ରାଜ୍ୟ

ଆରମ୍ଭ ହେଲା ପୌର ଗଣତି

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ଆଜି ଆସିବ ପୌର ଫଳାଫଳ। ତେବେ ସକାଳ ୮ଟାରୁ ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଯାଇଛି। କେବଳ ଧାମନଗର ଏନ୍‌ଏସିରେ ଆଜି ଗଣତି ହେଉନାହିଁ। ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର କାଉଟିଂ ସେଣ୍ଟରରେ...

୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶାରେ ଜିଲାଗୁଡିକରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡ଼ିଗ୍ରୀ ସେଲସିୟସ ତାତି ରହିଛି। ଆଗାମୀ ୪ ରୁ ୫ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ...

ରାଜ୍ୟରେ ନିର୍ବାଚନୀ ହିଂସା: ବିଜେଡି-ଭାଜପା ଦୋଷ ଲଦାଲଦି

ଭୁବନେଶ୍ୱର,୨୬।୩(ବ୍ୟୁରୋ): ପଞ୍ଚାୟତ ପରେ ପୌର ନିର୍ବାଚନରେ ବି ବ୍ୟାପକ ହିଂସାକାଣ୍ଡ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସୀମା ଅତିକ୍ରମ କରିସାରିଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ଗଣମାଧ୍ୟମରେ ରାଜନୈତକ ହିଂସା...

ଚିକିଟିରେ ବିଜେଡି କରିଛି ବୁଥ୍‌ ରିଗିଂ

ଭୁବନେଶ୍ୱର, ୨୬।୩(ବ୍ୟୁରୋ):  ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର କର୍ମୀମାନଙ୍କ ଗୁଣ୍ଡାଗର୍ଦ୍ଦି ସବୁ ସୀମାକୁ ଟପିଯାଇଛି। ଏଥିରେ ସେମାନଙ୍କୁ ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ସହାୟତା କରୁଛି। ପ୍ରଶାସନର ଉପସ୍ଥିତିରେ ଶାସକ ଦଳ ନେତା ଓ କର୍ମୀମାନେ ବ୍ୟାପକ...

ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

ଶିକ୍ଷା ମଣିଷର ମୌଳିକ ଆବଶ୍ୟକତା। ଦେଶ ଓ ଜାତିର ଉନ୍ନତି ଦିଗରେ ଉତ୍ତମ ଶିକ୍ଷା ହିଁ ବାଟ କଢ଼ାଏ। ଇଂଲିଶ୍‌ ମାଧ୍ୟମ ଶିକ୍ଷା ସମେତ ଆଦର୍ଶ, ଜାତୀୟତାବାଦ ଓ ସଂସ୍କୃତିସମ୍ପନ୍ନ ମୂଲ୍ୟବୋଧରେ ପ୍ରତିଷ୍ଠିତ ସେଣ୍ଟ ଜାଭିୟର୍ସ ଗ୍ରୁପ୍‌ ଅଫ୍‌ ସ୍କୁଲ୍ସର...

ଆଜି ୧୦ଟି ଟେବୁଲରେ ଗଣତି

ପଟ୍ଟାମୁଣ୍ଡାଇ ୨୬ା୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିବା ପରେ ପ୍ରଥମଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହାର ଫଳାଫଳକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ମଧ୍ୟରେ ଉକତ୍ଣ୍ଠା ବଢିବାରେ ଲାଗିଛି। ଏଥର ଅଧ୍ୟକ୍ଷ...

ବାଧୁଛି ଖରା: ଗଛ କାଟିଦେଲେ, ଲଗାଇଲେନି

କେନ୍ଦ୍ରାପଡ଼ା ଅଫିସ, ୨୬ା୩: କେନ୍ଦ୍ରାପଡ଼ା ଜିଲାରେ ଖରାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚତ୍ବା ଏକ ସାଧାରଣ ଘଟଣା। ଏହା ଜାଣିବା ସତ୍ତ୍ୱେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବନୀକରଣ ପାଇଁ ପଦକ୍ଷେପ ନିଆଯାଉନାହିଁ। ୧୫ ବର୍ଷ ପୂର୍ବେ ଏହି ରାସ୍ତାର...

୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅବକାରୀ ସାମଗ୍ରୀ ଜବତ

କଟକ ଅଫିସ,୨୬ା୩: ରାଜ୍ୟର ୧୦୬ ପୌର ପରିଷଦ ଓ ୩ ମହାନଗର ନିଗମ ଅଞ୍ଚଳରେ ନିର୍ବାଚନକୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ କରାଇବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ଫେବୃୟାରୀ ୨୫ରୁ...

ପୋଲିସ ହାତରେ ଆର୍‌ଟିଓ ରିପୋର୍ଟ

ଖୋର୍ଦ୍ଧା ଅଫିସ,୨୬ା୩: ବାଣପୁର ବ୍ଲକ ସମ୍ମୁଖରେ ପୋଲିସ କର୍ମଚାରୀ ଓ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଘଟଣା ଦିନ ବିଧାୟକ ଯେଉଁ...

ଭୋଟ ପ୍ରତି ପଛଘୁଞ୍ଚା ରାଜଧାନୀର ଶିକ୍ଷିତ ଭୋଟର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସହରୀ ଉଚ୍ଚଶିକ୍ଷିତ ଭୋଟର ରହୁଛନ୍ତି। ଅଧିକାଂଶ ଦେଶ ବିଦେଶର କଥା ଉପରେ ଟିପ୍ପଣୀ ଦେବା ସହିତ ରାଜନୀତିକୁ ନେଇ ବହୁ ଆଲୋଚନା ସମାଲୋଚନା କରୁଥିବାର ଦେଖାଯାଇଥାଏ। ତେଣୁ ଗଣତନ୍ତ୍ରର ମହାପର୍ବ ଭୋଟଦାନରେ ସେମାନେ ନିଶ୍ଚିତ ପକ୍ଷେ...

ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟଗୁଡ଼ିକର ସହଯୋଗ ଜରୁରୀ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ଷେତ୍ର ସହ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ସବକା ସାଥ୍‌ ସବ୍‌କା ବିକାଶ ନାରାରେ ବିଶ୍ବାସ କରୁଥିବା ଭାରତ ସରକାର ସଂସ୍କୃତି ସହ...

ଆଜି ଖୋଲିବ ଇଭିଏମ୍‌, ଆଶଙ୍କାରେ ପ୍ରାର୍ଥୀ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିର୍ବାଚନ ସରିଛି। ନିଜ ମନ ପସନ୍ଦର ନେତା ବାଛିଛନ୍ତି ରାଜଧାନୀବାସୀ। ଅପେକ୍ଷା କେବଳ ଫଳାଫଳକୁ। ଲୋକଙ୍କ ବିଶ୍ୱାସ ଜିତିବାରେ କିଏ ସଫଳ ହୋଇଛନ୍ତି ତାହା ଶନିବାର ଜଣାପଡିବ। ଏପଟେ ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ଆଶା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri