ରାଜ୍ୟ

ସବୁ ଯାତ୍ରୀବାହୀ ଗାଡ଼ିରେ ରହିବ ଭିଏଲ୍‌ଟିଡି

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟର ସବୁ ଯାତ୍ରୀବାହୀ ଗାଡିରେ ଭିଏଲ୍‌ଟିଡି (ଭେଇକିଲ ଲୋକେଶନ ଟ୍ରାକିଂ ଡିଭାଇସ) ଲାଗିବ। ଓଲା, ଉବେର, ମୋ ବସ୍‌ ଭଳି ଯାତ୍ରୀବାହୀ ଗାଡିଗୁଡିକରେ ଏହି ସୁବିଧା ରହିଛି। ଏହାଦ୍ୱାରା ଯାତ୍ରୀମାନେ ଏହିସବୁ ବସ୍‌, କାର୍‌ କିମ୍ବା ଅଟୋ ଆଦିର...

ସୀମା ଉଲ୍ଲଂଘନ କରି ତଦନ୍ତ କରୁଛନ୍ତି ଡିଆଇଜି

ପ୍ରଶ୍ନ-୧: ଗିରଫ ଲୋକଙ୍କୁ ଥାନାରେ ରଖାଯାଏ। ପୋଲିସ ବାରାକ କେବଳ କର୍ମଚାରୀଙ୍କ ରହିବା ପାଇଁ ଉର୍ଦ୍ଦିଷ୍ଟ। ଅପରାଧୀଙ୍କୁ ହାତକଡି ପଡିଲାନି କିମ୍ବା ହାଜତରେ ରଖାଗଲାନି। ପୋଲିସ ବାବୁମାନେ ସସମ୍ମାନେ ଅପରାଧୀଙ୍କୁ ନିଜ ଘରେ ନେଇ ରଖିଲେ। ଏହା ସମ୍ପୂର୍ଣ୍ଣ ଭାବେ...

ପରିବର୍ତ୍ତନର ଅଗ୍ରଦୂତ ସାଜନ୍ତୁ ଯୁବପିଢ଼ି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସରେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତି(ଏମ୍‌ଜିଏନ୍‌ଏଫ୍‌) ୨ୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ଛାତ୍ରବୃତ୍ତିଧାରୀ ତଥା ଯୁବପିଢ଼ିଙ୍କୁ ଦକ୍ଷତା ବିକାଶର ପ୍ରୟାସରେ ତୃଣମୂଳସ୍ତରରେ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ...

ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ବର,୨୬।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ମଙ୍ଗଳବାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇବ । ୯୨ ହଜାର ୱାର୍ଡ...

ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରୀଛାତ୍ର, ଶିକ୍ଷକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ଏବଂ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ସୋମବାର ‘କ୍ୱେଷ୍ଟ ଆଲିଆନ୍ସ’ ଏବଂ ‘ମୋ ସ୍କୁଲ୍‌ ଅଭିଯାନ’ ମଧ୍ୟରେ...

ଆଇସିଏଆର୍‌-ସିଆଇଡବ୍ଲ୍ୟୁଏ ସହ ସୋଆର ଚୁକ୍ତିନାମା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ):  ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଭୁବନେଶ୍ୱରସ୍ଥିତ ଆଇସିଏଆର୍‌-ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଓ୍ବିମେନ୍‌ ଇନ୍‌ ଏଗ୍ରିକଲ୍ଚର(ସିଆଇଡବ୍ଲ୍ୟୁଏ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ସୋମବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସୋଆର ପ୍ରତିଷ୍ଠାତା ସଭାପତି ମନୋଜ ରଞ୍ଜନ ନାୟକଙ୍କ...

୩ ଓଡ଼ିଆ ପୁରସ୍କୃତ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ସୋମବାର ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ୩ଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ଶଲା ବୁଢ଼ାର ବଦ୍‌ଲା’ ପାଇଁ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ...

ଖବରଦାତାଙ୍କୁ ଲାଞ୍ଚୁଆ କହିଲେ ଭାଜପା ନେତା

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ଖାଇଛନ୍ତି। ସେଥିଲାଗି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସପକ୍ଷରେ ଖବର ପ୍ରସାରଣ କରୁଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ଭାଜପା ଜିଲା ଉପସଭାପତି...

ପୋଲିସ ଜାଲରେ ପଡ଼ିଲେ ମିଛ ଆର୍‌ଟିଓ ଅଧିକାରୀ

ବରଗଡ଼ଅଫିସ,୨୫।୧୦: ଆର୍‌ଟିଓ ଅଧିକାରୀ ସାଜି ଗାଡ଼ିଗୁଡିକରୁ ଟଙ୍କା ଅସୁଲି କରୁଥିଲେ। ସୋମବାର ରାତିରେ ବରଗଡ଼ ସହର ଉପକଣ୍ଠ ଫୋରଲେନ୍‌ ରାସ୍ତାର ଟୋଲ୍‌ପ୍ଲାଜା ନିକଟରୁ ଧରାପଡିଛନ୍ତି ମିଛ ଆରଟିଓ ଅଧିକାରୀ। ସମ୍ପୃକ୍ତ ଯୁବକ ଜଣକ ବରଗଡ଼ ସହରରେ ଏକ ଘରେ ଭଡା...

ଗୋବିନ୍ଦଙ୍କ କୋଭିଡ୍‌ ରିପୋର୍ଟକୁ ନେଇ ବଢିଲା ଦ୍ୱନ୍ଦ୍ୱ

ଟିଟିଲାଗଡ଼, ୨୫।୧୦(ଡି.ଏନ.ଏ.): ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ବାରାକରୁ ଗତ ୧୭ ତାରିଖ ରାତିରେ ଫେରାର ହେବା ଦିନଠାରୁ ଭିନ୍ନ ଆଲୋଚନା ଜୋର ଧରିଛି। ଏଥର ଆଲୋଚନା ଗୋବିନ୍ଦଙ୍କ କରୋନା ଟେଷ୍ଟକୁ ନେଇ।...

୩ ଓଡ଼ିଆଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ତିନିଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ‘ଶଳା ବୁଢ଼ାର ବଦ୍‌ଲା’ ଫିଲ୍ମ ପାଇଁ ସବ୍ୟସାଚୀ ମହପାତ୍ର ଏବଂ ‘କାଲିର ଅତୀତ’ ପାଇଁ ନୀଳମାଧବ ପଣ୍ଡାଙ୍କୁ...

ହୀରାକୁଦରେ ଇକୋ-ରିଟ୍ରିଟ୍‌

ସମ୍ବଲପୁର,୨୫ା୧୦(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ତଟ ବଲବସପୁର ଗ୍ରାମ ନିକଟରେ ଆସନ୍ତା ନଭେମ୍ବର ୧୫ରୁ ଇକୋ-ରିଟ୍ରିଟ ଆରମ୍ଭ ହେବ। ଏ ନେଇ ଜିଲାପାଳ ଶୁଭମ୍‌ ସକ୍‌ସେନା ସୂଚନା ଦେଇଛନ୍ତି। ଗତବର୍ଷ ଭଳି ୱାଟର ସ୍ପୋଟର୍‌ସ, ଜଳ କ୍ରୀଡ଼ା, ପର୍ଯ୍ୟଟନ ସ୍ଥଳରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri