ରାଜ୍ୟ

ଦଳ ବିରୋଧୀ କାର୍ଯ୍ୟ: ଭାଜପା କର୍ମକର୍ତ୍ତା ବହିଷ୍କୃତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଜଗତ୍‌ସିଂହପୁର ପୂର୍ବତନ ଜିଲା ଉପସଭାପତି ଅଜିତ କୁମାର ଦାସ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପାରାଦୀପ ନଗର ପୂର୍ବତନ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ସାହୁ, ମହିଳା...

୨୦୨୪ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି। ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଚାୟତ ଓ ପୌର ନିର୍ବାଚନ ଭଳି ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଦଳ କିପରି କ୍ଲିନ୍‌...

ଶହେ ଟଙ୍କା ପାଇଁ ମା’ଙ୍କୁ ହତ୍ୟା

ବାରିପଦା ଅଫିସ,୨୪।୪: ମାତ୍ର ଶହେ ଟଙ୍କା ପାଇଁ ନୃଶଂସ ପୁଅ ଠେଙ୍ଗାରେ ପିଟି ପିଟି ନିଜ ମା’ଙ୍କୁ ହତ୍ୟା କରିବା ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅଧୀନ ହାଟପଡ଼ିଆ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ...

ପାରା ଚୋରିକୁ ନେଇ ବୋମାମାଡ଼

ପୁରୀ ଅଫିସ,୨୪।୪: ଏକ ପାରା ଚୋରିକୁ ନେଇ ପୁରୀ କୁମ୍ଭାରପଡ଼ାର ମସଜିଦ ଗଳିରେ ଶନିବାର ବୋମାମାଡ଼ ହୋଇଛି। ଏ ନେଇ କାଶୀନାଥ ମହାରଣା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ମସଜିଦ୍‌ ଗଳିରେ ରହୁଥିବା...

ପୁଣି ଜଣେ ରସିକିଆ ଡାକ୍ତର ଗିରଫ, ମିଛ କହି କରିଛନ୍ତି ୪ ବିବାହ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଧରାପଡ଼ିଛନ୍ତି ଆଉ ଜଣେ ରସିକିଆ ଡାକ୍ତର। ଏକେ କିନ୍ତୁ ନକଲି  ନୁହେଁ, ଅସଲି ଡାକ୍ତର ଧରା ପଡ଼ିଛନ୍ତି। ଏହି ଡାକ୍ତର ଜଣକ ୪ ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କଟକ ବଡ଼ ମେଡିକାଲର...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୭୨୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ମଇଁଷିପଲକୁ ଚାପିଦେଲା ଟ୍ରେନ, ୨୭ ମୃତ

ରାୟଗଡ଼ା ଅଫିସ,୨୩ା୪: ରାୟଗଡ଼ାରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା ପିତାମହଲ ନିକଟରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୭ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍‌ ଲାଇନ୍‌ ପାର ହେବା ସମୟରେ ଏହି ମଇଁଷିପଲକୁ ଆଲଫୁଜା-ଧାନବାଦ...

ଭୁଲ ଇଞ୍ଜେକ୍ସନ ଦେବାରୁ ଗାଈର ଜୀବନ ଗଲା: ନକଲି ଡାକ୍ତରଙ୍କୁ ପୋଲିସର ପଚରାଉଚରା

ଆନନ୍ଦପୁର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ କଲୋନୀ ସାହିର ବାଇନ ନାହାକଙ୍କ ଗର୍ଭଣୀ ଗାଈକୁ ୪ଟି ଇଞ୍ଜେକସନ୍‌ ଓ ଦୁଇଟି ପାଣି ଔଷଧ ଦିଆଯିବା ପରେ ଗାଈର ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗାଈକୁ ଇଞ୍ଜେକସନ୍‌ ଦେଇଥିବା...

ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହାକୁ ରାଜସ୍ବ ବିଭାଗୀୟ ଅଧିକାରୀମାନେ...

ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ସାରା ରାଜ୍ୟରେ ଅସହ୍ୟ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ସ୍ଥିତିରେ ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର ସ୍ଥାନିତ ହୋଇଛି। ଶୁକ୍ରବାର ରାଜଧାନୀରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା...

ପୂର୍ବତନ ବିଧାୟକଙ୍କ ପରଲୋକ

ବାଲିଗୁଡ଼ା,୨୩ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ ଭାଜପା ବିଧାୟକ ସୁରେନ୍ଦ୍ର କହଁରଙ୍କ ଶନିବାର ପରଲୋକ ହୋଇଯାଇଛି। ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ସେ ଶିକ୍ଷକରୁ ଅବସର ଗ୍ରହଣ କରିବା ପରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବାଲିଗୁଡ଼ା...

ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି। ଏହି ଡକାୟତ ଦଳର ୧୮ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ଗିରଫ କରିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri