ରାଜ୍ୟ

ବିଜେଡି କର୍ମୀଙ୍କୁ ହତ୍ୟା

ଭଦ୍ରକ ଅଫିସ/ଧାମନଗର, ୨୩ା୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ହିଂସା ଉଗ୍ରରୂପ ଧାରଣ କରିଛି। ସୋମବାର ରାତିରେ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଧାମନଗର ଥାନା ଦଳାଙ୍ଗ...

ନିର୍ବାଚନୀ ହିଂସା ଥମୁନି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ଟି ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଶେଷ ହୋଇଛି। ତେବେ ହିଂସାକାଣ୍ଡ ନିର୍ବାଚନ ପିଛା ଛାଡୁନାହିଁ। ଗତ ୩ଟି ପର୍ଯ୍ୟାୟ ନିର୍ବାଚନରେ ଭାଟ ବାକ୍ସ ନେଇଯିବା, ବାଲଟ ପେପର ଚିରିବା, ବୁଥ୍‌ ଜବରଦଖଲ...

ଜାତୀୟ ଉଦ୍ୟାନ ମ୍ୟାପ୍‌ରେ ଭିତରକନିକା ନାହିଁ

ଅସମାପିକା ସାହୁ ଭୁବନେଶ୍ୱର, ୨୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପିଲାଙ୍କୁ ଭୁଲ୍‌ ପାଠ ପଢ଼ାଉଛି। ସିବିଏସ୍‌ଇ ନିଜ ସ୍କୁଲଗୁଡ଼ିକରେ ଏନ୍‌ସିଇଆର୍‌ଟି ବହି ପଢ଼ାଇବାକୁ ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ଏନ୍‌ସିଇଆର୍‌ଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ବହିରେ ଏକ...

ଆଜି ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟିଂ ମଙ୍ଗଳବାର ଶେଷ ହୋଇଛି। ୨୭ ଜିଲାର ୬୪ ବ୍ଲକର ୧ ହଜାର ୨୫୪ ପଞ୍ଚାୟତରେ ମତଦାନ ସରିଛି। ମୋଟ ୧୭ ହଜାର ୮୯ ବୁଥ୍‌ରେ ୫୧...

ଖୁସି ଆଣିଲା ବିରଳ ତାରିଖ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମଙ୍ଗଳବାର ଥିଲା ବର୍ଷର ପ୍ରଥମ ସିମେଟ୍ରିକାଲ ବା ପଲିଣ୍ଡ୍ରୋମ୍‌। ଅର୍ଥାତ୍‌ କ୍ୟାଲେଣ୍ଡରର ଏପରି ଏକ ତାରିଖ ଯାହାକି ସାଂଖିକ ଦୃଷ୍ଟିରୁ ବିରଳ। ମଙ୍ଗଳବାର ଥିଲା ୨୨.୦୨.୨୦୨୨ ତାରିଖ। ଅର୍ଥାତ ୨ ତାରିଖ ଦ୍ବିତୀୟ ମାସ ଏବଂ ୨୦୨୨...

ବୁଧବାର ୪୫ ସ୍ଥାନରେ ସାନି ମତଦାନ

ଭୁବନେଶ୍ୱର,୨୨ା୨(ବ୍ୟୁରୋ)-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣରେ ବାଧା ସୃଷ୍ଟି ହୋଇଥିବା ୪୫ଟି ସ୍ଥାନରେ ବୁଧବାର ପୁନଃ ମତଦାନ ହେବ। ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟଗ୍ରହଣ କରାଯିବ। ରାଜ୍ୟର ୯...

ଆଇଏଏସ୍‌ ପଦବୀକୁ ଉନ୍ନିତ ହେଲେ ୩ ଓଏଫଏସ୍‌ ଅଫିସର, ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଓଡ଼ିଶା ଅର୍ଥ ସେବା(ଓଏଫ୍‌ଏସ୍‌)ର ୩ ବରିଷ୍ଠ ଅଧିକାରୀଙ୍କୁ ଆଇଏଏସ୍‌ ପଦବୀକୁ ଉନ୍ନୀତ କରାଯାଇଛି। ସେମାନେ ହେଲେ ଡ. ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟ। ମଙ୍ଗଳବାର ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...

ଏଣିକି ୫୦ କିମିରୁ ଅଧିକ ବେଗରେ ଗଲେ ଗଣିବେ ୭ ହଜାର ଜରିମାନା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ...

ଚତୁର୍ଥ ପର୍ଯ୍ୟାୟ: ରାଜ୍ୟରେ ୭୩% ମତଦାନ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ମଙ୍ଗଳବାର ସକାଳ ୭ଟାରୁ ଏଥିଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ରାଜ୍ୟରେ...

ଦିଆସରିଲାଣି ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍‌

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ ଦିଆସରିଲାଣି । କେନ୍ଦ୍ର ଯାହା ଟାର୍ଗେଟ...

ବାଲାଟ ପେପରରେ ତ୍ରୁଟି: କେନ୍ଦ୍ରାପଡା, ଯାଜପୁରରେ ନିର୍ବାଚନ ବାତିଲ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି। ।ବର୍ତ୍ତମାନ...

ତପସ୍ବିନୀଙ୍କୁ ମାସିକ ୧୭ ହଜାର ବଦଳରେ ମିଳିବ ୧୦ହଜାର ଟଙ୍କା

ବ୍ରହ୍ମପୁର ଅଫିସ,୨୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ସୁମିତ୍‌ ସାହୁ-ତପସ୍ବିନୀ ଦାସ ବିବାଦ ମାମଲା ଥମିବାର ନା ନେଉ ନାହିଁ। ଦିନକୁ ଦିନ ଏହି ମାମଲା ନୂଆ ମୋଡ ନେଉଛି। ସୁମିତ୍‌ଙ୍କ ପକ୍ଷରୁ ଦିଆଯାଉଥିବା ପାରିତୋଷିକ ଏବେ ହ୍ରାସ କରାଯାଇଛି। ମାସିକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri