ରାଜ୍ୟ

ଏଣିକି ପୂର୍ଣ୍ଣ ସାମର୍ଥ୍ୟରେ ଚାଲିବ ଅଫିସ; ସଂକ୍ରମିତ ହେଲେ ମିଳିବ ୭ ଦିନ ଛୁଟି

ଭୁବନେଶ୍ୱର,୧ା୨(ବ୍ୟୁରୋ):  କୋଭିଡ୍‌-୧୯ ସଂକ୍ରମିତ ହେଲେ ସରକାରୀ କର୍ମଚାରୀଙ୍କୁ ୭ଦିନ ଛୁଟି ମିଳିବ। ଏହାଠାରୁ କର୍ମଚାରୀମାନେ ଯଦି ଅଧିକ ଦିନ ରହିବେ ତେବେ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ଆଣିବାକୁ ପଡ଼ିବ। ସାଧାରଣ ପ୍ରଶାସନ ବିଭାଗ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ...

କେନ୍ଦ୍ରୀୟ ବଜେଟରେ ବ୍ୟୟବରାଦ ହ୍ରାସକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ; କହିଲେ ଏମିତି

ଭୁବନେଶ୍ୱର,୧।୨(ବ୍ୟୁରୋ): କେନ୍ଦ୍ରୀୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ପାଇଁ ବ୍ୟୟବରାଦ ହ୍ରାସ କରିବା ସମ୍ପୃକ୍ତ...

୩ରୁ ବର୍ଷା ! ଏସବୁ ଜିଲାରେ କୁଆପଥର ମାଡ଼କୁ ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧।୨(ବ୍ୟୁରୋ): ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୪ରେ ଏହାର ପରିମାଣ ବୃଦ୍ଧି ପାଇବାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ପଶ୍ଚିମା ଝଡ଼ ଆଗମନର ଆଶଙ୍କା ଓ ବଙ୍ଗୋପସାଗର...

ହାତ ଛାଡ଼ି ଶଙ୍ଖ ଧରିଲେ କୋରାପୁଟର ୩ ଟାଣୁଆ ନେତା

ଭୁବନେଶ୍ୱର,୧।୨(ବ୍ୟୁରୋ): କୋରାପୁଟ ଜିଲାର ୩ ଟାଣୁଆ ନେତା ବିଜୁ ଜନତା ଦଳ(ବିଜେଡି)ରେ ମିଶିଛନ୍ତି। ସେମାନେ କୋରାପୁଟ ଓ ମାଲକାନଗିରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି...

‘ବହୁତ କମ୍‌ ଦିନରେ ଭଲ ସ୍ଥିତିକୁ ଆସିବା’

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି । କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହି ସ୍ଥିତିକୁ ନେଇ ମଙ୍ଗଳବାର...

ଭଦ୍ରକରେ ରାଜନୈତିକ ହିଂସା: ଯୁବକଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଲେ; ପ୍ରତିବାଦରେ ରାସ୍ତାରୋକୋ

ଭଦ୍ରକ ଅଫିସ,୧।୨: ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ହିଂସା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଭଦ୍ରକ ବ୍ଲକ ବ୍ରହ୍ମପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ...

କେସିଙ୍ଗା ଏନ୍‌ଏସିରେ ଯୋଗଦେଲେ ନୂତନ ନିର୍ବାହୀ ଅଧିକାରିଣୀ

କେସିଙ୍ଗା, ୧।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ନିର୍ବାହୀ ଅଧିକାରିଣୀ ଭାବେ କିରଣ ବେହେରା ଯୋଗଦାନ କରିଛନ୍ତି। ସେ ପ୍ରଥମେ ୨୦୨୧ ମାର୍ଚ୍ଚ ୨୧ରେ ସମ୍ବଲପୁର ମ୍ୟୁନିସିପାଲିଟି ର ଓଏସ୍‌ଡି ପଦବୀରେ କିଛି ଦିନ କାର୍ଯ୍ୟ...

ହଟାଗଲା ହୋର୍ଡିଂ

ଭଣ୍ଡାରିପୋଖରୀ, ୧।୨ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି। ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଉଥିବା ଏବଂ ଦଳର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂ ହଟାଇବା ପାଇଁ ନିର୍ବାଚନ କମିଶନ...

ସମ୍ମାନ ପାଇଁ ଲଢ଼େଇ

ବାରିପଦା ଅଫିସ,୧।୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକରେ ୩୨୨ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ବ୍ଲକ ଅଧୀନ ଦୁଇଟି ଜିଲାପରିଷଦ ଜୋନରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି।...

ଚାଲିଛି ଅବାଧ ବାଲି ଚୋର

କେନ୍ଦୁଝର,୧।୨(ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ନଦୀ/ନାଳରୁ ବାଲି ଚୋରି ଯୋଗୁ ସରକାରଙ୍କ ବ୍ୟାପକ ରାଜସ୍ବ ହାନୀ ଘଟୁଥିଲେ ହେଁ ଏହାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଥିରେ କେତେକ ଦୁର୍ନୀତିଗ୍ରସ୍ତ ରାଜସ୍ବ...

ସମ୍ବଳ ନ ଥିବାରୁ ଶିକୁଳି

ବଇଣ୍ଡା,୧।୨(ଡି.ଏନ.ଏ.) ମୂଲ ଲାଗି ପୁଅ ଆଣୁଥିଲେ ମଜୁରି। ଦୁଃଖ କଷ୍ଟରେ ହେଉପଛେ ଚଳିଯାଉଥିଲେ ମା’ ପୁଅ। ହେଲେ ୨୩ ବର୍ଷର ଭେଣ୍ଡିଆ ପୁଅ କୃତ୍ତିବାସ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଅସହାୟ ହୋଇଯାଇଛନ୍ତି ମା’ ରଇବାରୀ ମହାପାତ୍ର। ପାଖରେ...

ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

ଅନୁଗୋଳ ଅଫିସ,୧।୨ ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଅନୁଗୋଳ ଜିଲାର ବିଭିନ୍ନ ମହାବିଦ୍ୟାଳୟ ଛାତ୍ରମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଛାତ୍ରମାନେ ବିଜୁ ମଇଦାନଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri