ରାଜ୍ୟ

ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି: ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୬ା୮: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୧୧ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏନେଇ...

ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବର୍ଜନ କଲା ବିଜେଡି

ଭୁବନେଶ୍ୱର, ୧୫।୮: ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମକୁ ବର୍ଜନ କରିବ ବିଜେଡି। କାର୍ଯ୍ଯକ୍ରମରେ ଯୋଗ ନ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ମୁଖ୍ୟ...

ଗଛ କାଟିବା ହେଲା କାଳ: ୧୧କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

କୁଆଁରମୁଣ୍ଡା,୧୫।୮(ମହେନ୍ଦ୍ର କୁମାର ସାହୁ): ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟାଟା ପାୱାର ପକ୍ଷରୁ ଗଛ କଟାଯାଇ ନ ଥିଲା। ବର୍ଷା ଦିନେ ଘର ପାଖ ଗଛ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବା ଆଶଙ୍କାରେ ଗୁରୁବାର ଗଛ ଡାଲ କାଟୁଥିବା ବେଳେ ଏକ ଅଘଟଣ...

କଲିଙ୍ଗ୍ ବେଲ୍ ବଜାଇ ଡାକିଲେ; ହାତଗୋଡ଼ ବାନ୍ଧି ଲୁଟି ନେଲେ ସୁନା ଗହଣା

ବରଗଡ, ୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ନିଗମାନନ୍ଦ ବିହାର ଗଳି ନମ୍ବର-୭ ନିବାସୀ ସ୍ଵର୍ଗତ ଦିଲ୍ଲିପ ସାହୁଙ୍କ ଘରେ ଗୁରୁବାର ସଂଧ୍ୟା ପ୍ରାୟ ୭ଟାରେ ଜଣେ ଯୁବତୀଙ୍କ ହାତଗୋଡ଼ ବାନ୍ଧି ବିପୁଳ ପରିମାଣରେ ସୁନା ଗହଣା ଲୁଟ୍ ଘଟଣା ଚର୍ଚ୍ଚାର...

ଆଉ ନାହାନ୍ତି ପ୍ରତିଷ୍ଠିତ ନୃତ୍ୟଗୁରୁ ସାନ୍ତା ରାଓ

ଜଟଣୀ,୧୫।୮(ରବିନ୍ଦ୍ରନାଥ ମହାକୁଡ଼): ଆଜି ସମଗ୍ର ଅଞ୍ଚଳରେ ସ୍ବାଧୀନତା ଦିବସକୁ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିଲା ବେଳେ ଜଟଣୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଟଣୀର ପ୍ରତିଷ୍ଠିତ ନୃତ୍ୟ ଗୁରୁ ସାନ୍ତା ରାଓ ସ୍ଥାନୀୟ ମଧୁସୁଦନ ନଗର...

ବସ୍‌-ବାଇକ୍‌ ଧକ୍କା: ଚାଲିଗଲା ଦୁଇ ଜୀବନ

ପଡିଆବାହାଲ,୧୫।୮(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ କୁକୁଡ଼ାପାଲି ଆର୍‌ଏମ୍‌ସି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମିଳିଥିବା ସୂଚନା...

ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋହନା ଆସୁଥିଲେ ମନ୍ତ୍ରୀ।ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ...

ଗ୍ୟାସ୍‌ଟାଙ୍କି ବିସ୍ଫୋରଣ ହୋଇ ଘର ସହ ଜଳିଗଲେ ଭଉଣୀ-ଭାଇ

ରାଜନଗର,୧୫ା୮(କୈଳାସ ସାହୁ): ସ୍ବାଧୀନତା ଦିବସରେ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି। ଗ୍ୟାସ୍‌ଟାଙ୍କିରୁ ବିସ୍ଫୋରଣ ହୋଇ ଘର ସହ ଜଳି ଯାଇଛନ୍ତି ଭଉଣୀ-ଭାଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଳରାମପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ...

ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ…

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲାସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ମୋହନା ଆସୁଥିଲେ ।ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗୋରୁ...

ସୀମାରେ ବାଂଲାଦେଶୀ ଭୟ, ପାରାଦୀପ ଦେଇ ପଶି ଆସିଲେ ୧୨ଜଣ

ପାରାଦୀପ,୧୫।୮: ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ତେବେ ଗୁରୁବାର ପାରାଦୀପ ଦେଇ ୧୨ଜଣ ସନ୍ଦିଗ୍ଧ...

୨୪ ଘଣ୍ଟାରେ ଆଉ ଏକ ଲଘୁଚାପ: ଏସବୁ ଜିଲାକୁ ସତର୍କ

ଭୁବନେଶ୍ୱର,୧୫।୮: ପୁଣି ବର୍ଷା ବଢ଼ିବ । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା...

ମାଓବାଦୀଙ୍କ ବର୍ବରତା, ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ମାରିଦେଲେ

ମାଲକାନଗିରି,୧୫।୮: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ବୋଲି କୁହାଯାଉଛି। ଗତ ଦଶଦିନ ତଳେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri