ରାଜ୍ୟ

ଏସବୁ ସ୍ଥାନରେ ବିଜେଡି ଦୁର୍ଗ ଭାଙ୍ଗିଲା

ଭୁବନେଶ୍ୱର,୫ା୬(ଅନିଲ ଦାସ):ଦୀର୍ଘ ୨୪ ବର୍ଷ ବିଜେଡି ଶାସନର ଦୁର୍ଗ ଭୁଶଡ଼ି ପଡ଼ିଛି। ଅନ୍ୟପକ୍ଷରେ ଅପ୍ରତ୍ୟାଶିତ ଭାବେ ଭାଜପା ଲୋକ ସଭାରେ ୧୯ ଓ ବିଧାନସଭାରେ ୭୮ ଆସନରେ ବିଜୟୀ ହୋଇ ରାଜ୍ୟରେ କ୍ଷମତା ଦଖଲ କରିଛି। ବିଜେଡିକୁ ବିଧାନସଭାରେ ମାତ୍ର...

୨ ପୁଅ ହାରିବା ପରେ ମୁଁହ ଖୋଲିଲେ ସୁର ରାଉତରାୟ: କହିଲେ ଏମିତି କଥା

ଭୁବନେଶ୍ୱର,୫।୬: ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ରାଉତରାୟ ନିର୍ବାଚନରେ ହାରିଯାଇଛନ୍ତି। ମନ୍ମଥ ଭୁବନେଶ୍ୱର ଲୋକ ସଭା ଆସନରୁ ପରାସ୍ତ ହୋଇଥିବାବେଳେ...

ସ୍ବାଧୀନରୁ ଐତିହାସିକ ବିଜୟ ପରେ ପୁଣି ଭାଜପାକୁ ଫେରିଲେ ହିଂମାଶୁ

ଭୁବନେଶ୍ୱର,୫।୬: ଧର୍ମଶାଳା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି। ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ହୋଇଥିବାବେଳେ ହିମାଂଶୁ ଏହି ଗଡ଼କୁ ଭାଙ୍ଗି ଐତିହାସିକ ବିଜୟ ହାସଲ କରିଛନ୍ତି।...

ମୁଖ୍ୟମନ୍ତ୍ରୀ ନବୀନ ଦେବେ ଇସ୍ତଫା, ଦିନ ୧୧ଟା ୩୫ରେ ଯିବେ ରାଜଭବନ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାଜପା ଏକାକୀ ୭୮ ଆସନ ପାଇ ବହୁମତ...

ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ

ଭୁବନେଶ୍ୱର, ୫ା୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଭାଜପା ପ୍ରଚାର ସମୟରେ ଯାହାସବୁ ଘୋଷଣା କରିଥିଲା ତାକୁ ସଫଳ କରିବା ଲାଗି ଯୋଜନା ଆରମ୍ଭ କରିଦେଇଛି। ଦଳ କରିଥିବା ଘୋଷଣା ମୁତାବକ, ଆସନ୍ତା ୬ ତାରିଖରେ ଭାଜପା...

ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା

ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଛି। ଜିଲାର ୯ ବିଧାନସଭା ଓ ଲୋକସଭା ଆସନ ସମେତ ପଡ଼ୋଶୀ କେନ୍ଦୁଝର ଓ ବାଲେଶ୍ୱର ଜିଲାର ଭାଜପା ଲୋକସଭା ପ୍ରାର୍ଥୀ ବିଜୟୀ...

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ

ଭୁବନେଶ୍ୱର,୫ା୬ (ଜିତେନ୍ଦ୍ର କୁମାର ନାୟକ):ଓଡ଼ିଶାରେ ୩ ପ୍ରମୁଖ ଦଳର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ୁଥିବା ଭାଜପାର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳର ନବୀନ ପଟ୍ଟନାୟକ ଏବଂ ନୂଆପଡ଼ାରୁ ଲଢ଼ୁଥିବା...

ଓଡ଼ିଶାରେ ଭାଜପାର ବିଜୟ ପରେ ପ୍ରଧାନମନ୍ତ୍ରୀ କଲେ ଟୁଇଟ୍‌, ଲେଖିଲେ ଲୋକଙ୍କ ସ୍ବପ୍ନ ପୂରଣ ପାଇଁ…

ନୂଆଦିଲ୍ଲୀ,୫।୬: ଓଡ଼ିଶାରେ ଭାଜପା ୨୧ ଲୋକ ସଭା ଆସନରୁ ୨୦ଟି ଆସନ ପାଇଥିବା ବେଳେ ବିଧାନସଭାରେ ୧୪୭ ଆସନ ମଧ୍ୟରୁ ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ଯାହା ପରେ ଭାଜପା ପରିସରରେ ଖୁସିର ମାହୋଲ ଦେଖିବାକୁ...

ବିଜେଡିକୁ ଏତେ ବଡ଼ କ୍ଷତି କାହା ପାଇଁ? ପାଣ୍ଡିଆନ ନା ଆଉ କିଏ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮...

ଓଡ଼ିଶାରେ ବିଜୟ ପରେ ପ୍ରତିକ୍ରିୟା ଦେଲେ ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ୱର,୩।୬: ଓଡ଼ିଶାରେ ଭାଜପାର ବିଜୟ ପରେ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ କହିଛନ୍ତି ”ଓଡିଶାରେ ଇତିହାସ ସୃଷ୍ଟି! ଏହି ଐତିହାସିକ ଜନାଦେଶ ପାଇଁ ଓ ଉଭୟ ରାଜ୍ୟ ତଥା ସଂସଦରେ ସେବା କରିବା ପାଇଁ ଭାଜପା...

ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି

ଭୁବନେଶ୍ୱର,୪ା୬(ଅନିଲ ଦାସ): ଚଳିତ ନିର୍ବାଚନର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସଭାପତି ଏହି ନିର୍ବାଚନରେ ହାରି ଯାଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି...

ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଲୋକ ସଭାରେ…

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri