ରାଜ୍ୟ

ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭାରିଆଣ୍ଟ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ ରହିଛି। ଏହା ଡେଲଟା ଭୂତାଣୁଠୁ ବହୁ ଆଗରେ। ଇନ୍‌ଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ଜିନୋମ ସିକ୍ୱେନସିଂରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଜାନୁୟାରୀ ୨୮ ତାରିଖରୁ ଫେବୃୟାରୀ ୪...

ଗିରଫ ହେଲେ ଚିଟଫଣ୍ଡ ସଂସ୍ଥାର ମାଲିକ

ବ୍ରହ୍ମପୁର ଅଫିସ,୧୧ା୨: ଟାଉନ ଥାନା ପୋଲିସ ୱାରେଣ୍ଟ ବଳରେ ଏକ ଚିଟଫଣ୍ଡ ସଂସ୍ଥାର ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ମାଲିକ ତଥା ବଡବଜାର ଥାନା ଅଧୀନ ଗଣେଶ ନଗରର ଜିତେନ୍ଦ୍ର କୁମାର...

ପୌର ନିର୍ବାଚନରେ ରହିବ ‘ନୋଟା’

ଭୁବନେଶ୍ୱର,୧୧।୨(ବ୍ୟୁରୋ): ପଞ୍ଚାୟତ ପରେ ପୌର ନିର୍ବାଚନ ହେବ । ଏଥର ପୌର ନିର୍ବାଚନରେ ଭୋଟ ଫାଇଁ ଇଭିଏମ୍‌ର ବ୍ୟବହାର କରାଯିବ। ସେଥିରେ ‘ଏନ୍‌ଓଟିଏ’ ନୋଟା ବିକଳ୍ପ ରଖାଯିବ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ...

ନିର୍ବାଚନରେ ଡ୍ରୋନ୍‌ ବ୍ୟବହାର କରାଯିବ: ଡିଜିପି

ମାଲକାନଗିରି,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ନିର୍ବାଚନରେ ଆବଶ୍ୟକ ହେଲେ ହେଲିକପ୍ଟର ଏବଂ ଡ୍ରୋନ୍‌ ବ୍ୟବହାର କରାଯିବ। ଏ ନେଇ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଆଜି କୋରାପୁଟ ଗସ୍ତରେ ଆସିଥିଲେ ପୋଲିସ ଡିଜି ସୁନୀଲ ବଂଶଲ। ଜିଲାରେ...

ସ୍ବଚ୍ଛତାର ସହ ନିର୍ବାଚନ ପରିଚାଳନା କର

ବଇଣ୍ଡା,୧୧।୨(ଡି.ଏନ.ଏ.) ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ସହ ପଞ୍ଚାୟତ ନିର୍ବାଚନ କିଭଳି ସ୍ବଚ୍ଛ ଭାବେ ପରିଚାଳନା ହେବ ତାହାର ତଦାରଖ କରିଛନ୍ତି। ଜିଲାପାଳ ପ୍ରଥମେ...

ପ୍ରାର୍ଥୀଙ୍କୁ ହତ୍ୟା ଧମକ, ଚିରିଲେ ବ୍ୟାନର

ପାଟଣାଗଡ଼,୧୧ା୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଭଇଁଷାଠାରେ ସମିତି ସଭ୍ୟ ପ୍ରାର୍ଥିନୀ ଭାନୁପ୍ରିୟା ନାଏକଙ୍କୁ ପ୍ରଚାର ବେଳେ କେତେକ ବ୍ୟକ୍ତି ଗାଳିଗୁଲଜ କରିଥିବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଭାନୁପ୍ରିୟା ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ...

ଗଡ଼ ବଞ୍ଚାଇବାକୁ ବିଜେଡିର ଉଦ୍ୟମ

ଆରଡ଼ି,୧୧।୨(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ୧ ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର ସାଧାରଣ ବର୍ଗର ପ୍ରାର୍ଥୀମାନେ ଏଠାରେ ନିର୍ବାଚନ ଲଢୁଛନ୍ତି। ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବି ମୁଖ୍ୟତଃ...

ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି ପ୍ରାର୍ଥୀ

ଭଣ୍ଡାରିପୋଖରୀ,୧୧।୨(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନେ ଭୋଟ୍‌ ପାଇଁ ଦୁଆର ଦୁଆର ବୁଲି ପ୍ରଚାରକୁ ସେତେ ସରଗରମ କରୁଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।...

ପାଣି, ଟାୱାର ପାଇଁ ବିକ୍ଷୋଭ

ବାରିପଦା ଅଫିସ,୧୧।୨ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ଚାନ୍ଦୁଆ ପଞ୍ଚାୟତର ଠାରୁଆସାହି ଓ କଖାରୁଆଶୋଳ ଗ୍ରାମବାସୀ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ପାଣି ଦିଅ ଭୋଟ ନିଅ ଏବଂ ଟାୱାର ନାହିଁ ତ ଭୋଟ ନାହିଁ...

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି, ବିଧାୟକ

ଛତ୍ରପୁର,୧୧ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ୧୯ ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ପାଇଁ ବିଜେଡି ପ୍ରାର୍ଥୀ ରଶ୍ମିତା ନାହାକଙ୍କ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଜେଡି ବିଧାୟକ ସୁବାସ ଚନ୍ଦ୍ର ବେହେରା...

କୋରାପୁଟ ଗସ୍ତରେ ପୋଲିସ ଡିଜି

କୋରାପୁଟ,୧୧।୨(ସ୍ବ.ପ୍ର.): କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲାରେ ମାଓବାଦୀ ସ୍ଥିତିର ସମୀକ୍ଷା କରିବା ସହ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ସମ୍ପାଦନ...

ପୁନରୁଦ୍ଧାର ଅପେକ୍ଷାରେ ପୁରୀ ସଂଗ୍ରହାଳୟ

ପୁରୀ ଅଫିସ,୧୧।୨: ସଂସ୍କୃତି ଓ ଐତିହ୍ୟର ବାର୍ତ୍ତାବହ କୁହାଯାଉଥିବା ପୁରୀ ସଂଗ୍ରହାଳୟ ଏବେ ଅବହେଳିତ ହୋଇପଡ଼ିଛି। ଉଦ୍‌ଘାଟନ ଦିନଠାରୁ ଅର୍ଥାତ ଦୀର୍ଘ ୩୦ବର୍ଷ ହେଲା ସଂଗ୍ରହାଳୟ ଭଡ଼ାଘରେ ଚାଲିଛି। ଏଠାରେ ଅନେକ ଦୁର୍ମୂଲ୍ୟ କଳାକୃତି, ପଥର ମୂର୍ତ୍ତି, ସୋଲ କାରୁକାର୍ଯ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri