ରାଜ୍ୟ

୫ଟା ଯାଏ ମିଳିଲାନି ତ୍ରାହି

ଭୁବନେଶ୍ୱର,୨୨ା୪(ବ୍ୟୁରୋ)- ପ୍ରଚଣ୍ଡ ଖରାରେ ସିଝିଛି ରାଜଧାନୀ। ଦିନସାରା ତତଲା ପବନ ସମଗ୍ର ରାଜଧାନୀକୁ କବଳିତ କରିଥିଲା। ଅପରାହ୍ନ ୫ଟା ଯାଏ ତ୍ରାହି ମିଳି ନ ଥିଲା। ଚଳିତ ବର୍ଷର ସବୁଠୁ ଉତ୍ତପ୍ତ ଦିବସ ସହରକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ...

ଭୁବନେଶ୍ୱରରେ ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଦିନତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ହାଓ୍ବା ରାଜଧାନୀକୁ ଉତ୍ତପ୍ତ କରିଦେଇଛି। ସତେଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ସକାଳ ୯ଟାରୁ ଗରମ ପବନ ସମଗ୍ର ରାଜଧାନୀକୁ କବଳିତ କରିଥିଲା। ଅପରାହ୍ନ ୫ଟା ଯାଏ ତ୍ରାହି ମିଳି ନ ଥିଲା।...

ଦୁର୍ଘଟଣା ପରେ ସର୍ଭେ ସଂସ୍ଥାର ଅଫିସରଙ୍କୁ ପିଟି ମାରିଥିଲେ, ଚଢ଼ାଉ କରି ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବାଙ୍ଗିରିପୋଷି,୨୨।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ କତରା ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ଉତ୍ୟକ୍ତ ଜନତା ଓ ସ୍ଥାନୀୟ ଗ୍ରାମବାସୀ ସ୍କର୍ପିଓରେ...

ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୫ଟି ଜିଲାରେ...

ଚିଲିକା ବିଧାୟକଙ୍କୁ ମିଳିଲା ଅନ୍ତରୀଣ ଜାମିନ

କଟକ ଅଫିସ,୨୨।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ୍‌। ହାଇକୋର୍ଟଙ୍କ ପକ୍ଷରୁ ଶୁକ୍ରବାର ୭ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ ମଞ୍ଜୁର କରାଯାଇଛି। ଉନ୍ନତ ମାନର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମିଳିଥିବା ସୂଚନା ମିଳିଛି। ସୂଚନାନୁସାରେ, ବାଣପୁର...

ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

ଭଦ୍ରକ ଅଫିସ,୨୨।୪: ମାନସ ସ୍ବାଇଁ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି। ଭଦ୍ରକ ଉପକାରାଗାରରୁ ୮ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାନ୍ଦବାଲି କୋର୍ଟରେ ହାଜର...

ଗାଇଡଲାଇନ୍‌ ଆସିବା ପରେ ଶିଶୁଙ୍କ ଟିକାକରଣ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଶିଶୁଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶୁକ୍ରବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟିକାକରଣ ଲାଗି ଡିସିଜିଏଲ୍‌ର ସୁପାରିସ ପରେ ସେ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ...

ଫିଟୁଛି ନକଲି ଡାକ୍ତରଙ୍କ ଗୁମର : ଦ୍ୱିତୀୟ ଦେଉଥିଲେ ଟଙ୍କା ପ୍ରଥମ ସ୍ତ୍ରୀ ଆଣୁଥିଲେ ଜାମିନ୍‌ରେ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସେ ଗୁରୁଗ୍ରାମରେ ଚାକିରି ଦେବା ନାଁରେ ଠକେଇ କରି ଆଗରୁ ଗିରଫ ହୋଇଥିଲେ । ଦ୍ୱିତୀୟ ସ୍ତ୍ରୀ କମଳା ସ୍ବାଇଁଙ୍କ ନାମରେ ମଧ୍ୟ ଏହି...

‘ପିଲାଙ୍କୁ ଥଣ୍ଡା,ଜ୍ୱର ହେଲେ ତୁରନ୍ତ ଟେଷ୍ଟ କରାନ୍ତୁ’

ଭୁବନେଶ୍ୱର ୨୨।୪(ବ୍ୟୁରୋ) : କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଥଣ୍ଡା ଓ ଜ୍ୱର ହେଲେ ସ୍କୁଲ୍‌ ପିଲାଙ୍କୁ ଟେଷ୍ଟ କରାଇ ସଙ୍ଗରୋଧରେ ରଖନ୍ତୁ। ଅଲଗା ରାଜ୍ୟରେ ଏବେ ସଂକ୍ରମଣ ବଢିବାରେ...

ବଦଳିବ କି ଖରାଛୁଟି ନଷ୍ପତ୍ତି, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ୨୨।୪(ବ୍ୟୁରୋ) : ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ’ରେ ଖରାଛୁଟି ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି...

ମାଲକାନିଗିରିରେ କେନ୍ଦ୍ର ରେଳମନ୍ତ୍ରୀ, ଉଦ୍‌ଘାଟନ କଲେ ଡାକଘର

ମାଲକାନଗିରି,୨୨ା୪(ଡି.ଏନ୍‌.ଏ.): କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ମାଲକାନଗିରି ଗସ୍ତ କରି ଜିଲା ଡାକଘରର ଶୁଭ ଉଦ୍‌ଘାଟନ କରିଛନ୍ତି। ପରେ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ...

୨୮ରୁ ଆରମ୍ଭ ଯୁକ୍ତଦୁଇ ପରୀକ୍ଷା, ଆଜିଠୁ ହବ୍‌କୁ ପଠାଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଯୁକ୍ତଦୁଇ ପରୀକ୍ଷା ଆସନ୍ତା ୨୮ରୁ ଅଫଲାଇନରେ ଆରମ୍ଭ ହେବ। ସେଥିପାଇଁ ଆଜିଠୁ ହବ୍‌କୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୨୦୧ ହବ୍‌କୁ ଆଗାମୀ ୪ ଦିନ ଭିତରେ ସମସ୍ତ ପ୍ରଶ୍ନପତ୍ର ପହଞ୍ଚିବ । କଡା ସୁରକ୍ଷା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri