ରାଜ୍ୟ

‘ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି’

ଭୁବନେଶ୍ୱର, ୫। ୧୦(ବ୍ୟୁରୋ): ଦେଶରେ ଏବେ ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି। ଏହି ଡିଲ୍‌ କେବେ ଟଙ୍କା ପାଇଁ ହୁଏ ତ, ଆଉ କେବେ ବିଜ୍ଞାପନ, ସର୍କୁଲେଶନ ପାଇଁ ହୁଏ। ଏହି ଡିଲ୍‌ରେ ସମ୍ପାଦକ କେଉଁଠି ରହୁନାହାନ୍ତି।...

ଯୁକ୍ତ୨ ସ୍ପଟ୍‌ ନାମଲେଖା ପାଇଁ ଗାଇଡ୍‌ଲାଇନ

ଭୁବନେଶ୍ୱର, ୫। ୧୦(ବ୍ୟୁରୋ)- ଯୁକ୍ତ୨ ସ୍ପଟ୍‌ ନାମଲେଖା ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। କେତେ ପିଲା ଚୟନ ହେବେ ଓ ନାମଲେଖା କିପରି ହେବ, ସେ ନେଇ ପ୍ରସ୍ତୁତ ଗାଇଡ୍‌ଲାଇନ ସଂକ୍ରାନ୍ତରେ ଉଚ୍ଚ...

ବିଜେଡି, ଭାଜପାର ଭୋଟ ହାର ବଢ଼ିଲା, କଂଗ୍ରେସ ଖସିଲା

ଭୁବନେଶ୍ୱର,୫। ୧୦(ବ୍ୟୁରୋ):ପିପିଲି ଉପନିର୍ବାଚନ ଫଳାଫଳ ଆସିବାର ଦିନକ ପରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ। ଉପନିର୍ବାଚନରେ ବିଜେଡି ଓ ଭାଜପାର ଭୋଟ ପ୍ରତିଶତ ଗତ ନିର୍ବାଚନ ତୁଳନାରେ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଅମାନତ ହରାଇଛି। ବିଜେଡି ଉପଯୁକ୍ତ ରଣନୀତି ଏବଂ ଦଳୀୟ...

ମିଳିପାରୁନି ଆଗୁଆ ସୂଚନା: ୧୬ ବର୍ଷ ପରେ ବି ଅଧାପନ୍ତରିଆ ଡପ୍‌ଲର ରାଡାର ପ୍ରକଳ୍ପ

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ରାଜ୍ୟର ଆଥିର୍କ ମେରୁଦଣ୍ଡକୁ ଦୁର୍ବଳ କରି ଦେଉଛି। କେତେ ବେଳେ ବାତ୍ୟା ତ ପୁଣି କେବେ ବନ୍ୟା ଓ ମରୁଡ଼ି ସର୍ବନାଶକୁ ଡାକି...

ଶିଳ୍ପ ଲାଗି ଜଳ ବିବାଦ

ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ  ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ଜଳ ବ୍ୟବହାର କରି ଏକାଧିକ ସ୍ଲରିପାଇପ୍‌ ଲାଇନ ପ୍ରକଳ୍ପ ସମେତ...

କନ୍ଧରା, ନନ୍ଦିନିଆ ହେବ ବାଘ କରିଡର

ଢେଙ୍କାନାଳ ଅଫିସ,୫ା୧୦ ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡ ବାଘ କରିଡର ଢେଙ୍କାନାଳ ଜିଲାକୁ ସମ୍ପ୍ରସାରିତ ହେବ। ଢେଙ୍କାନାଳ ଜିଲା ବନଖଣ୍ଡ ଅଧୀନରେ ଥିବା ହିନ୍ଦୋଳ ରେଞ୍ଜ୍‌ର କନ୍ଧରା ଓ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଏହି କରିଡରରେ ଅନ୍ତର୍ଭୁକ୍ତ କରିବା ପାଇଁ...

ଗାନ୍ଧୀ ମାର୍ଗରେ ହେଉ ଗାନ୍ଧୀ ଭବନ

ଅନୁଗୋଳ ଅଫିସ, ୫ା୧୦ ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ଅନୁଗୋଳର ଗାନ୍ଧୀ ମାର୍ଗ (୧୯୩୪ର ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ରାସ୍ତା)। ସେତେବେଳେ ଏହି ପଥରେ ପଡ଼ିଥିଲା ମହାତ୍ମାଙ୍କ ପାଦ। ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରି ବାପୁ ଯାଇଥିଲେ...

୩୫ ବର୍ଷରେ ଚୋରି କରିଥିଲେ ୫ କୋଟି ଟଙ୍କା

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଚୋରି କରିବା ଥିଲା ନିଶା, ଆଉ ପେସା। ବାରମ୍ବାର ଚୋରି କରି ଗିରଫ ହେଉଥିଲେ, ଜେଲ ବି ଯାଉଥିଲେ। ହେଲେ ଜେଲରୁ ବାହାରିବା ପରେ ପୁଣି ସେହି ଧନ୍ଦା ଜାରି ରଖୁଥିଲେ। ଦୀର୍ଘ ୩୫ ବର୍ଷ ଧରି ଓଡ଼ିଶା...

ଏବେ ବି ଝିଅ ନିଖୋଜ

ସମ୍ବଲପୁର,୪ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡ଼ା ମହିଳା ଘାଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଅଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଭାସିଯାଇଥିଲେ। ସେମାନେ ହେଲେ ଧନୁପାଲି ଥାନା ପେନସନ୍‌ପଡ଼ାର ବାପା ମହମ୍ମଦ ଅଲତାଫ...

ବନ୍ଧା ହେଲେ ସିଡିପିଓ

ଲାଞ୍ଜିଗଡ଼/ଭବାନୀପାଟଣା, ୪।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସିଡିପିଓ (ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ) ମୀନା କୁମାରୀ ପାତ୍ର ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ସିଡିପିଓ ମୀନା...

ପ୍ଲାଷ୍ଟିକ ପାଣି ଟବ୍‌ରେ ପଡ଼ିଗଲେ ୯ ମାସର ଶିଶୁ

ନବରଙ୍ଗପୁର,୪।୧୦: ଖେଳୁଥିଲେ ଭାଇ ଭଉଣୀ। କିନ୍ତୁ ଛପି ବସିଥିଲା ମୃତ୍ୟୁ। ଖେଳିବାବେଳେ ଏକ ପ୍ଲାଷ୍ଟିକ ପାଣି କୁଣ୍ଡରେ ପଡ଼ିଯିବାରୁ ଜଣେ ୯ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ ହେଲେ ନବରଙ୍ଗପୁର ଥାନା ଅଧୀନ ବଡ଼ଡାଇଭଟ୍ଟା ଗ୍ରାମର ଯୁଗଳ ଭତରାଙ୍କ ପୁଅ...

ବାପା, ଝିଅ ନିଖୋଜ

ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ପୁଅଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପୁଅଙ୍କୁ ଜିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri