ରାଜ୍ୟ

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ। ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର ବିକାଶ ହେବା ଭଳି କିଛି ନଥିବା କହି ସମାଲୋଚନା କରିଥିଲେ । ଅନ୍ୟପକ୍ଷେ...

ସୁଭଦ୍ରା ଯୋଜନା ଶୁଭାରମ୍ଭକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ: ଆବେଦନ ପ୍ରକ୍ରିୟା ହେବ…

ଭୁବନେଶ୍ୱର,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି। ବଜେଟ୍‌ରେ...

ଆଳୁ ଦର ବଢିବା ନେଇ ବଡ଼ ନିଷ୍ପତ୍ତି ନେଲେ ନବୀନ, ଲେଖିଲେ ଚିଠି…

ଭୁବନେଶ୍ୱର,୨୬।୭: ଆଳୁ ସଙ୍କଟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚିଠିରେ ନବୀନ କହିଛନ୍ତି, ଆଳୁର ଅଭାବୀ ଯୋଗୁଁ ଓଡ଼ିଶାରେ ଦର ବଢ଼ିଛି। ଦର ବୃଦ୍ଧି ଯୋଗୁଁ ରାଜ୍ୟବାସୀ ସମସ୍ୟା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଖବରଦାତା, ସର୍ବଜନ କଲ୍ୟାଣକାରୀ ବଜେଟ ପାଇଁ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର,୨୬।୭: ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ତାଙ୍କ ପ୍ରକୋଷ୍ଠରେ ଖବରଦାତାମାନେ ଭେଟିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ...

କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା! କ୍ଲିଅର କଲେ ତାରା

ଭୁବନେଶ୍ୱର,୨୬।୭: ଚଳିତ ନିର୍ବାଚନରେ ଆପାତତଃ ଭଲ କରିଥିଲେ ମଧ୍ୟ ଏବେ ବି ବହୁ ପଛରେ ପଡିଛି କଂଗ୍ରେସ । ନିର୍ବାଚନ ସରିବାର ମାସେ ପରେ ବି ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ସ୍ଥିତିରେ ଗତି କରୁଛି। ବିଧାନସଭା ଦିନକ ପୂର୍ବରୁ ଓଡିଶା...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଧର୍ମଘଟ ସହ ଆନ୍ଦୋଳନ ନେଇ...

ଆଳୁ ଗାଡ଼ି ଫେରିଯିବା ପରେ ମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ: ୩୨ ଟଙ୍କାରୁ ଅଧିକରେ ବିକିଲେ…

ଭୁବନେଶ୍ୱର,୨୬।୭: ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ।...

୨ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ୨ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଦୁଇଟି ନୂଆ ପ୍ରକଳ୍ପ ହେଉଛି ଇଏସଆଇ ହସ୍ପିଟାଲ। କେନ୍ଦୁଝର ଓ ସୋନପୂର ସହରରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ...

ବଙ୍ଗୋପସାଗରରେ ଆଉ ଲଘୁଚାପ ସୃଷ୍ଟି: ୧୩ ଜିଲାକୁ ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର,୨୬।୭: ଲଘୁଚାପ ନେଇ ୧୩ ଜିଲାକୁୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖି ସର୍ତକ କରାଇଛନ୍ତି। ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ । ଉତ୍ତର ଓଡ଼ିଶା ସହ ୧୩ ଜିଲାକୁ ସଜାଗ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ...

ରଥଯାତ୍ରା ମହାବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ: କହିଲେ…

ଭୁବନେଶ୍ୱର,୨୬।୭: ବିଧାନସଭାରେ ରଥଯାତ୍ରାର ନୀତିରେ ମହାବିଭ୍ରାଟ ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କଦମଙ୍କ ଦ୍ୱାରା ମୁଲତବୀ ପ୍ରସ୍ତାବ ଆସିଛି। ଏହାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି, ଏହାହା ସମ୍ପୂର୍ଣ ନିରାଧାର, ମିଥ୍ୟାଚାର ଏବଂ କପୋଳକଳ୍ପି...

ମଧୁମିତାଙ୍କ ମୃତ୍ୟୁ ମାମଲା: ଯେଉଁ ଦୁଇ ଯୁବତୀଙ୍କୁ ନେଇ ପରିବାରରେ ଉଠିଥିଲା ଝଡ଼,  ଏବେ ପୋଲିସକୁ କରିବେ ସାମ୍ନା

ଭୁବନେଶ୍ବର,୨୬।୭: ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି।  ତେବେ ମୃତ୍ୟୁ ପୂର୍ବରୁ  ମଧୁମିତା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ତାଙ୍କ ଶେଷ ଭିଡିଓ  ପୋଲିସକୁ ତଦନ୍ତରେ ଅନେକ ସାହାଯ୍ୟ କରିବ। ମୃତ୍ୟୁ ପୂର୍ବରୁ ମଧୁମିତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri