ୍ୟୁରୋ)/ଢେଙ୍କାନାଳ ଅଫିସ,୩।୫: ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଢ଼େଙ୍କାନାଳରୁ...

ସଡ଼କ ସୁରକ୍ଷା ଦିଗରେ ଟାଟାଷ୍ଟିଲର ପଦକ୍ଷେପ

ଢେଙ୍କାନାଳ ଅଫିସ,୩।୫ ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କାରଖାନା ଭିତରକୁ ଆସୁଥିବା ଟ୍ରକ୍‌ଗୁଡିକୁ ପାର୍କିଂସ୍ଥାନ ଯୋଗାଇଦେବା ନିମନ୍ତେ ୩ଟି ନୂତନ ପାର୍କିଂ ୟାର୍ଡ ବ୍ୟବସ୍ଥା କରାଯାଇଛି। ୫୫ନଂ. ଜାତୀୟ ରାଜପଥରେ ଟ୍ରାଫିକ୍‌...

ଅଫିସରେ ତାଲା, ଏସ୍‌ଡିଓଙ୍କୁ ଘେରାଉ

ଢେଙ୍କାନାଳ ଅଫିସ,୩।୫ଢେଙ୍କାନାଳ ସଦର ବ୍ଲକ ବ୍ରାହ୍ମଣୀ ନଦୀର ଗେଙ୍ଗୁଟିଆ ନିକଟରୁ ସହରକୁ ପାନୀୟଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇପ୍‌ ଫାଟି ଯାଇଥିବାରୁ ୧୦ ଦିନ ହେବ ଜଳଯୋଗାଣ ବ୍ୟାହତ ହୋଇଛି। ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାଣି ନ ପାଇ...

ତହସିଲଦାରଙ୍କ ନାଁରେ ମାମଲା, ଲିଜ୍‌ଧାରୀ ଗିରଫ

ବାରିପଦା ଅଫିସ,୩।୫ ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଘଟଣା ଭିନ୍ନମୋଡ଼ ନେଇଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଏନେଇ ମାମଲା ଚାଲିଥିବା ବେଳେ ବାରିପଦା ସଦର ଉପଜିଲାପାଳ ଅନ୍ୟା...

ସମୁଦ୍ରରେ ଛଡ଼ାଗଲା ୧୨୮ ଅଲିଭରିଡ୍‌ଲେ ଛୁଆ

ଲଙ୍ଗଳେଶ୍ୱର, ୩।୫(ଡି.ଏନ.ଏ.) ବାଲିଆପାଳ ବ୍ଲକ ଚୌମୁଖ ବେଳାଭୂମିକୁ ଗତ କିଛିବର୍ଷ ହେଲା ବିଭିନ୍ନ ପ୍ରଜାତିର ଅଲିଭ ରିଡ଼ଲେ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଭାବେ ବାଛିଛନ୍ତି। ରବିବାର ତୃତୀୟଥର ପାଇଁ ବନବିଭାଗ ପକ୍ଷରୁ ଅସ୍ଥାୟୀ ହେଚେରୀରେ ସଂରକ୍ଷିତ ରଖାଯାଇଥିବା ୧୩୫...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri