ରାଜ୍ୟ

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି...

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଆଉ ଶୁଣିବାକୁ ମିଳିବନି ମାଇଁ ଲଡ୍‌ ଉଚ୍ଚାରଣ

କଟକ ଅଫିସ,୩ା୧: ଏଣିକି ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ। ମାଇଁ ଲର୍ଡ ବଦଳରେ  ଶୁଣିବାକୁ ମିଳିବ ସାର୍‌। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ରୁମ୍‌ରେ ଆଉ ମାଇଁ ଲଡ୍‌...

ରୋଗୀଙ୍କୁ ଛାଡ଼ି ପଳାଇଲେ

ଢେଙ୍କାନାଳ ଅଫିସ୍‌/ଭୁବନ(ଡି.ଏନ୍‌.ଏ.), ୩ା୧: ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଅଟୋରିକ୍ସାକୁ ଧକ୍କା ଦେଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଡ଼ିରେ ଛଟପଟ ହେଉଥିବା ରୋଗୀଙ୍କୁ ଛାଡ଼ି ଫେରାର ହୋଇଗଲେ ଆମ୍ବୁଲାନ୍ସ ଚାଳକ ଏବଂ ତାଙ୍କ ସହଯୋଗୀ।...

ପୌର ନିର୍ବାଚନ: ଓବିସିଙ୍କ ପାଇଁ ରହିବନି ସଂରକ୍ଷଣ

ଭୁବନେଶ୍ୱର,୩ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ମ୍ୟୁନିସିପାଲ କମିଶନର ଓ ଜିଲାପାଳଙ୍କୁ ଚିଠି ଲେଖି ପୌର ନିର୍ଦ୍ଦେଶକ କହିଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ୫ ମହାନଗର...

ଓମିକ୍ରନକୁ ନେଇ ବଢୁଛି ଚିନ୍ତା, ଆଜି ସମୀକ୍ଷା ବୈଠକ

ଭୁବନେଶର,୩।୧(ବ୍ୟୁରୋ): ରାଜ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୋମବାର ସମୀକ୍ଷା ବୈଠକ କରିବେ। ଅପରାହ୍ନ...

ଖିଚିଂରୁ ଶହେ ପଥରଶିଳ୍ପୀ ପଠାଇଥିଲେ ମୟୂରଭଞ୍ଜ ରାଜା

ଡ. ସୁରେନ୍ଦ୍ର କୁମାର ମିଶ୍ର ଗତ ସଂଖ୍ୟାରେ ଆମେ ପାଞ୍ଚଟି ସ୍ଥାନରୁ ପଥର ଆସିବା କଥା ପୋଥି ଆଧାରରେ ଆଲୋଚନା କରିଥିଲେ। ପଥର ଆସି କୋଣାର୍କଠାରେ ପହଞ୍ଚିବା ପର୍ଯ୍ୟନ୍ତ କିପରି ୫ ପ୍ରକାର ଗୋଷ୍ଠୀ ପ୍ରବଳ ପରିଶ୍ରମ କରି କାର୍ଯ୍ୟକୁ...

ମା’ କୋଳକୁ ଫେରିଲା ଅପହୃତ ଶିଶୁ

ବରଗଡ଼ ଅଫିସ,୩ା୧: ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଅପହୃତ ଶିଶୁ (୯) ବିଳମ୍ବିତ ରାତିରେ ମା’ କୋଳକୁ ଫେରିଛି। ପୁଅକୁ ଦେଖି ପରିବାର ଲୋକେ ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟପକ୍ଷରେ ଅପହର୍ତ୍ତାଙ୍କ କୌଣସି ଖୋଜଖବର ମିଳିନାହିଁ।...

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୂଆ ଡିଜିପି

ଭୁବନେଶ୍ୱର,୩।୧(ବ୍ୟୁରୋ): ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ ତାଙ୍କ ସ୍ତ୍ରୀଙ୍କ ସହ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ କରି ବହୁତ ଖୁସି ଥିବା ସେ କହିଛନ୍ତି। ଇଚ୍ଛା ଥିଲା ଜଗନ୍ନାଥଙ୍କ ଦର୍ଶନ କରିବାକୁ, ଆଜି ପୂରା ହେଲା। ରାଜ୍ୟବାସୀଙ୍କ...

ଆଜିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ: ୮ ପରେ ଦଶମ ପିଲାଙ୍କୁ ଟିକା

ଭୁବନେଶ୍ୱର,୩।୧(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାରୁ ସେମାନଙ୍କ ଟିକାକରଣ ପରେ ହେବ। ୮ ତାରିଖ ପରେ ଦଶମ ଶ୍ରେଣୀ...

ତିନିଦିନ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୩।୧: ତିନିଦିନ ବ୍ୟବଧାନ ପରେ ସୋମବାର ଶ୍ରୀମନ୍ଦିର ଖୋଲିଛି। ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ତେବେ ଆଜି ଶ୍ରୀମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଭିଡକୁ...

ମୃତକଙ୍କ ସାଥୀ ପାଲଟିଛନ୍ତି ମହମ୍ମଦ ନୁହ

କେନ୍ଦ୍ରାପଡ଼ା ଅଫିସ,୩ା୧: କେନ୍ଦ୍ରାପଡ଼ା ସହର ଫକୀରାବାଦ ଗ୍ରାମର ମହମ୍ମଦ ନୁହ। ବୟସ ୬୬। ୧୬ ବର୍ଷ ଧରି ନିଃସ୍ବାର୍ଥପର ଭାବେ ନିଜ ସମ୍ପ୍ରଦାୟ ମୃତକଙ୍କ ସାଥୀ ପାଲଟିଛନ୍ତି। ଗୁସନ ଓ କଫନରେ ସହଯୋଗୀ ହେବା ସହ ମୃତକଙ୍କ ଏକ ରେଜିଷ୍ଟର...

ଡିଏମ୍‌ଏଫ୍‌ ପାଣ୍ଠି ଆଦାୟରେ ଅନିୟମିତତା

ଯାଜପୁର ଅଫିସ,୩ା୧: ଖଣି ନିଲାମ ପରେ ଭାଟ୍‌ ଆଦାୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ୭୨୯୭.୬୮ କୋଟି, ୨୦୧୯-୨୦ରେ ୭୪୫୭.୫୮ କୋଟି ଏବଂ ୨୦୨୦-୨୧ ଅକ୍ଟୋବର ପର୍ଯ୍ୟନ୍ତ ୭,୭୫୭.୭୦ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ବିଧାନସଭାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri