ରାଜ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୮।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲାରେ ସର୍ବାଧିକ ୧୫...

‘ଖାଦ୍ୟାଭାବରୁ ଛାତ୍ରୀଛାତ୍ରଙ୍କୁ ବରଫ ଖାଇବାକୁ ପଡୁଛି’

ସିମୁଳିଆ,୮ା୩(ଡି.ଏନ.ଏ.) ୟୁକ୍ରେନର ମିକୋଲାଇଭରୁ ମୁଲଡାବା ଓ ସେଠାରୁ ରୋମାନିଆ ଆଦି ୩ଟି ଦେଶ ପାରିହୋଇ ଡାକ୍ତରୀ ଛାତ୍ରୀ ଭାରତୀ ମହାନ୍ତି(୨୩) ଗାଁରେ ପହଞ୍ଚିଛନ୍ତି। ଭାରତୀଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ଅଞ୍ଚଳରେ। ଦୀର୍ଘ ୪ବର୍ଷ ପରେ ସେ...

ବାଲ୍ୟବିବାହ ପ୍ରଥା ରୋକିବାକୁ ପ୍ରଭାସିନୀଙ୍କ ପ୍ରୟାସ

ପାଠପଢ଼ାରେ ସେ ପାରଙ୍ଗମ ଥିଲେ। ଶ୍ରେଣୀରେ ପ୍ରଥମ ବି ହେଉଥିଲେ। କିନ୍ତୁ ମାତାପିତାଙ୍କ ଭିନ୍ନ ମାନସିକତା ଯୋଗୁ ତାଙ୍କୁ ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ମାତ୍ର ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଘର ଲୋକେ ତାଙ୍କର ବିବାହ କରିଦେଲେ। ହେଲେ ପାଠପଢ଼ିବା...

ଆର୍ଥିକ ଦୁର୍ବଳ ମହିଳାଙ୍କ ପାଇଁ ଜେଏସ୍‌ପିଏଲ୍‌ର ‘ସ୍ବୟଂସମ୍ପନ୍ନା ନାରୀ’

ଭୁବନେଶ୍ୱର, ୮।୩(ବ୍ୟୁରୋ):ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ଫାଉଣ୍ଡେଶନ୍‌ ପକ୍ଷରୁ ଓଡ଼ିଶା ଓ ଛତିଶଗଡରେ ମହିଳା ଏବଂ ବାଳିକାଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ ନିମନ୍ତେ ଏକ ଯୋଜନା ‘ଜିନ୍ଦଲ ସ୍ବୟଂ ସମ୍ପନ୍ନା...

କେନ୍ଦ୍ର ନେଉନି: ବାହାରକୁ ଚାଉଳ ରପ୍ତାନି ଯୋଜନା

ଭୁବନେଶ୍ୱର,୮ା୩(ବ୍ୟୁରୋ):ରାଜ୍ୟରେ ଅଧିକ ଧାନ ଉତ୍ପାଦନ ହେଉଛି। ବଳକା ଚାଉଳ କେନ୍ଦ୍ର ସରକାର ନେଉନାହାନ୍ତି। ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଳକା ଚାଉଳ କିଣିବାକୁ କେନ୍ଦ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବହୁବାର ଅନୁରୋଧ କରିବା ପରେ ମଧ୍ୟ ରାଜ୍ୟରୁ...

ୟୁକ୍ରେନ୍‌ରୁ ଫେରିଲେ ଆଉ ୭୭ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୭।୩(ବ୍ୟୁରୋ): ୟୁକ୍ରେନ୍‌ରୁ ଆଉ ୭୭ ଜଣ ଓଡ଼ିଆ ଛାତ୍ରୀଛାତ୍ର ସୋମବାର ଫେରିଛନ୍ତି । ଦିଲ୍ଲୀରୁ ସ୍ବତନ୍ତ୍ର ଏୟାର ଏସିଆ ବିମାନ ଯୋଗେ ଛାତ୍ରୀଛାତ୍ରମାନେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ ଅପରେସନ...

ସରିଲା ନାମାଙ୍କନ,୯ରେ ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ୱର, ୭।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପାଇଁ ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟସୀମା ଥିଲା। ଏହି ନାମାଙ୍କନ ପ୍ରକ୍ରିୟା ୨ରୁ ଆରମ୍ଭ ହୋଇ ୭ରେ...

ମାଲିକଙ୍କ ବିଶ୍ୱାସରେ ବିଷ: ‘ଫୋନ୍‌ ପେ’ରେ ଲୁଟିନେଲେ ୯ ଲକ୍ଷ ୯୫ ହଜାର

ଭୁବନେଶ୍ୱର,୭।୩(ବ୍ୟୁରୋ): ମାଲିକର ବିଶ୍ୱାସରେ ବିଷ ଦେଲେ ଡ୍ରାଇଭର। ମାଲିକଙ୍କ ପାଖେ ପାଖେ ରହି ଏମିତି ଲୁଟୁଥିଲେ ଯେ, ସବୁ ଜାଣିଲା ବେଳକୁ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା ୯ ଲକ୍ଷ ୯୫ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ରାଜଧାନୀ...

ୟୁକ୍ରେନ୍‌ରୁ ଫେରୁଥିବା ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ୟୁକ୍ରେନରୁ ୭୭ ଜଣ ଓଡ଼ିଆ ଛାତ୍ରୀଛାତ୍ର ସୋମବାର ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଓଡ଼ିଶା ଆସୁଛନ୍ତି । ସେମାନେ କିଛି ସମୟ ପରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ପିଲାଙ୍କୁ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ...

ବିଏମ୍‌ସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ, ନନ୍ଦନବିହାର

ଭୁବନେଶ୍ୱର,୭।୩(ବ୍ୟୁରୋ): କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳକୁ ଚଳିତ ବର୍ଷ ପ୍ରଥମ ଥର ବିଏମସିର ୨ ନମ୍ବର ୱାର୍ଡରେ ସାମିଲ କରାଯାଇଛି । ଏ ନେଇ ଅଞ୍ଚଳ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ନୂଆ ଅଞ୍ଚଳରେ ପାଖାପାଖି...

ସାଇବର କ୍ରାଇମରେ ତେଲେଙ୍ଗାନା ଲିଙ୍କ୍‌ : ରିମାଣ୍ଡରେ ଯିବେ ଅଭିଯୁକ୍ତ

ଭୁବନେଶ୍ୱର,୭।୩(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଦ୍ୱାରା ଧରାପଡିଥିବା ତିନି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ରିମାଣ୍ଡରେ ନେବ । ଏ ନେଇ ତେଲେଙ୍ଗାନା ପୋଲିସର ଏକ ଟିମ୍‌ ଓଡ଼ିଶାରେ ପହଞ୍ଚିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ତେଲେଙ୍ଗାନା ପୋଲିସ କୋର୍ଟରେ ମଧ୍ୟ ଆବେଦନ କରିଛି...

ସଂକ୍ରମଣ ବଢିଲେ ଲାଗୁ ହେବ କଟକଣା

ଭୁବନେଶ୍ୱର, ୭।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢୀ। ସେ କହିଛନ୍ତି, ରାଜ୍ୟରେ କେସ୍‌ ପଜିଟିଭିଟି ହାର କମୁଥିବାରୁ ପ୍ରଚାର କଟକଣା ନାହିଁ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri