ରାଜ୍ୟ

ସବୁ ଜିଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୨ା୬ (ଅସମାପିକା ସାହୁ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଶୁକ୍ରବାର ସୁଦ୍ଧା ସବୁ ଜିଲାକୁ ମୌସୁମୀ ଛୁଇଁବା ପରେ ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଫଳରେ ଗ୍ରୀଷ୍ମ ଲହରିରେ ବ୍ରେକ୍‌ ଲାଗିବା ସହ ଲୋକଙ୍କୁ ଆଶ୍ବସ୍ତି...

ମହାପ୍ରଭୁଙ୍କ ଆଦ୍ୟଲୀଳା

ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଆଙ୍କ ଆରାଧ୍ୟ ଦେବତା। ତାଙ୍କର ସମସ୍ତ ନୀତିକାନ୍ତି ମୂଳରେ ରହିଛି ଜଗତମଙ୍ଗଳ। ତେବେ ଏହି ନୀତିକାନ୍ତି ମଧ୍ୟରୁ ଅନ୍ୟତମ ସ୍ନାନ ଉତ୍ସବ। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରରେ ଏହା ପାଳନ କରାଯାଏ। ଉକ୍ତ...

ବିଧାୟକଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବି: ଅମରେଶ

ଭୁବନେଶ୍ୱର, ୨୨।୬ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୦୨୨ ଓ ୨୦୨୩ରେ ଦୁଇଥର ପବ୍ଲିକ ଓ୍ବାର୍କସ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ଭୁବନେଶ୍ୱର...

ପରୀକ୍ଷା ଅନିୟମିତତା: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ଭୁବନେଶ୍ୱର,୨୨।୬(ସୁନିତ୍‌ ମିଶ୍ର): ୟୁଜିସି-ନେଟ୍‌ ଓ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଓଡ଼ିଶା କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଛି।  ଶୁକ୍ରବାର ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ...

କୋଟିଏ ଟଙ୍କା ଲୋଭରେ ନିଜକୁ ଅପହରଣ

ଟଙ୍କା ଲୋଭରେ ନିଜକୁ ଅପହରଣ କରିବାକୁ ବି ପଛାଇ ନାହାନ୍ତି ଜଣେ ମହିଳା। ସ୍ବାମୀ ପରିତ୍ୟକ୍ତା ସ୍ମୃତିରେଖା ପାଣି ବେଙ୍ଗାଲୁରୁରେ ରହୁଥିବା ନିଜ ଟ୍ରେଡର ଭାଇଙ୍କଠାରୁ କୋଟିଏ ଟଙ୍କା ଠକିନେବାକୁ ଅପହରଣ ନାଟକ ରଚିଥିଲେ। ସେ ପ୍ରେମିକଙ୍କ ସହ ରାଜସ୍ଥାନ...

କାହିଁକି ଭର୍ତ୍ତୁହରିଙ୍କୁ ହେଉଛି ବିରୋଧ, ସମ୍ବିଧାନର ନିୟମ ହେଉଛି…

ନୂଆଦିଲ୍ଲୀ,୨୧।୬: ଆସନ୍ତା ସୋମବାରଠାରୁ ହେବାକୁ ଯାଉଛି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ । ଯାହା ଉପରେ ରହିଛି ସାରା ଦେଶର ନଜର । ନବ ନିର୍ବାଚିତ ଏମପିମାନେ ଶପଥ ନେବାକୁ ଯାଉଛନ୍ତି । ପ୍ରୋଟେମ ସ୍ପିକର୍‌ ତାଙ୍କୁ ଶପଥ ପାଠ କରାଇବେ...

କଟକରେ ବିଜେଡିକୁ ଡବଲ୍‌ ଝଟ୍‌କା: ହାତରୁ ଗଲା ୨ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

କଟକ,୨୧ା୬ (କାର୍ତ୍ତିକ ସାହୁ)- କଟକ ମହାନଗର ନିଗମ (ସିଏମ୍‌ସି)ର ୮ଟି ଷ୍ଟାଣ୍ଡିଂ କମିଟି ମଧ୍ୟରୁ ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ବିଜେଡି ହାତରୁ ଏଥର ଖସିଯାଇଛି। ୬ଟି କମିଟିରେ ପୂର୍ବ ଅଧ୍ୟକ୍ଷମାନେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ସିଏମ୍‌ସିର ବିଜୁ...

କେନ୍ଦୁଝରର ନିଆରା ସ୍ନାନ ପୂର୍ଣ୍ଣିମା: ଅଁଳା-ତୁଳସୀ ପତ୍ରରେ ସଜେଇ ହୁଅନ୍ତି ଶ୍ରୀ ଜୀଉ, ପିନ୍ଧନ୍ତି ତାଳ ମୁକୁଟ

କେନ୍ଦୁଝର,୨୧।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ। ତାଙ୍କର ରଥକୁ ସର୍ବୋଚ୍ଚ ରଥ ଭାବେ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ମିଳିଛି। ଚାରିଶହ ବର୍ଷରୁ ଉଦ୍ଧର୍‌ବ ଏଠାକାର ଶ୍ରୀଜୀଉଙ୍କ ମନ୍ଦିରକୁ ଦ୍ୱିତୀୟ ବୃହତ ବିଷ୍ଣୁ ମନ୍ଦିର ବୋଲି କୁହାଯାଇଥାଏ।...

ବାରିପଦା ବସ୍‌ଷ୍ଟାଣ୍ଡରେ ବୁଲିଲା ଖଣ୍ଡା-ଭୁଜାଲି, ୫ ଗୁରୁତର

ବାରିପଦା,୨୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ବୁଲିଛି ଖଣ୍ଡା-ଭୁଜାଲି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ ୫ ଗୁରୁତର ହୋଇଛନ୍ତି । ସେମାନଙ୍କୁ...

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନଙ୍କ ପରିବାର

ଭୁବନେଶ୍ୱର,୨୧।୬: ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୁକ୍ରବାର ରାଜ୍ୟପାଳ ରଘୁବାର ଦାସଙ୍କୁ ଏକ ସୌଜନମୂଳକ ସାକ୍ଷାତକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ସପରିବାର ରାଜ୍ୟପାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ରାଜ୍ୟର ବିକାଶମୂଳକ ଯୋଜପା ତଥା ସମସାମୟିକ ଘଟଣା ଉପରେ...

ପ୍ରଦୀପଙ୍କ ପରେ କିଏ ହେବେ ମୁଖ୍ୟ ଶାସନ ସଚିବ, ରେସ୍‌ରେ ବଡ଼ ବଡ଼ ଆଇଏଏସ ଅଫିସର

ଭୁବନେଶ୍ୱର,୨୧।୬: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ପ୍ରଦୀପ ଜେନା ରହିବେ ନା ତାଙ୍କ ସ୍ଥାନ ଆଉ କିଏ ନେବ। ନୂଆ ସରକାର ଗଠନ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି,...

ଜୁଲାଇରେ ପୂର୍ଣ୍ଣାଙ୍ଗ ନୁହେଁ କାମଚଳା ବଜେଟ ଆଣିବେ ମୋହନ ସରକାର

ଭୁବନେଶ୍ୱର,୨୧।୬: ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଆସନ୍ତା ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ(ଲେଖାନୁଦାନ) ବିଧାନସଭାରେ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ସରକାର ଗଢିଥିବା ଭାଜପା ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ପୂର୍ଣ୍ଣାଙ୍ଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri