ରାଜ୍ୟ

୧ କୋଟି ସଦସ୍ୟ ସଂଗ୍ରହ କରିବ ଭାଜପା: ମନମୋହନ

ଭୁବନେଶ୍ୱର,୨୦।୮(ଅନିଲଦାସ): ଭାଜପା ସେପ୍ଟେମ୍ବର ୧ ତାରିଖରୁ ରାଷ୍ଟ୍ରୀୟ ସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଓଡ଼ିଶାରେ...

ବିଜେଡି ଛାଡ଼ିଥିଲେ : ଏବେ ଫେରାଇ ଆଣିବାକୁ…

ବରୀ,୨୦।୮(ମହେନ୍ଦ୍ର ସ୍ବାଇଁ): ବରୀ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ ବିଜେଡିରେ ଥିଲେ ବି ସମାନ୍ତରଳ ଭାବେ ନିଜର ପ୍ରାର୍ଥୀ ଦେଇଥିଲେ। ମାତ୍ର ମଲିକଙ୍କ ସାଙ୍ଗଠନିକ ଦକ୍ଷତା...

ସଂରକ୍ଷିତ ହେବ ‘ରାମୁ’ ହାତୀର କଙ୍କାଳ

ଭୁବନେଶ୍ୱର, ୨୦।୮(ଅସମାପିକା ସାହୁ)- ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଏନେଇ...

ଆଳୁ ପରେ ପରେ ଗ୍ରାହକଙ୍କୁ ପିଆଜ ଚିନ୍ତା, ହୁ ହୁ ହୋଇ ବଢୁଛି ଦର

ଭୁବନେଶ୍ୱର, ୨୦।୮: ଆଳୁ ପରେ ପରେ ଗ୍ରାହକଙ୍କୁ ଏବେ ଆଉ ଏକ ଝଟକା। ଆଳୁ ଦର କମୁନଥିବା ବେଳେ ଏବେ ପିଆଜ ରେଟ ହୁ ହୁ ହୋଇ ବଢିବାରେ ଲାଗିଛି। ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି। ଫଳରେ...

ଗଞ୍ଜାମରେ ଅଘଟଣ: ଦେଶୀ ମଦ ପିଇ ୧୫ ଅସୁସ୍ଥ

ବ୍ରହ୍ମପୁର,୨୦।୮: ଗଞ୍ଜାମ ଜିଲା ଚିକିଟି କରବାଲୁଆ ଏବଂ ଜେନା ସାହି ଅଞ୍ଚଳରେ ଏକ ଅଘଟଣ ଘଟିଛି। ଦେଶୀ ମଦ ପିଇ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ...

ଓଲଟିଲା ଯାତ୍ରୀବାହୀ ବସ୍‌: ୧୨ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ରେଲୱେ ଗେଟ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡିଛି। ଫଳରେ ବସ୍‌ରେ ଥିବା ୧୨ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି l ଆହତଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି...

ସାକ୍ଷୀଗୋପାଳ ମନ୍ଦିର ଝୁଲଣ କୁଞ୍ଜରେ ଜୋତାପିନ୍ଧା ମୂର୍ତ୍ତି

ସାକ୍ଷୀଗୋପାଳ,୨୦।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ରବିବାର ପରମ୍ପରା କ୍ରମେ ଗହ୍ମାପୂର୍ଣ୍ଣିମା ପର୍ବ ଓ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବର୍ଜ୍ୟବସ୍ତୁ ଫାଇବରରେ ନିର୍ମିତ ଜୋତା ପିନ୍ଧିଥିବା ଭୀମ ଓ ଦୁଃଶାସନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି।...

ଜଗା ହାତରେ ରାଖୀ ବାନ୍ଧିଲା ଭଉଣୀ

ଫୁଲବାଣୀ,୨୦।୮(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଅଲଗା ଶିଶୁ ଜଗାର ଚିକିତ୍ସା ଚାଲିଛି। ସୋମବାର ମେଡିକାଲରେ ଜଗା ରକ୍ଷା ବନ୍ଧନ ଉତ୍ସବ ପାଳିଛି। ନିଜ ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ ବାନ୍ଧି...

ନଗଡ଼ା ପାର୍ଶ୍ୱ ଗ୍ରାମରେ ଅତିଶୟ ଅପପୁଷ୍ଟି

ଯାଜପୁର,୨୦।୮(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଖଣି ଓ ଶିଳ୍ପସମୃଦ୍ଧ ହୋଇଥିଲେ ମଧ୍ୟ ଭୋକର ଭୂଗୋଳ ତାଲିକାରୁ ହଟିପାରୁନାହିଁ। ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାରେ ଶିକାର ହୋଇ ଶିଶୁମାନଙ୍କ ମୃତ୍ୟୁ ହେବା ଘଟଣା ଦେଶ ବିଦେଶରେ ଚର୍ଚ୍ଚା ହୋଇଥିଲା। ଏହି ଘଟଣାର ୮...

ପିଜି ନାମଲେଖା: ଆଜି ପ୍ରଥମ ମେଧାତାଲିକା

ଭୁବନେଶ୍ୱର,୨୦।୮(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୨୧ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ...

ଜୁଏଲ୍‌ ଓରାମ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୨୦।୮(ପି.ଟି.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ସୋମବାର ରାତି ୯ଟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏମ୍ସର ନୂଆ ପ୍ରାଇଭେଟ୍‌ ଓ୍ବାର୍ଡରେ ସେ ପଲ୍‌ମୋନାରି ମେଡିସିନ ବିଭାଗ ମୁଖ୍ୟ ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ତାଙ୍କ...

ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ୱର,୨୦।୮(ଅନିଲ ଦାସ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାର ଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଶେଷ ହେବ। ସେପ୍ଟେମ୍ବର ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ ହେବ। ଏହି ଅଧିବେଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri