ରାଜ୍ୟ

୯ ମାସରେ ୧୦ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର। ବିଶେଷକରି ବ୍ରାଉନସୁଗାରର ବେଆନ ବଜାର ଭାବେ ଉଭା ହୋଇଛି। ଚଳିତ ବର୍ଷ କେବଳ ୯ ମାସରେ କମିଶନରେଟ ପୋଲିସ ଦୁଇ ସହରରୁ ୧୦ କୋଟି ମୂଲ୍ୟର ପ୍ରାୟ...

ଚାର୍ଜଶିଟ୍‌, ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୌମ୍ୟଙ୍କ ବାପା, ଓକିଲ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଉଛି। ୮୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନଁାରେ ଆଇପିସି ଦଫା ୨୮୫ ଓ ୩୦୪(ଏ)ରେ ୩୦୦ପୃଷ୍ଠାର ଚାର୍ଜଶିଟ୍‌...

ସୁନାମି ଭୟରେ ଓଡ଼ିଶାର ୩୨୬ ଗାଁ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାର ୩୨୬ ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହି ଗ୍ରାମଗୁଡ଼ିକର ଲୋକଙ୍କୁ ସୁନାମିରୁ କିପରି ରକ୍ଷା କରାଯାଇପାରିବ ସେନେଇ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ...

୨ ଭାଇ ଚଲାଉଥିଲେ ନକଲି ବିଦେଶୀ ମଦ କାରଖାନା

ଝାରସୁଗୁଡ଼ା ଅଫିସ,୧୦ା୧୦: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ଚାଲିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିଥିଲା। ସ୍ଥାନୀୟ ଅବକାରୀ ବିଭାଗକୁ ନ ଜଣାଇ ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର...

୧୨ ରାତି ୮ଟାରୁ ୧୪୪

ଭବାନୀପାଟଣା,୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧୩ ତାରିଖ ମା’ଙ୍କ ଯାତ୍ରା ହେବ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରରେ ୧୨ତାରିଖ ରାତି ୮ଟାରୁ ୧୩...

ହୀରାକୁଦ ଜଳଭଣ୍ଡାରରେ ଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୯ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଛଡାରମା ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରେ ଶନିବାର ଡଙ୍ଗାରୁ ଖସିପଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଙ୍ଗାଲି ଥାନା କଦମ୍ବଡିହି ଗ୍ରାମର ଜଗତ ଡନସେନା (୫୦)। ପୋଲିସ ମୃତଦେହ...

ଫେରିଯିବ ମୌସୁମୀ

ଭୁବନେଶ୍ବର,୯।୧୦(ବ୍ୟୁରୋ): ମୌସୁମୀ ଓଡ଼ିଶାରୁ ଫେରିଯିବ। ଏହି ପ୍ରକ୍ରିୟା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି। ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ମୌସୁମୀ ଫେରିଗଲାଣି। ତେବେ ଆସନ୍ତା ୩...

୨୪ ଘଣ୍ଟା ଧରି ଶିଶୁ ମୃତଦେହ ଜଗିିବସିଲେ ମା’ ବାପା

ଚାନ୍ଦବାଲି, ୯ା୧୦(ଡି.ଏନ.ଏ.): ଡାକ୍ତରଖାନାରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ଦୁଇବର୍ଷର ଶିଶୁକନ୍ୟାର ମୃତଦେହ ପଡ଼ି ରହିଥିଲା। ରାତିସାରା ମା’ ବାପା ଝିଅର ମୃତଦେହକୁ ଜଗି ବସିଥିଲେ। ଶୁକ୍ରବାର ମଧ୍ୟାହ୍ନରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୃତଦେହ ପଡ଼ିରହିବା ପରେ...

ସାନଙ୍କୁ ବଞ୍ଚାଇବାକୁ ଯାଉଥିଲେ, ଶେଷରେ ବୁଡ଼ିଗଲେ ୨ ଭଉଣୀ

ମାଲକାନଗିରି,୯ା୧୦(ଡି.ଏନ୍‌.ଏ.): ମାଲକାନଗିରି ଆଦର୍ଶ ଥାନା ଅଧୀନ ହୁଡୁପା ପଞ୍ଚାୟତ ମଙ୍ଗ ଗ୍ରାମରେ ଶନିବାର ଘଟିଛି ଅଘଟଣ। ସାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ବଡ଼ ଭଉଣୀ। ଶେଷରେ ୨ ଭଉଣୀ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ମିଳିଥିବା ସୂଚନା ମୁତାବକ, ମଙ୍ଗ...

ନିଜେ ଟଙ୍କା ଲୁଚାଇ ଥାନାରେ କରିଥିଲେ ଅଭିଯୋଗ

ଝରିଗାଁ,୯ା୧୦(ସ୍ବ.ପ୍ର.): ଘରୋଇ ଫାଇନାନ୍ସ କମ୍ପାନୀ ‘ସ୍ପନ୍ଦନା’ର ଉମରକୋଟ ଶାଖାର ଜଣେ କର୍ମଚାରୀ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ମାଡ଼ ମାରି ୧ ଲକ୍ଷ ୧୭ ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ରାତିରେ ଝରିଗାଁ...

କେଉଁଠି କେତେ ବଢୁଛି, ଦୈନିକ ହେବ ବିଶ୍ଲେଷଣ

ଭୁବନେଶ୍ୱର,୯।୧୦(ବ୍ୟୁରୋ): କରୋନା କଟକଣା ମାନିବାରେ ବ୍ୟତିକ୍ରମ ହେଲେ ସଂକ୍ରମଣ ପୁଣି ବଢ଼ିବାର ସମ୍ଭାବନା ରହିଛି। ତେଣୁ ଦୁର୍ଗା ପୂଜାରୁ ସ୍ବାସ୍ଥ୍ୟ ବଭାଗ ପାଇଁ ଏକ ଚ୍ୟାଲେଞ୍ଜ ଆରମ୍ଭ ହୋଇଗଲା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ଯେଉଁଠି...

ପ୍ରଜାକୋର୍ଟରେ ୧ ଲକ୍ଷ ଜରିମାନା

ସଜନାଗଡ଼,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ତେଲିପାଳ ପଞ୍ଚାୟତ ପୁଟିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରିଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯିବା ସହ ପ୍ରଜାକୋର୍ଟରେ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri