ରାଜ୍ୟ

୩ ପୋଲିସ ଅଧିକାରୀଙ୍କ ସମେତ ଡ୍ରାଇଭର ମୃତ

ବ୍ରହ୍ମପୁର ଅଫିସ,୨୪।୮: ଆନ୍ଧ୍ରପ୍ରଦେଶ ପଲାସା ସୁମାଦେବୀ ଜଙ୍କ୍‌ସନ ନିଟକ ଜାତୀୟ ରାଜପଥରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୩ ଅଧିକାରୀ ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଲାସା...

କରୋନାରେ ବଢ଼ିଛି ସ୍ନାୟୁ ରୋଗ

ଏସ୍‌ସିବି ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ମୁଖ୍ୟ ଡା. ଅଶୋକ ମଲ୍ଲିକ ଓଡ଼ିଶାରେ ଜଣେ ଦକ୍ଷ ଓ ଲୋକପ୍ରିୟ ଡାକ୍ତର ଭାବେ ଜଣାଶୁଣା। କଟକ ଜିଲା ଟାଙ୍ଗୀ ବ୍ଲକ୍‌ ଟିକିରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା...

ସୁଯୋଗ ଦେଲେ ପିଲା ଇତିହାସ ସୃଷ୍ଟି କରିିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଶେରଗଡ଼ ବ୍ଲକର ୫ ସ୍କୁଲ ଓ ହିଞ୍ଜିଳି ବ୍ଲକର ୫ ସ୍କୁଲ ଲୋକାର୍ପିତ ହୋଇଛି। ଏଗୁଡ଼ିକ ହେଉଛି,...

ପିଏମ୍‌ଏଫ୍‌ବିୱାଇ ରାଶି ମିଳୁନି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ର ସୁଫଳ ରାଜ୍ୟର ଚାଷୀଙ୍କୁ ମିଳୁନାହିଁ। ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କ ପ୍ରିମିୟମ ପଇସା ନେଇ ମାଲାମାଲ ହେଉଛନ୍ତି। ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ...

ଅଦରକାରୀ ସାମଗ୍ରୀରେ କୃଷି ଯନ୍ତ୍ରପାତି

ଛେଣ୍ଡିପଦା,୨୪।୮(ଅଜିତ ଧଳ) ଅର୍ଥ ଅଭାବ ଚାଷ କାର୍ଯ୍ୟରେ ବାଧକ ସାଜୁଥିଲା। ଜମି ଚଷିବାକୁ ବଳଦ ନ ଥିଲା। ଟଙ୍କା ଦେଇ ଟ୍ରାକ୍ଟରରେ ହଳ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। କିନ୍ତୁ ନିଜ ଜମିରେ ଫସଲ ଫଳାଇବାର...

ବର୍ଷା ହେଲେ ବଞ୍ଚିବ

ଆଠମଲ୍ଲିକ,୨୪ା୮(ଡି.ଏନ.ଏ.) ଆଷାଢ଼ରେ ହୋଇଥିଲା ନିଅଣ୍ଟିଆ ବର୍ଷା। ତଥାପି ଶ୍ରାବଣକୁ ଆଶା ରଖି ଚାଷୀ ବଢ଼ିଥିଲେ ଆଗକୁ। ରୁଆ ବେଉଷଣ କାର୍ଯ୍ୟ ପ୍ରାୟ ଏକ ତୃତୀୟାଂଶ ଶେଷ ହୋଇଯାଇଥିଲା। ଭଲ କରି ଅସରାଏ କି ଦୁଇ ଅସରା ବର୍ଷା ହୋଇଥିଲେ, ବାକି...

ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ସେ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୨୬ରେ ଭାଗବତ ପୁରୀରେ...

ବାପା ଧାର ଟଙ୍କା ନ ଦେବାରୁ ପୁଅଙ୍କୁ ଅପହରଣ

ବୁଗୁଡ଼ା,୨୩ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତରପଡ଼ା ଗ୍ରାମରେ ବାପା ଧାର ଟଙ୍କା ନ ଦେବାରୁ ତାଙ୍କର ଜଣେ ନାବାଳକ ପୁଅଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ସୋମବାର ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ରାଉରକେଲା ପୋଲିସ

ରାଉରକେଲା ଅଫିସ୍‌, ୨୩।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ସୋମବାର ଅଟକାଇଛି। ଫଳରେ ଅଞ୍ଜଳି ରାଜଗାଙ୍ଗପୁରରେ ଏକ ଜନଶୁଣାଣି କାର୍ଯ୍ୟକ୍ରମକୁ ଯାଇ ପାରିନାହାନ୍ତି। ସୂଚନା ଅନୁସାରେ, ଡାଲମିଆ ସିମେଣ୍ଟ ଖାଦାନ ସମ୍ପ୍ରସାରଣ...

୭ ବର୍ଷ ପରେ ଧରାପଡ଼ିଲେ ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ

କଟକ ଅଫିସ,୨୩।୮: କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏନେଇ ସୋମବାର ଡିସିପି କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ପୋଲିସ୍‌ କମିଶନର(ସିପି) ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା...

ସେପ୍ଟେମ୍ବରରେ ତୃତୀୟ ଲହର: ଅକ୍ଟୋବରରେ ଆସିବ ପିକ୍‌କୁ

ଭୁବନେଶ୍ୱର,୨୩।୮(ବ୍ୟୁରୋ): କରୋନା ତୃତୀୟ ଲହର ଆକଳନ ଅନୁସାରେ ସେପ୍ଟେମ୍ବରରେ ଆସିବ। ହେଲେ ଅକ୍ଟୋବରରେ ଏହା ପିକ୍‌କୁ ଆସିବ। ବିଶେଷକରି ଏଥିରେ ଶିଶୁମାନେ ଆକ୍ରାନ୍ତ ହୋଇପାରନ୍ତି। ୧୦୦ରେ ୨୩ ପିଲା ଆକ୍ରାନ୍ତ ହୋଇପାରନ୍ତି ବୋଲି ଆକଳନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏବିଇଓ

ବଲାଙ୍ଗୀର ଅଫିସ,୨୩।୮: ବଲାଙ୍ଗୀର ଜିଲା ମୁରିବାହାଲ ଏବିଇଓ ଦେବରାଜ ଦାସ ସୋମବାର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ବିଭାଗୀୟ ପ୍ରୋସିଡିଂ ବନ୍ଦ କରିବା ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri