ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ
ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର ମଢ଼େଇ ୨୧୯୪ ଖଣ୍ଡ ଭୋଟ ପାଇଛନ୍ତି। ୫୯୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ...
ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର ମଢ଼େଇ ୨୧୯୪ ଖଣ୍ଡ ଭୋଟ ପାଇଛନ୍ତି। ୫୯୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ...
ଭବାନୀପାଟଣା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ପ୍ରଦୀପ୍ତ କୁମାର ନାୟକ ଆଗୁଆ ରହିଛନ୍ତି। ପ୍ରଦୀପ୍ତ ୧୨୪୬୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦୁଷ୍ମନ୍ତ ନାୟକ ୧୦୧୦୭ ଭୋଟ ପାଇଛନ୍ତି।
ବରଗଡ଼ ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁରେଶ ପୂଜାରୀ ଆଗୁଆ ରହିଛନ୍ତି। ସୁରେଶ ୫୯୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରସନ ଆଚାର୍ଯ୍ୟ ୫୨୦୨ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ପ୍ରଦୀପ କୁମାର...
ବାରିପଦା ଅଫିସ,୨୩ା୫ : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗୁଦା ମୁର୍ମୁ ୬୭୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜକିଶୋର ଦାସ ୧୭୫୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। । ମୟୂରଭଞ୍ଜ...
କୋଟପାଡ଼, ୨୩।୫(ଡି.ଏନ୍.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର ଚନ୍ଦ୍ରଶେଖର ମାଝି ୨୭୩୫ ଭୋଟ ପାଇଛନ୍ତି। ଭାଜପାକୁ ୧୦୭୬, ବିଏସ୍ପିକୁ ୧୮୭, ସ୍ବାଧୀନ...
ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ କଂଗ୍ରେସ ୫୧୭ ଭୋଟ ପାଇଥିବା ଜଣାପଡିଛି।
ବୌଦ୍ଧ,୨୩।୫: ୧୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୌଦ୍ଧ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ଆଗରେ ଅଛନ୍ତି। ପ୍ରଦୀପ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସୁଶାନ୍ତ ପ୍ରଧାନଙ୍କଠାରୁ ୩୦୭୨ ଭୋଟରେ ଆଗୁଆ ଚାଲିଛନ୍ତି। ସେହିପରି ୧୪ ରାଉଣ୍ଡ...
ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୨ୟ ରାଉଣ୍ଡ ଭୋଟଗଣତି ଜାରି ରହିଛି। ପୂର୍ବାହ୍ନ ୧୧.୧୫ ସୁଦ୍ଧା ଏଠାରେ ୧ଲକ୍ଷ ୩୮ ହଜାର ୫୯୦ ଖଣ୍ଡ ଭୋଟ ଗଣତି ସରିଛି। ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୬୨,୧୪୧ ଖଣ୍ଡ...
ଯାଜପୁର ଅଫିସ,୨୩ା୫ : ଯାଜପୁର ଲୋକସଭା ବିଜେଡି ପ୍ରାର୍ଥୀ ସର୍ମିଷ୍ଠା ସେଠୀ ୭ମ ପର୍ଯ୍ୟାୟ ଭୋଟ୍ ଗଣତି ସୁଦ୍ଧା ୬୭୬୭ ଭୋଟ୍ ବ୍ୟବଧାନରେ ଆଗୁଆ ଥିବା ଜଣାପଡିଛି। ସେ ମୋଟ୍ ୨୩,୩୦୮ ଭୋଟ୍ ପାଇଥିବାବେଳେ ଭାଜପା ପ୍ରାର୍ଥୀ ୧୬୬୪୧ ଖଣ୍ଡ...
ଭବାନୀପାଟଣା,୨୩।୫: କଳାହାଣ୍ଡି ଲୋକ ସଭା ଆସନରେ ଭାଜପାର ବସନ୍ତ ପଣ୍ଡା ଆଗରେ ରହିଛନ୍ତି। ବସନ୍ତ ୧୦୮୪୧୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ ୮୬୮୮୭ ଭୋଟ ପାଇଛନ୍ତି।
ଭଦ୍ରକ ଅଫିସ,୨୩।୫: ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରଥମ ରାଉଣ୍ଡରେ ୧୭୦୬ ଭୋଟରେ ଆଗୁଆ ଥିବା ଜଣାପଡିଛି l ପ୍ରଥମ ରାଉଣ୍ଡରେ ବିଜେଡି ୪୩୪୨ ଭୋଟ ପାଇଥିବା ବେଳେ ଭାଜପା ୨୬୩୬ଭୋଟ ପାଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ପାଖକୁ ୫୩୩...
କେନ୍ଦ୍ରାପଡା ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତି ପରେ କେନ୍ଦ୍ରାପଡା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୩୧୨ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମହାନ୍ତି ୪୫୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବୈଜୟନ୍ତ...