ରାଜ୍ୟ

ବାତ୍ୟା କ୍ଷତିଗ୍ରସ୍ତ ଆକଳନ: ପୁରୀରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ବାତ୍ୟା ଫନୀ କ୍ଷୟକ୍ଷତି ଆକଳନ କରିବା ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ପୁରୀ ଗସ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ଟିମ୍‌ ପୁରୀ ଜିଲାର ବିଭିନ୍ନ କ୍ଷୟକ୍ଷତି...

ରାଜନଗର ବନ୍ଦ ସଫଳ

ରାଜନଗର,୨୧।୬(ଡି.ଏନ୍‌.ଏ.): ରାଜନଗର ବ୍ଲକ ବିଜୁ ଜନତା ଦଳ, ବୃଦ୍ଧିଜୀବୀ, ଯୁବଛାତ୍ରଙ୍କ ଆହ୍ବାନ କ୍ରମେ ଶୁକ୍ରବାର ୬ ଘଣ୍ଟିଆ ରାଜନଗର ବନ୍ଦ କରାଯାଇଛି। ସକାଳ ୬ଟାରୁ ୧୨ ଯାଏ ଏଠାରୁ ଭୁବନେଶ୍ୱର, କଟକ ଆଦି ସ୍ଥାନକୁ ଯାତ୍ରା କରୁଥିବା ୨୦ଟି ବସ୍‌ର...

ଓଡ଼ିଶା ଛୁଇଁଲା ମୌସୁମୀ: ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ଦୀର୍ଘ ପ୍ରତିକ୍ଷା ପରେ ଶୁକ୍ରବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସମଗ୍ର ଓଡ଼ିଶାକୁ ଆଚ୍ଛାଦିନ କରିବ।...

୪୪ବର୍ଷରେ ଭିତରକନିକାର ବିରଳ ଧଳା କୁମ୍ଭୀର ‘ଗୌରୀ’, କାଟୁଛି ନିସଙ୍ଗ ଜୀବନ

ରାଜନଗର,୨୧।୬(ଡି.ଏନ୍‌.ଏ.): ରାଜନଗର ବ୍ଲକରେ ଥିବା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଏକ ଆବଦ୍ଧ ପୋଖରୀରେ ନିସଙ୍ଗ ଜୀବନ ବିତାଉଥିବା ଶଙ୍ଖୁଆ କୁମ୍ଭୀର ‘ଗୌରୀ’କୁ ଶୁକ୍ରବାର ୪୩ ପୁରି ୪୪ ଚାଲିଛି। ୧୯୭୫ ମସିହା ଆଜିର ଦିନରେ ଭିତରକନିକା...

ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗୀର ଅଫିସ,୨୧।୬: ବଲାଙ୍ଗୀର ସହର ଜଗନ୍ନାଥପଡ଼ା ରାସ୍ତାରେ ଶୁକ୍ରବାର ସକାଳେ ବୁଲା କୁକୁର ଏକ ମୃତ ଶିଶୁକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସକାଳୁ ଏଭଳି ଦୃଶ୍ୟ ଲୋକଙ୍କୁ ବିଚଳିତ କରିଥିଲା। କୁକୁରଟି ନିକଟସ୍ଥ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରୁ...

ବାଲୁକାକଳାରେ ‘ବିଶ୍ୱ ଯୋଗ ଦିବସ’

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ନିଜ ଉତ୍କୃଷ୍ଟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି। ଏହି ଦିବସର ଆବଶ୍ୟକତାକୁ ମନେ ପକାଇ ସୁଦର୍ଶନ ସୂର୍ଯ୍ୟ ନମସ୍କାର ସମ୍ବନ୍ଧିତ ସମସ୍ତ ଆସନଗୁଡ଼ିକୁ ନିଜ ବାଲୁକାକଳାରେ...

ସରିଲା ଖରାଛୁଟି, ଖୋଲିଲା ସ୍କୁଲ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଶେଷ ହେଲା ଖରାଛୁଟି। ଶୁକ୍ରବାର ଖୋଲିଛି ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସହ ଘରୋଇ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଖୋଲିଛି। ତେବେ ସରକାରୀ ବିଦ୍ୟାଳୟଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏ କ୍ଲାସ ହେବ। ସେହିଭଳି ଘରୋଇ...

୭୭ ବର୍ଷରେ ଯୋଗ: ପାଣିରେ ପଦ୍ମାସନ-ଶବାସନ କରି ଚର୍ଚ୍ଚାରେ ଶିବାଜୀ

କଟକ ଅଫିସ,୨୧।୬: ଶୁକ୍ରବାର ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ କଟକ ଚାନ୍ଦିନିଚୌକ ବ୍ରାହ୍ମଣସାହିର ଜଣେ ବୃଦ୍ଧ ପାଣିରେ ଯୋଗ କରିଛନ୍ତି। ସେ ହେଲେ ଶିବାଜୀ ସିଂହ। ତାଙ୍କୁ ଏବେ...

ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର : ଖୋର୍ଦ୍ଧାରୁ ଭୁବନେଶ୍ୱର ମଧ୍ୟରେ ଜମି ଚିହ୍ନଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଭୁବନେଶ୍ୱରରୁ ଏବେ ଦୈନିକ ୭୦ରୁ ୮୦ ବିମାନ ଚଳାଚଳ କରୁଛି। ବ୍ୟାଙ୍କକ୍‌ ଓ କୁଆଲାଲମ୍ପୁରକୁ ଦୁଇ ଇଣ୍ଟରନ୍ୟାଶନାଲ ଫ୍ଲାଇଟ୍‌ ଚାଲୁଛି। ଧୀରେ ଧୀରେ...

୨୩ରେ ଭାଜପାର ବିରୋଧୀ ଦଳ ନେତା ଚୟନ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏହାର ଦିନକ ଆଗରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ବିରୋଧୀ କଂଗ୍ରେସ ଓ ଭାଜପା ନିଜ ଦଳୀୟ ବିଧାୟକଙ୍କୁ...

ନିଟ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ଏନଟିଏ) ତରଫରୁ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୧୯ରେ ଓଡିଶାରେ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଫଳରେ ରାଜ୍ୟରେ...

ଫନୀ କ୍ଷୟକ୍ଷତି ଆକଳନ: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୨୧।୬ (ବ୍ୟୁରୋ): ବାତ୍ୟା ‘ଫନୀ’ କ୍ଷୟକ୍ଷତି ଆକଳନ କରିବାକୁ ଏକ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ୩ ଦିନିଆ ଓଡିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହିି ଟିମ୍‌ ଶୁକ୍ରବାର ପୁରୀ ଜିଲା ଗସ୍ତ କରି କ୍ଷୟକ୍ଷତି ଆକଳନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri