ରାଜ୍ୟ

ବିଷ ପିଇଦେଲେ ଶାଳୀ, ଭିଣୋଇ

ବେହେରା, ୪ା୭(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଶାଳୀ ଓ ଭିଣୋଇ ବିଷ ପିଇଥିବା ବେଳେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ଏହି ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ!

ଭୁବନେଶ୍ୱର, ୪।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ...

ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଏହି ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୪।୭: ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୨ ବ୍ୟାଚ ଆଇଏଏସ୍‌ ଗଣେଶ୍ୱର ଜେନାଙ୍କୁ ନିଯୁକ୍ତ ଦିଆଯାଇଛି । ଆଜି ତାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି...

କଂଗ୍ରେରେ ମିଶିଯାଉ ବିଜେଡି : ଏପରି କାହିଁକି କହିଲେ ସପ୍ତଗିରି

ଭୁବନେଶ୍ୱର, ୪।୭: ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ ଏନ୍‌ଡିଏ ସରକାରର ସବୁ ନିଷ୍ପତ୍ତିକୁ ବିଜେଡି ସମର୍ଥନ କରିଆସୁଥିଲା। ହେଲେ ଏବେ ରାଜ୍ୟରେ ୨୧ ଲୋକ ସଭା ଆସନ ମଧ୍ୟରୁ ଗୋଟିଏ ହେଲେ ବି ସିଟ୍‌ ବିଜେଡି ଜାତିପାରିଲା ନାହିଁ।...

ଲାଞ୍ଚ ନେଇ ସହକାରୀ ଆର୍‌ଆଇ ଗିରଫ

କଟକ,୪ା୭(କାର୍ତ୍ତିକ ସାହୁ): ପୁରୀ ତହସିଲ ଅଧୀନ ଚନ୍ଦନପୁର ଆର୍‌ଆଇ ସର୍କଲର ସହକାରୀ ଆର୍‌ଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ମାମଲାରେ ଗୁରୁବାର ଗିରଫ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ୫୧୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ...

ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ୬ରେ…

ଭୁବନେଶ୍ୱର,୪।୭: ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ। ୬ ତାରିଖ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟପଟେ, ୮ରେ ରତ୍ନଭଣ୍ଡାର...

ଇସ୍ତଫା ଦେବେ କି ପିସିସି ସଭାପତି! ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଥିବା ଚର୍ଚ୍ଚା

ଭୁବନେଶ୍ୱର,୪।୭: ବଦଳିବେ କି ପିସିସି ସଭାପତି ? ଜୋର ଧରିଲା ମୁଖିଆ ପରିବର୍ତ୍ତନ ଚର୍ଚ୍ଚା। ଶରତ ପଟ୍ଟନାୟକ ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଥିବା ଆଲୋଚନା ହେଉଛି। ହେଲେ ଏନେଇ ନା କେନ୍ଦ୍ରୀୟ ନେତୃତ୍ୱ କି ନିଜେ ପିସିସି ସ୍ପଷ୍ଟ କିଛି...

୬ରେ ଘୂର୍ଣ୍ଣିବଳୟ: ୫ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୪।୭: ରାଜ୍ୟରେ ୫ଦିନ ଯାଏ ବର୍ଷା ଜାରି ରହିବ। ୬ ଓ ୭ ତାରିଖ ବେଳକୁ କେତେକ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଏ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୬ ତାରିଖ...

୮ରେ ବନ୍ଦରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୪।୭: ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ରଥଯାତ୍ରା ପାଇଁ ସରକାରୀ ଛୁଟିଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ଗୁରୁବାର ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ, ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ...

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବସିବା ଦିଗ, ଏହା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ବାସ୍ତୁବିତ୍‌

ଭୁବନେଶ୍ୱର,୪।୭: ଲୋକସେବା ଭବନ ନିଜ କାର୍ଯ୍ୟାଳୟରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ନବୀନ ପଟ୍ଟନାୟକ ଯେଉଁ ପ୍ରକୋଷ୍ଠରେ ବସୁଥିଲେ, ସେଇଠି ମୋହନ ବସିଛନ୍ତି। ତେବେ ସିଏମଓ ଆସବାବପତ୍ର ସହ ଚେୟାର ଦିଗ ବି ବଦଳାଯାଇଛି। ଚେୟାର ଦିଗ ସଂପର୍କରେ ବାସ୍ତୁବିତ୍‌...

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୭: ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ୧୧ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ। ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ମଧ୍ୟ ମିଳିବ । ଏନେଇ...

ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଭୁବନେଶ୍ୱର,୪ା୭: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri