ରାଜ୍ୟ

ଭାଜପା ନେତାଙ୍କ ବିସ୍ଫୋରକ ବୟାନ, ବହୁ ବିଜେଡି ନେତା ଅଛନ୍ତି ଯୋଗାଯୋଗରେ…

ଭୁବନେଶ୍ୱର,୫।୮: ଭାଜପା ନେତାଙ୍କର ବିସ୍ଫୋରକ ବୟାନ। ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଏପରି ବଡ଼ ବୟାନ ଦେଇଛନ୍ତି ପାଲଲହଡା ଭାଜପା ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା...

ଶ୍ବଶୁର କାଟିଦେଲେ ବୋହୂର ନାକ, ପୂରାଘଟଣା ଜାଣିଲେ…

ଆଠଗଡ଼,୫।୮: ବୋହୂର ନାକ କାଟିଦେଲେ ଶ୍ବଶୁର। ଶ୍ବଶୁରଙ୍କ ଛୁରାମାଡ଼ରେ ବୋହୂର ନାକ କଟିଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ଗୁରୁଡିଝାଟିଆ ଥାନା ଗୋବରା ଗାଁରେ। ପାରିବାରିକ କଳହରୁ ଶ୍ବଶୁର ଛୁରାମାଡ଼ କରିଥିବା ସୂଚନାମିଳିଛି। ଖବରପାଇ...

ଚାହିଦା ପୂରା କରିପାରିଲାନି ୟୁପି! ପୁଣି ଏହି ରାଜ୍ୟରୁ ଆସିବ ଆଳୁ

ଭୁବନେଶ୍ୱର,୫୧୮: ଓଡ଼ିଶାରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ପୁଣି ଏକ ରାଜ୍ୟରୁ ଆଳୁ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏବେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପରେ ଅନ୍ୟ ଏକ ରାଜ୍ୟରୁ ଆଳୁ ଆସିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି...

ଦୁଃଖ ଜଣାଇବାକୁ ଆସିଛନ୍ତି ଶତାଧିକ ଲୋକ, ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ତଥା ଦୁଃଖ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ।...

ଆଜି ଆସିବ ରତ୍ନଭଣ୍ଡାରର ବଡ଼ ନିଷ୍ପତ୍ତି

ପୁରୀ,୫ା୮: ରତ୍ନଭଣ୍ଡାରର ମରାମତି ପାଇଁ ସୋମବାର ବାଜିପାରେ ମୋହର। ଏନେଇ ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକ ବସିବ। ଆଜିର ଏହି ବୈଠକ ପରେ ଚୂଡ଼ାନ୍ତ ରୂପରେଖ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିବ। ରତ୍ନ ସ୍ଥାନାନ୍ତର ପରେ ମରାମତି...

ଭକ୍ତଙ୍କ ସେବାରେ ଲାଗୁନି ୩୫ ଇ-ବସ୍‌

ପୁରୀ,୫ା୮(ଅଜିତ୍‌ କୁମାର ମହାନ୍ତି): କଥାରେ ଅଛି ‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’। ତାହାର ଏକ ଉଦାହରଣ ପୁରୀରେ ଦେଖିବାକୁ ମିଳିଛି। ଭାରତର ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିଦିନ ଦେଶ...

କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ୩ ବରିଷ୍ଠ IPS ଙ୍କୁ ଗଲା ଚିଠି

ଭୁବନେଶ୍ୱର,୫।୮: ରାଜ୍ୟରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହିତ ଶେଷ ହୋଇଛି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି। ଏଥିପାଇଁ ଖୋଦ ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ପୋଲିସକୁ ପ୍ରଶଂସା କରିଛନ୍ତି। ତେବେ ଏହାରି ଭିତରେ ମୋହନ ମାଝି ସରକାର ପୋଲିସ ମହାନିର୍ଦ୍ଦେଶକ...

ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର,୫।୮: ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏହାକୁ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଏକ ବିସ୍ଫୋରକ ମନ୍ତବ୍ୟ ନେଇଛନ୍ତି। ମମତା ମହନ୍ତ ଦଳ ଛାଡିବା ଏକ ଟ୍ରେଲର ଥିଲା, ଆଗକୁ...

ଚାପିଦେଲା ଟ୍ରକ୍‌, ଚାଲିଗଲା ବାପା-ପୁଅଙ୍କ ସହ ୩ ଜୀବନ

କେନ୍ଦୁଝର,୫ା୮: କେନ୍ଦୁଝର ଜିଲାର ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା-ପୁଅଙ୍କ ସହିତ ପଡ଼ୋଶୀ ଘରର ପିଲା ଏକ ବାଇକ୍‌ରେ ସ୍କୁଲ ଯାଉଥିବା ସମୟରେ ଟ୍ରକ୍‌ ଚାପି ଦେଇଥିଲା। ଫଳରେ...

ଖୋଲୁଛି ସତ୍ୟଜିତଙ୍କ ପ୍ରେମପେଡ଼ି, ୪୯ ମହିଳାଙ୍କ ମଧ୍ୟରୁ ୧୧ ଜଣଙ୍କ ସହ ଯୋଗାଯୋଗ କଲା ପୋଲିସ

ଭୁବନେଶ୍ୱର,୫ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବିବାହ ଏଗ୍ରିମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା, ଗାଡି ଆଦି ଠକି ନେଇଥିବା ୫ ମହିଳାଙ୍କ ସ୍ବାମୀ ସତ୍ୟଜିତ୍‌ ସାମଲ ଏବେ ଜେଲରେ ଦିନ ଗଣୁଛନ୍ତି। ତାଙ୍କୁ ଜେଲ ପଠାଇବା ପରେ କମିଶନରେଟ...

ପଟ ପରିବର୍ତ୍ତନ ଆଡ଼କୁ ମୟୂରଭଞ୍ଜ ରାଜନୀତି

ବାରିପଦା,୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାକୁ ମଧ୍ୟ ଭାଜପା ସମ୍ପୂର୍ଣ୍ଣ ଦଖଲ କରିଛି। ଜିଲାରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଥିବା ବେଳେ ଏବେ ପଟ୍ଟ ପରିର୍ତ୍ତନର ପବନ ବହିବାରେ ଲାଗିଛି।...

ବାରବାଟୀର ରୂପାନ୍ତରୀକରଣ ନେଇ ସରକାର ସ୍ପଷ୍ଟ କରନ୍ତୁ: ସୁବାସ ସିଂ

କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମର ରୂପାନ୍ତରୀକରଣ ହେବ କି ନାହିଁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। କଟକ ଗଡ଼ଖାଇସ୍ଥିତ ରେସିଡେଣ୍ଡଣ୍ଟଠାରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri