ରାଜ୍ୟ

ଆଜି କୋଟିଆରେ ନିର୍ବାଚନ

କୋରାପୁଟ,୧୮ା୨(ସ୍ବ.ପ୍ର.): ଚର୍ଚ୍ଚାରେ ରହି ଆସିଥିବା କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆ ପଞ୍ଚାୟତରେ ଶୁକ୍ରବାର ନିର୍ବାଚନ ହେବ। ଏନେଇ କୋରାପୁଟ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶୁକ୍ରବାର କୋଟିଆ ପଞ୍ଚାୟତର ମାଡକାର, ଫଗୁଣସିନେରି, ରଣାସିଙ୍ଗ, ତାଡ଼ିବାଲସା, ତଳସେମ୍ବି,...

ଆଜି ଭୋଟ୍‌ ଗ୍ରହଣ: ୧୯୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ମ.ରାମପୁର,୧୮ା୨(ଡି.ଏନ୍‌.ଏ.): ଆଜି ୧୮ ତାରିଖ ଶୁକ୍ରବାର ମ.ରାମପୁର ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୧୯ଟି ପଞ୍ଚାୟତର ୨୩୮ଟି ଭୋଟଦାନ କେନ୍ଦ୍ରରେ ୧୯୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ। ତନ୍ମଧ୍ୟରୁ ୨ଟି ଜିଲା ପରିଷଦର ସଭ୍ୟ ପଦବୀ ପାଇଁ...

ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ଗାଁକୁ ଘାରିଛି ହିଂସା ଭୟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜନୈତିକ ହିଂସାକାଣ୍ଡ, ବୁଥ ଜବରଦଖଲ ଭଳି ଘଟଣା ଦେଖାଯିବା ପରେ ଏବେ ଗାଁକୁ ହିଂସା ଭୟ ଘାରିଛି। ଆହୁରି ୪ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଇତିମଧ୍ୟମରେ...

ଦ୍ୱିତୀୟ ସ୍ଥାନକୁ ଖସିଲା ଖୋର୍ଦ୍ଧା

ଭୁବନେଶ୍ୱର, ୧୭।୨ (ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସୁଛି। ଏଥିସହ ଦୈନିକ ସଂକ୍ରମଣରେ ସବୁବେଳେ ଶୀର୍ଷରେ ରହୁଥିବା ଖୋର୍ଦ୍ଧା ଜିଲା ଦୀର୍ଘଦିନ ପରେ ଏବେ ଦ୍ୱିତୀୟ ସ୍ଥାନକୁ ଆସିଛି। ଗତ ୨୪ ଘଣ୍ଟାରେ...

ମେଳି କରି ଭୋଟ ଦେବାକୁ ଶପଥ କରାଇଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୭ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ନ ପଡି ନିଜ ଇଚ୍ଛାରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ତାଙ୍କ ଅଧିକାର ରୂପେ ସ୍ବୀକୃତ କରାଯାଇଛି। ଯଦି...

କିନ୍ନରଙ୍କ ଗଳା କାଟିଦେଲେ

ସମ୍ବଲପୁର,୧୭ା୨(ବ୍ୟୁରୋ): ସମ୍ବଲପୁର ଜିଲାର ଜଣେ କିନ୍ନରଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସେ ହେଲେ ଫିରୋଜ ଛତ୍ରିଆ(୨୧)। ବୁର୍ଲା ଥାନା ଗୋଡଭଗା କଲେଜ ଛକ ନିକଟ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଗୁରୁବାର ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ...

ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ପ୍ରାର୍ଥୀଙ୍କ ବାପା

କୋକସରା,୧୭ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତର ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ବାପା ଟଙ୍କା ବାଣ୍ଟିବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଗ୍ରାମବାସୀ ତାଙ୍କଠାରୁ ନଗଦ ୩୯,୯୦୦ ଟଙ୍କା ଜବତ କରି ପୋଲିସ ଜିମା ଦେଇଥିଲେ। ଏନେଇ...

ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା, ଗଣିବାକୁ ଦରକାର ପଡ଼ିଲା ମେଶିନ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଭିଜିଲାନ୍ସ ଇତିହାସରେ ରେକର୍ଡ। ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ପାଲଟି ଯାଇଛନ୍ତି। କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛନ୍ତି। ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଡାକ୍ତରଙ୍କ କଳାଟଙ୍କାର ଗୁମର ଫିଟିଛି।...

ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ଏମବିବିଏସ୍‌ ନୁହଁ ବରଂ ଏହି ରସିକିଆ ଡାକ୍ତର ମାଟ୍ରିକ ଫେଲ୍‌ ହୋଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ। ରମେଶଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା ପରେ...

ଜୟଦେବ ବିହାର ଓଭର ବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଯୁବକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀର ଜୟଦେବ ବିହାର କଳିଙ୍ଗ ଷ୍ଟାଡିୟମ ଗେଟ୍‌ ସମ୍ମୁଖ ଓଭରବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଜଣେ ଯୁବକ। ଓଭର ବ୍ରିଜ୍‌ ଉପରେ ବାଇକ ଥିବାବେଳେ ତଳେ ସେ ତଳକୁ ଖସି ପଡ଼ିଥିଲେ। ଯୁବକ ଜଣଙ୍କ ରସୁଲଗଡ ପଟୁ...

ରାଜନୈତିକ ହିଂସା: ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ କରୁଆ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, କରୁଆ ପଞ୍ଚାୟତର ୫ ନମ୍ବର ଓ୍ବାର୍ଡର ଓ୍ବାର୍ଡମେମ୍ବର ପ୍ରାର୍ଥୀ ବୃନ୍ଦାବନ ଦାସ ବୁଧବାର ବିଳମ୍ବିତ...

ବୁଥ୍‌ କ୍ୟାପଚରିଂ: ୧୪ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ଅଫିସ,୧୭ା୨: ଯାଜପୁର ସଦର ଏବଂ ଧର୍ମଶାଳା ବ୍ଲକରେ ବୁଧବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ସଂଗଠିତ ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ୧୪ ଜଣଙ୍କୁ ବାନ୍ଧିଛି ପୋଲିସ। ଏଥିରେ ଧର୍ମଶାଳା ବ୍ଲକର ଦେଓଦା ବୁଥ୍‌ ନମ୍ବର ୬ ଓ ୭...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri