ରାଜ୍ୟ

ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ଆଗରେ

ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ କଂଗ୍ରେସ ୫୧୭ ଭୋଟ ପାଇଥିବା ଜଣାପଡିଛି।

୧୩ ରାଉଣ୍ଡ ସୁଦ୍ଧା ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୌଦ୍ଧ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ଆଗରେ ଅଛନ୍ତି। ପ୍ରଦୀପ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସୁଶାନ୍ତ ପ୍ରଧାନଙ୍କଠାରୁ ୩୦୭୨ ଭୋଟରେ ଆଗୁଆ ଚାଲିଛନ୍ତି। ସେହିପରି ୧୪ ରାଉଣ୍ଡ...

ଢେଙ୍କାନାଳ ଲୋକ ସଭା: ଭାଜପାର ରୁଦ୍ରନାରାୟଣ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୨ୟ ରାଉଣ୍ଡ ଭୋଟଗଣତି ଜାରି ରହିଛି। ପୂର୍ବାହ୍ନ ୧୧.୧୫ ସୁଦ୍ଧା ଏଠାରେ ୧ଲକ୍ଷ ୩୮ ହଜାର ୫୯୦ ଖଣ୍ଡ ଭୋଟ ଗଣତି ସରିଛି। ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୬୨,୧୪୧ ଖଣ୍ଡ...

ଯାଜପୁର ଲୋକସଭା ଆସନରେ ବିଜେଡି ଆଗରେ

ଯାଜପୁର ଅଫିସ,୨୩ା୫ : ଯାଜପୁର ଲୋକସଭା ବିଜେଡି ପ୍ରାର୍ଥୀ ସର୍ମିଷ୍ଠା ସେଠୀ ୭ମ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ୬୭୬୭ ଭୋଟ୍‌ ବ୍ୟବଧାନରେ ଆଗୁଆ ଥିବା ଜଣାପଡିଛି। ସେ ମୋଟ୍‌ ୨୩,୩୦୮ ଭୋଟ୍‌ ପାଇଥିବାବେଳେ ଭାଜପା ପ୍ରାର୍ଥୀ ୧୬୬୪୧ ଖଣ୍ଡ...

କଳାହାଣ୍ଡି ଲୋକ ସଭା: ଭାଜପା ଆଗରେ

ଭବାନୀପାଟଣା,୨୩।୫: କଳାହାଣ୍ଡି ଲୋକ ସଭା ଆସନରେ ଭାଜପାର ବସନ୍ତ ପଣ୍ଡା ଆଗରେ ରହିଛନ୍ତି। ବସନ୍ତ ୧୦୮୪୧୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ ୮୬୮୮୭ ଭୋଟ ପାଇଛନ୍ତି।      

ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରଥମ ରାଉଣ୍ଡରେ ୧୭୦୬ ଭୋଟରେ ଆଗୁଆ ଥିବା ଜଣାପଡିଛି l ପ୍ରଥମ ରାଉଣ୍ଡରେ ବିଜେଡି ୪୩୪୨ ଭୋଟ ପାଇଥିବା ବେଳେ ଭାଜପା ୨୬୩୬ଭୋଟ ପାଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ପାଖକୁ ୫୩୩...

କେନ୍ଦ୍ରାପଡା ଲୋକ ସଭାରେ ବିଜେଡି ପ୍ରାର୍ଥୀ ଆଗୁଆ

କେନ୍ଦ୍ରାପଡା ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତି ପରେ କେନ୍ଦ୍ରାପଡା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୩୧୨ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମହାନ୍ତି ୪୫୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବୈଜୟନ୍ତ...

ଜୟପୁରରେ ବିଜେଡି ଆଗୁଆ

ଜୟପୁର, ୨୩।୫(ଡି.ଏନ୍‌.ଏ.)- ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ରବିନାରାୟଣ ନନ୍ଦ ୨୦୪୫ ଭୋଟ ପାଇଥିବାବେଳେ କଂଗ୍ରେସର ତାରା ପ୍ରସାଦ ବାହିନୀପତି ୧୮୮୪ ଓ ଭାଜପାର ଗୌତମ ସାମନ୍ତରାୟ ୧୨୧୯ ଭୋଟ...

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତିରେ ନୟାଗଡ଼ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୮୨୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ରଣପୁରରେ ସତ୍ୟନାରାୟଣ ପ୍ରଧାନ...

ନବରଙ୍ଗପୁର ଜିଲାର ୨ବିଧାନସଭା ଆସନରେ ବିଜେଡି, ୨ଟିରେ ଭାଜପା ଆଗୁଆ

ନବରଙ୍ଗପୁର, ୨୩।୫(ବି.ପ୍ର.)- ନବରଙ୍ଗପୁର ଜିଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨ଟିରେ ଭାଜପା ଓ ୨ଟିରେ ବିଜେଡି ଆଗୁଆ ରହିଛି। ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସଦାଶିବ ପ୍ରଧାନୀ ୨୦୨୪ ଭୋଟରେ ଆଗୁଆ ରହିଛନ୍ତି। ସେହିଭଳି ଡାବୁଗାଁରେ ମଧ୍ୟ ବିଜେଡିର...

ଗୋପାଳପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫ : ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦୀପ କୁମାର ପାଣିଗ୍ରାହୀ ଆଗୁଆ ଅଛନ୍ତି। ପ୍ରଦୀପଙ୍କୁ ୨୩୮୩ ଖଣ୍ଡ ଭୋଟ ମିିଳିଥିବାବେଳେ ଭାଜପାର ବିଭୂତି ଭୂଷଣ ଜେନାଙ୍କୁ ୧୭୬୨ ଖଣ୍ଡ ଭୋଟ...

ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର ସନତ କୁମାର ଗଡ଼ତିଆ ୧୫୧୨୯ ଭୋଟ ପାଇଛନ୍ତି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri