ରାଜ୍ୟ

୨୫ରୁ ବିଧାନସଭା, ୨ ଦିନ ହେବ କୋଭିଡ ଟେଷ୍ଟ୍‌

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୨୫ରୁ କଟକଣା ମଧ୍ୟରେ ଆରମ୍ଭ ହେବ । ଏହା ପୂର୍ବରୁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ। ୨୩ ଓ ୨୪ ଦୁଇଦିନ ଧରି ବିଧାନସଭାରେ ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ...

ଆଜି ଆଉ ଜଣଙ୍କର ମୃତଦେହ ଜବତ

ଯାଜପୁର ଅଫିସ, ୧୯।୩: ଯାଜପୁର ଟାଉନ୍‌ ଥାନା ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ ଏଯାବତ୍‌ ୩ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ୨ ଜଣଙ୍କର ମୃତଦେହ ମିଳିଥିଲା।...

ପରସ୍ପରକୁ ରଙ୍ଗ ବୋଳି ଜଣାଉଛନ୍ତି ଶୁଭେଚ୍ଛା

ଭୁବନେଶ୍ୱର,୧୯।୩(ବ୍ୟୁରୋ):ଆଜି ହେଉଛି ରଙ୍ଗ ଏବଂ ଭାଇଚାରାର ପର୍ବ ହୋଲି। ସବୁଆଡେ ଏହି ପର୍ବକୁ ବେଶ୍‌ ଖୁସି,ଆନନ୍ଦର ସହ ପାଳନ କରନ୍ତି। ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଉଛନ୍ତି। ସମସ୍ତ ରାଗ, ଅଭିମାନ ଭୁଲି ରଙ୍ଗରେ ରଙ୍ଗୀନ୍‌ ହୋଇଯିବାର ଦିନ ଆଜି।...

‘ମୁଁ ଯାଉଛି ଧନ, ମୋତେ ଭୁଲ ବୁଝିବ ନାହିଁ’

ହାଟଡିହୀ,୧୮।୩(ଡି.ଏନ୍‌.ଏ.): ‘ମୋ’ ଦୁଇ ଭଉଣୀ ମୋ’ କଥାରେ ରାଜି ହେଲେ ନାହିଁ । ତେଣୁ ମୋ ଦେହ,ମନ ଭଲ ରହିଲା ନାହିଁ । ସେଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲି । ଝିଅ ପକ୍ଷର କିଛି ଦୋଷ ନାହିଁ ।...

ଫୁଲକୋବି ଖାଇ ଦମ୍ପତି ଗୁରୁତର

ଆର୍‌.ଉଦୟଗିରି, ୧୮।୩-: ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ...

ରାଉରକେଲାରେ ମୁଖ୍ୟ ଶାସନ,ଫାଇଭ-ଟି ସଚିବ: ହକି ଷ୍ଟାଡିୟମ କାର୍ଯ୍ୟ ତଦାରଖ

ସୁନ୍ଦରଗଡ଼ ଅଫିସ,୧୮।୩: ସୁନ୍ଦରଗଡ଼ ଜିଲା ରାଉରକେଲା ଗସ୍ତରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଯାଇଛନ୍ତି। ସେମାନେ ସେଠାରେ ପହଞ୍ଚି ବିପିୟୁଟି ପରିସରରେ ନିର୍ମିତ ଦେଶର ସର୍ବବୃହତ ହକି ଷ୍ଟାଡିୟମ କାର୍ଯ୍ୟ...

୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗିରଫ ହେଲେ ମା’-ପୁଅ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ରାଜଧାନୀସ୍ଥିିତ ଭରତପୁର କୋଲାଥିଆରୁ ସ୍ପେସାଲ ସ୍କ୍ବାଡ୍‌ ଟିମ୍‌ ଓ ଭରତପୁର ଥାନା ପୋଲିସ ଶୁକ୍ରବାର ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ । ଏହି ଘଟଣାରେ...

ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ପୁରୀ ଅଫିସ, ୧୮।୩: ଆଜି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶାସ...

ସମସ୍ତ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କରୋନା କଟକଣା କଡାକଡି ପାଳନ କରିବା ସହ ସଂକ୍ରମଣ ହ୍ରାସ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିନମ୍‌ ସିକ୍ୱେନ୍‌ସି...

ଦ୍ୱିତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ

ବାରଙ୍ଗ ଅଫିସ,୧୮।୩ : ନନ୍ଦନକାନନରେ ଦ୍ୱିତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ। ଆଜି ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ଏବେ ରହିଛି। ଆସନ୍ତା ୫ ରୁ ୭...

ରାଜ୍ୟବାସୀଙ୍କୁ ଦୋଳପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଛି ଗାଁଠୁ ସହର। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ...

ଭାଇ ବିପକ୍ଷରେ ଭାଇ

ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ.୫ରେ ଦୁଇ ଭାଇ ପରସ୍ପର ବିପକ୍ଷରେ କାଉନ୍‌ସିଲର ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ସପନ କୁମାର ତ୍ରିପାଠୀ (ବୁଲୁ), ବିଜେଡି ପ୍ରାର୍ଥୀ ଉତ୍ତମ ତ୍ରିପାଠୀ ସମ୍ପର୍କୀୟ ଭାଇ। ସୂଚନାନୁଯାୟୀ ଉତ୍ତମ ପୂର୍ବତନ ଏମ୍‌ପି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri