ରାଜ୍ୟ

ଜାପାନରେ ଚମକିଲେ କଳାହାଣ୍ଡି ପୁଅ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ଜାପାନରେ ଚମକିଛନ୍ତି କଳାହାଣ୍ଡିର ପୁଅ ଅନିରୁଦ୍ଧ ନାଏକ। ଜାପାନର କାଇଟୋ ସାଙ୍ଗିଓ ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିକାଲ ସୋସାଇଟି (ଜେଏସ୍‌ଏସ୍‌)ର ଶହେ ବର୍ଷ ପୂର୍ତ୍ତି ବାର୍ଷିକ ସମ୍ମିଳନୀରେ ଯୋଗଦେଇ ‘ବିୟୁଣ୍ଡ ୟୁରୋସେଣ୍ଟ୍ରାଇଜିମ’ ଭାରତର ଲେନ୍ସ ମାଧ୍ୟମରେ ଗ୍ଲୋବାଲ ସୋସୋଲୋଜି...

ରାସ୍ତାରେ ଖଞ୍ଜିଥିଲେ ୧୦ କେଜି ଶକ୍ତିଶାଳୀ ଆଇଇଡି ବୋମା: ଆଉ ତା’ପରେ…

ମାଲକାନଗିରି,୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ସୁରକ୍ଷା ବାହିନୀ ୪ ଆଇଇଡି ବୋମା ଠାବ କରି ନିଷ୍କ୍ରିୟ କରିଛନ୍ତି। ପ୍ରଥମଥର ପାଇଁ ମାଓବାଦୀମାନେ ୧୦ କି.ଗ୍ରା. ଶକ୍ତିଶାଳୀ ଆଇଇଡି ବୋମା ଲଗାଇଥିଲେ। ବିଜାପୁର ଡିଆର୍‌ଜି ବିଡିଏସ୍‌ ମିଳିତ ଭାବେ ଗୋରନା,...

ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ସୂଚନାଦାତା ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି,୨।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ରବିବାର ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ବିଜାପୁର ଜିଲା ଭୈରମଗଡ଼ ଥାନା ତାଲେର ଗ୍ରାମ ନିବାସୀ କୁମ୍ମେଶ କୁ୍‌ଜାମ। ଅନ୍ୟପକ୍ଷେ ମାଓବାଦୀମାନେ ମୃତଦେହକୁ ଚିହିକା-ଚିଣ୍ଡୋତି ରାସ୍ତାରେ ଫିଙ୍ଗିଦେଇଥିଲେ। ଘଟଣାସ୍ଥଳରୁ...

ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ 

କୋରାପୁଟ/ନାରାୟଣପାଟଣା,୨ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): ଦିନ ମଜୁରୀ କରି ସଞ୍ଚିତ ଟଙ୍କାକୁ ମାଟି ତଳେ ପୋତି ରଖିଥିଲେ ବାପା। ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ତାଙ୍କ କହିବା ମୁତାବକ୍‌ ମାଟି ଖୋଳିବା ପରେ ପ୍ରାୟ ୩୩ ହଜାର ଟଙ୍କା ବାହାରିଛି।...

ଏକାଠି ହୋଇ ପୁରୀ ଯିବେ ସମସ୍ତ ଦଳର ବିଧାୟକ

ଭୁବନେଶ୍ୱର,୨।୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ବିଧାୟକମାନେ ମଧ୍ୟାହ୍ନ...

ରାଜ୍ୟରେ ଖାଲି ପଡିଛି ହଜାର ହଜାର ଡାକ୍ତର-ପୋଲିସ ପଦବୀ; ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୧: ରାଜ୍ୟରେ ରହିଛି ଉତ୍କଟ ସ୍ଥିତିରେ ରହିଛି ଡାକ୍ତର ଏବଂ ପୋଲିସ କର୍ମୀଙ୍କ ଅଭାବ। ବିଭିନ୍ନ ଜିଲାରେ ହଜାର ହଜାର ସଂଖ୍ୟାରେ ପଦବୀ ଖାଲି ପଡିଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର...

ଜିଦ୍‌ରେ ଅଟଳ ଦିଦି, ଆଳୁ ରପ୍ତାନିକୁ ନା: ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ

ଭୋଗରାଇ, ୨।୧୨(ପ୍ରଦୀପ ଦାସ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ...

ଯାତ୍ରାରେ ବଢୁଛି ଅଶ୍ଳୀଳତା, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ

ଭୁବନେଶ୍ୱର,୨।୧୧: ରାଜ୍ୟରେ ବିଭିନ୍ନ ଯାତ୍ରା ପାର୍ଟି ପକ୍ଷରୁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କୁ ଡାକି ନଚାଉଛନ୍ତି। କିନ୍ତୁ କିଛି ସ୍ଥାନରେ ଦେଖିବାକୁ ମିଳୁଛି କି କଳାକାରମାନେ ଉନ୍ମୁକ୍ତ ନାଚ ପ୍ରଦର୍ଶନ କରି ଅଶ୍ଲୀଳତାର ସୀମା ପାର କରୁଛନ୍ତି।...

ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ

ନବରଙ୍ଗପୁର,୨।୧୧(ସଦାଶିବ ପ୍ରହରାଜ): ଜଜ୍‌ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍‌ରେ ଥାଇ ଦୁହେଁ କୋର୍ଟରେ ହାଜର ହୋଇଥିଲେ। ତେବେ ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ...

ଘନଉଛି ଆଳୁ ସଙ୍କଟ: ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ବ୍ରହ୍ମପୁର,୨।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଆଳୁ ସଙ୍କଟ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର କିଛି ଦିନ ବ୍ୟବଧାନ ପରେ ପୁଣି ଆଳୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏପଟେ ରାଜ୍ୟରେ ଗଚ୍ଛିତ ଆଳୁ ସରି ଆସୁଛି। ଏହାର ଫାଇଦା ନେଇ...

ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିବା ବେଳେ ଗଣବଳାତ୍କାରର ଶିକାର ହେଲେ ନାବାଳିକା

କୁଚିଣ୍ଡା,୧ା୧୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।...

ଯାତ୍ରୀଙ୍କୁ ନେଇ ଯାଉଥିଲା ଲକ୍ଷ୍ମୀବସ୍‌, ପଶିଗଲା ଜଙ୍ଗଲ ଭିତରେ…

ନିରାକାରପୁର,୧ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ସୋମବାର ଗୋଟେ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବସ୍‌। ପ୍ରକାଶ ଯେ, ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲା କାମାଗୁରୁ ପଞ୍ଚାୟତରେ ଥିବା ଏକ କଲେଜ ପାଖରେ ଟାଙ୍କୋଳରୁ କାମାଗୁରୁ ଅଭିମୁଖେ ମହିଳା ପାସେଞ୍ଜରଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri