ରାଜ୍ୟ

ଓଡ଼ିଶା କଂଗ୍ରେସ ପାଇଁ ପି.କେ.ଙ୍କ ରଣନୀତି ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ନେତୃତ୍ୱ ସମସ୍ୟା ହିଁ ଏହାର ମୁଖ୍ୟ କାରଣ। ପ୍ରତିଟି ନିର୍ବାଚନରେ ଦଳ ଶୋଚନୀୟ ପରାଜୟବରଣ କରୁଛି। ଆଗକୁ ୨୦୨୪ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଦଳକୁ...

ବାଣିଜ୍ୟକର, ଜିଏସ୍‌ଟି ସଂସ୍ଥାର ବାର୍ଷିକ ସମୀକ୍ଷା

ଭୁବନେଶ୍ୱର,୨୦।୪: ଗତ କିଛି ମାସ ହେବ ରାଜ୍ୟର ଜିଏସ୍‌ଟି ଟିକସ ଆଦାୟ ପୂର୍ବାପେକ୍ଷା ଭଲ ରହିଛି। ଏପରିକି ଓଡ଼ିଶାର ଟିକସ ସଂଗ୍ରହ ସାରା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିବା କୁହାଯାଇଛି। ଟିକସ ସଂଗ୍ରହର ସଫଳତା ଓ ବିଫଳତାକୁ...

ସୋନପୁର ୪୪.୪ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର,୨୦।୪(ବ୍ୟୁରୋ):  ରାଜ୍ୟରେ ବେଳକୁ ବେଳ ତାତିର ପ୍ରକୋପ ବଢିବାରେ ଚାଲିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ...

ପୋଲିସକୁ ଦୋଷ ଦେଲା ଗୋଇନ୍ଦା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ୧୧ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ୪୦ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ସୋମବାର ରାଜଧାନୀ ଭିତରେ ପଶି ସ୍ଥିତି ଅଣାୟତ୍ତ କରିବା ଘଟଣା ରାଜ୍ୟ ଗୃହ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ହଜାର ହଜାର...

ପୋଷ୍ଟମର୍ଟମ ରିପୋର୍ଟରେ ପ୍ରତିବାଦର ସୁରାକ ମିଳିଲା

ନିଶ୍ଚିନ୍ତକୋଇଲି(ସ୍ବ.ପ୍ର.)/ ମାହାଙ୍ଗା(ଡି.ଏନ୍‌.ଏ),୨୦ା୪: କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିବା ଘଟଣାର ୮ଦିନ ପରେ ମଙ୍ଗଳବାର ବ୍ୟବଚ୍ଛେଦ(ପୋଷ୍ଟମର୍ଟମ) ରିପୋର୍ଟ ଆସିଛି। ହତ୍ୟାକାଣ୍ଡ ସମୟରେ ମୃତକମାନେ ପ୍ରତିବାଦ କରିଥିଲେ।...

ପୋଲିସ-ମାଓବାଦୀ ଗୁଳି ବିନିମୟ, ଯବାନ ଆହତ

ମାଲକାନଗିରି,୨୦ା୪ (ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସାର୍କୋଗୁଡ଼ା ସିଲଗରର ମୋକୁର ଅଞ୍ଚଳରେ ମଙ୍ଗଳବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଖବରରୁ ଜଣାପଡିଛି, କୋବ୍ରା, ଏସ୍‌ଟିଏଫ୍‌, ସିଆର୍‌ପିଏଫ୍‌ ଏବଂ...

ନିଜ ପେନ୍‌ସନ ଟଙ୍କାରେ ନିର୍ମାଣ କଲେ ନଦୀଘାଟ ପାହାଚ

ଦେବେନ୍ଦ୍ର ଆନ୍ଦିଆ ଭଣ୍ଡାରିପୋଖରୀ ,୨୦।୪: ନିଜର ପେନ୍‌ସନ ଟଙ୍କା ଖର୍ଚ୍ଚ କରି ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ନଦୀଘାଟ ମରାମତି ସହ ପାହାଚ ନିର୍ମାଣ କରି ଜଣେ ବ୍ୟକ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏଭଳି ମହାନ ବ୍ୟକ୍ତି...

ପଡ଼ିଆର ନବୀକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ। ୨୦୧୮ ମସିହାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହି ମେଗା ପ୍ରତିଯୋଗିତାକୁ ଆୟୋଜନ କରି ପ୍ରଶଂସା ସାଉଁଟିଥିଲେ ଓଡ଼ିଶା ସରକାର। ଇତିହାସରେ ପ୍ରଥମଥର...

ଇ-ଯାନ ବଢ଼ାଇବ ବିଦ୍ୟୁତ୍‌ ଚାହିଦା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ପରେ ଗ୍ରାହକ ଏବେ ଇଲେକ୍ଟ୍ରିକ ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହାକୁ ଅନେକେ ପରିବେଶ ସୁରକ୍ଷା ନିମନ୍ତେ ଏକ ପଦକ୍ଷେପ ବୋଲି ମନେ କରୁଛନ୍ତି। ତାହାକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର...

୧୫ ବର୍ଷ ପୁରୁଣା ଯାନକୁ ମିଳିବ ୪ ମାସିଆ ପର୍‌ମିଟ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ୨୦୨୩ ଏପ୍ରିଲ ପହିଲାରୁ ୧୫ ବର୍ଷ ପୂରଣ କରିଥିବା ବ୍ୟବସାୟିକ ବଡ଼ ଯାନବାହନକୁ ଆଉ ନବୀକରଣ ପାଇଁ ଅନୁମତି ମିଳିବ ନାହିଁ। ସେହି ଯାନଗୁଡ଼ିକୁ ୪ ମାସ ପାଇଁ ଅସ୍ଥାୟୀ ଅନୁମତି( ଟେମ୍ପରାରି ପର୍‌ମିଟ) ଦେବାକୁ ରାଜ୍ୟ ସରକାର...

ସାଙ୍ଗମାନଙ୍କ ସହ ଶ୍ରେଣୀଗୃହରେ ବସି ପାଠପଢ଼ିଲେ ସିଏମ୍‌ସି ଡେପୁଟି ମେୟର

କଟକ ଅଫିସ,୧୯ା୪- କଟକ ମହାନଗର ନିଗମ(ସିଏମ୍‌ସି) ଡେପୁଟି ମେୟର ଦମୟନ୍ତୀ ମାଝି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଏମ.କମ ଦ୍ୱିତୀୟ ବର୍ଷର ଛାତ୍ରୀ। ସାଧାରଣ ଯୁବତୀରୁ ଡେପୁଟି ମେୟର ହେବା ପରେ ତାଙ୍କ ଜୀବନଶୈଳୀ ବଦଳିଛି। ମଙ୍ଗଳବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ...

ରାଜ୍ୟରେ ରେକର୍ଡ କଲା ତାତି: ଆଜି ୪୪.୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri