ଜୟପୁର,୨୩ା୫(ଡି.ଏନ୍.ଏ./ନି.ପ୍ର.): ଜୟପୁର ବିଧାନସଭା ଆସନରେ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରବିନାରାୟଣ ନନ୍ଦ ୭୮ ଭୋଟ୍ରେ ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ୨୨୭୩, ବିଜେଡିର ରବିନାରାୟଣ ନନ୍ଦ ୨୩୫୧ ଏବଂ ଭାଜପାର ଗୌତମ ସାମନ୍ତରାୟ...
ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ତୃତୀୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଆଗେଇଛନ୍ତି କଂଗ୍ରେସର ମାଲା ମାଢ଼ି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ କଂଗ୍ରେସର ମାଲା...
ଜୟପୁର,୨୩ା୫(ନି.ପ୍ର.): କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ବିଜେଡିକୁ ପଛରେ ପକାଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଭାଜପାକୁ ୨୫୬୨ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ଚନ୍ଦ୍ରଶେଖର ମାଝିଙ୍କୁ...
Archives
Model This Week
ପିଲାଙ୍କ ଧରିତ୍ରୀ