ରାଜ୍ୟ

ଭଡାଟିଆ ମହିଳାଙ୍କୁ ମାଡ଼ ମାରି ଘରେ ତାଲା ପକାଇ ଦେଲେ ମାଲିକ, ଆଉ ତା’ପରେ

ନୀଳଗିରି,୨୬।୮ବାଲେଶ୍ୱର ଜିଲା ନୀଳଗିର ଅଞ୍ଚଳରୁ ଏକ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭଡାରେ ରହୁଥିବା ଜଣେ ମହିଳାଙ୍କୁ ଘର ମାଲିକ ମାଡ଼ ମାରି ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ...

ଚିକିଟି ମଦମୃତ୍ୟୁ ମାମଲା: ଫେରାର ଥିବା ଆଉ ଜଣେ ଅଭିଯୁକ୍ତ ଗିରଫ

ଚିକିଟି,୨୬ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇଛି। ସେ...

ପାଣ୍ଡିଆନଙ୍କ ଶଳା ପରିଚୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ

ମାଲକାନଗିରି,୨୬ା୮: ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା ହୋଇଥିବା ବେଳେ ଏଠି ବେକାରି ସଂଖ୍ୟା ଅଧିକ ରହିଛି। ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଆଶା କରିଥିଲେ ମଧ୍ୟ ସୁଯୋଗ ନ ପାଇ ଦଲାଲଙ୍କ ଶିକାର ହୋଇ ପରେ ଅନୁତାପ କରୁଛନ୍ତି।...

ସମ୍ପତ୍ତି ଭାଗ ନ ହେବାରୁ ବାପାଙ୍କୁ କାନ୍ଧ ଦେଲାନି ପୁଅ

ଭଦ୍ରକ, ୨୬।୮(ସନାତନ ରାଉତ ): ବାପା ସମ୍ପତ୍ତି ଭାଗ ନ ହେବାରୁ କାନ୍ଧ ଦେଲାନି ପୁଅ l ଶେଷରେ ବଡବାପା ପୁଅ ଓ ଗାଁ ଲୋକଙ୍କୁ ସାଥୀରେ ନେଇ ଅନ୍ତିମ ସତ୍କାର କରିଛନ୍ତି ଝିଅ l ଏପରି ଏକ ଅଭାବନୀୟ...

ଛେଳି, ଗୋରୁପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

କୋରାପୁଟ,୨୬।୮: କୋରାପୁଟ ଜିଲା ଭେଜା ଷ୍ଟେସନ ନିକଟରେ ସୋମବାର ଏକ ଅଘଟଣ ଘଟିଛି। କେତେକ ଛେଳି ଏବଂ ଗୋରୁପଲ ଟ୍ରେନ୍‌ ଲାଇନ୍‌ ପାରି ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ମାଡ଼ି ଯାଇଥିଲା। ଫଳରେ ଟ୍ରେନ ଧକ୍କାରେ ୧୫ ଛେଳି,...

ଶ୍ରୀକୃଷ୍ଣଙ୍କ ଜନ୍ମ ଜନ୍ମଉତ୍ସବ: ଶ୍ରୀରାଧା ଶ୍ରୀ କୃଷ୍ଣ ବେଶରେ ଛାତ୍ରୀଛାତ୍ର

ପାଟଣା,୨୬।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଓ ତୁରୁମୁଙ୍ଗାସ୍ଥିତ ଶିଶୁ ବିଦ୍ୟାମନ୍ଦିର ସୋମବାର ଶ୍ରୀକୃଷ୍ଣଙ୍କର ଜନ୍ମଉତ୍ସବ ପାଳିତ ହୋଇଯାଇଛି । ତୁରୁମୁଙ୍ଗାରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ...

ସୁଭଦ୍ରା ଯୋଜନା: କେଉଁଠୁ ମିଳିବ ଫର୍ମ, କିପରି କରିବେ ଆବେଦନ, ଜାଣିନିଅନ୍ତୁ…

ଭୁବନେଶ୍ୱର,୨୬।୮: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍‌ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ...

ଚିକେନ ଖାଆନ୍ତୁ ନାହିଁ: ବାର୍ଡ ଫ୍ଲୁ ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬।୮: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବରେ ସାଧାରଣ ଲୋକେ କିଛିଦିନ ଚିକେନ ଖାଇବାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର। ରାଜ୍ୟର ବିଭିନ୍ନ ଜିଲାକୁ...

ଆସିଲା ‘ସୁଭଦ୍ରା’ଗାଇଡଲାଇନ୍‌: ଏତିକି ରହିଛି ବୟସସୀମା, କେଉଁମାନେ ପାଇବେନି, ସମସ୍ତ ସୂଚନା ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର,୨୬।୮: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍‌ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ...

କନଷ୍ଟେବଳଙ୍କ ଉପରକୁ ଗରମ ପାଣି ପକାଇଲେ ହାବିଲଦାର, ପରେ…

ବାରିପଦା,୨୬ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛୋଟପିଲା ମାରପିଟ୍‌ ହେଉଥିବା ଆପଣ ଦେଖିଥିବେ। ମାତ୍ର ଉଚ୍ଚପଦସ୍ଥ କର୍ମଚାରୀଙ୍କ ଏଭଳି ଆଚରଣ ଆପଣ କେବେ ଶୁଣି ନ ଥିବେ କି ଦେଖି ନଥିବେ । ମାରପିଟ ତ ଛାଡ଼ ସିଧା ଗରମ ପାଣି ଉପରେ...

ଓ୍ବାୟନାଡ୍‌ରୁ ବ୍ରହ୍ମପୁର ଫେରିଲା ‘ଷ୍ଟର୍ମ’,

ବ୍ରହ୍ମପୁର,୨୬ା୮(ସୁବାସ ଚନ୍ଦ୍ର ପାଢ଼ୀ): କେରଳର ୱାୟନାଡ୍‌ ଜିଲାରେ ଗତ ଜୁଲାଇ ୩୦ରେ ହୋଇଥିବା ପ୍ରଳୟଙ୍କାରୀ ଭୂସ୍ଖଳନରେ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଯାଇଥିବା ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’ ଫେରିଛି। ସେଠାରେ ସର୍ଚ୍ଚ ଅପରେଶନ ସମୟରେ ଷ୍ଟର୍ମ...

ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବାବୁଙ୍କ ସମ୍ପତ୍ତି କଳାଧନର ହେବ…

ଭୁବନେଶ୍ୱର,୨୬।୮: ଭିଜିଲାନ୍ସ, ଇଡି ବା ଆଇଟିରେ ଧରାପଡୁଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବ। ଏହା ସହ ବାବୁଙ୍କ ସମ୍ପତ୍ତି କଳାଧନ ତଦନ୍ତ ପରିସରଭୁକ୍ତକୁ ନିଆଯିବ। ଧରା ପଡୁଥିବା ଅଫିସରଙ୍କ ସମ୍ପତ୍ତି କଳାଧନ ତଦନ୍ତ ପରିସରଭୁକ୍ତ କରାଯାଇ କଳାଧନ ତଦନ୍ତହେବ। ଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri