ରାଜ୍ୟ

ଆଇଏଏସ୍‌ ଉଷା ପାଢୀଙ୍କ ନାଁ ନେଇ କରୁଥିଲେ ଏମିତି ମେସଜ, ପରେ…

ଭୁବନେଶ୍ୱର,୨୧।୭: ଆଇଏଏସ୍‌ ଅଧିକାରୀ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ନାଁରେ ଫେକ୍‌ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ୍‌। ଏନେଇ ଆଇଏଏସ୍‌ ପାଢ଼ୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।...

ସର୍ବଦଳୀୟ ବୈଠକରେ କାହିଁକି ଆସିଲାନି କଂଗ୍ରେସ? ବିସ୍ଫୋରକ ବୟାନ ଦେଲେ ତାରା

ଭୁବନେଶ୍ୱର,୨୧।୭: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ...

ସର୍ବଦଳୀୟ ବୈଠକ ଡାକିଲେ ସରକାର, ଆସିଲାନି କଂଗ୍ରେସ

ଭୁବନେଶ୍ୱର,୨୧।୭: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ...

କ୍ରୀଡା ପୁରସ୍କାର ନାଁ ବଦଳେଇବା ଘଟଣା: ସଫେଇ ଦେଲେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର,୨୧।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି। ତେବେ...

ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ଉପସ୍ଥିତ ହେଲେ…

ଭୁବନେଶ୍ୱର,୨୧।୭: ସପ୍ତଦଶ ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏଥିସହ ବିରୋଧୀଦଳ...

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ ମୋହନ ମାଝି: ଏହି କାମ ପାଇଁ କଲେ ନିମନ୍ତ୍ରଣ

ଭୁବନେଶ୍ୱର,୨୧।୭:ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସ ଯାଇ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ସେ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ସାକ୍ଷାତ ପରେ ନବୀନଙ୍କୁ ବିଧାନସଭାକୁ ସବୁଦିନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ...

ପଞ୍ଚଭୂତରେ ବିଲୀନ ହେଲେ କମଳା ପୂଜାରୀ

ଜୟପୁର,୨୧।୭: ବିଶିଷ୍ଟ ଜୈବିକ କୃଷିବିତ୍‌ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ପାତ୍ରପୁର ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ଜିଲାପାଳ, ଏସ୍‌ପି...

ଦିନକରେ ନିଷ୍ପତ୍ତି ବଦଳାଇଲେ ମୋହନ ସରକାର: କାଲି ଘୋଷଣା, ଆଜି ଓହରିଲେ

ଭୁବନେଶ୍ୱର,୨୧।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି । ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ା...

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା

ପଟ୍ଟାଙ୍ଗି ,୨୧।୭(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟ ଯଥା ଛତିଶଗଡ଼ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଉଗୁଣ୍ଠା ଘାଟିରେ ଦୁଇଟି ଟ୍ରକ ଅଟକି ଘାଟି ଯାମ ହୋଇଛି। ତେବେ ଘଟଣାସ୍ଥଳେ ପୋଲିସ ପହଞ୍ଚି...

ଅବପାତରେ ପରିଣତ ହୋଇ ଦୁର୍ବଳ ହେଲା ଲଘୁଚାପ

ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚିଲିକା ହ୍ରଦ ନିକଟରେ ଅବପାତରେ ପରିଣତ ହୋଇଥିଲା। ଏହା ପୁଣି ରାତିରେ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ଉତ୍ତର ପଶ୍ଚିମ...

ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା

ରାଉରକେଲା, ୨୧ା୭(ଦିନେଶ ମିଶ୍ର): ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ। କିନ୍ତୁ ଏବେ ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି। ସୁନ୍ଦରଗଡ଼ରେ ଥିବା ମହିଳା ‘ଫୁଟ୍‌ବଲ ହଷ୍ଟେଲରେ ପୁରୁଷ’ ଫୁଟ୍‌ବଲ କୋଚଙ୍କୁ ନିଯୁକ୍ତ କରାଯାଇଛି...

ପାଠ ପଢ଼ାଇବାରେ କମ୍‌, ରାଜନୀତିରେ ବେଶି ଧ୍ୟାନ

ଦେବଗଡ଼,୨୧।୭(ଶଶାଙ୍କଶେଖର ଝାଙ୍କର): ଆୟତନରେ ଦେବଗଡ଼ ଏକ ଛୋଟ ଜିଲା ହେଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଜିଲାର ଗୁରୁତ୍ୱ ରହିଛ। ହେଲେ ଜିଲାର ନିର୍ଦ୍ଦିଷ୍ଟ କେତେକ ବିଦ୍ୟାଳୟର କେତେଜଣ ଶିକ୍ଷକଙ୍କ ପାଇଁ ଏହି ଗୁରୁତ୍ୱ କମିଯିବା ସମ୍ଭାବନା ରହିଛି। ଏହି ନିର୍ଦ୍ଦିଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri