ରାଜ୍ୟ

ନିର୍ବାଚନ ୨୦୨୪: ବିଜେଡି, ଭାଜପା ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ଏହି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି

ଭୁବନେଶ୍ୱର,୨୧।୪: ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥଲା ବେଳେ ଏପର୍ଯ୍ୟନ୍ତ କିଛି ବିଧାନସଭା କ୍ଷେତ୍ର ପାଇଁ ବିଜେଡି, ଭାଜପା ଏବଂ କଂଗ୍ରେସ ସମେତ ତିନି ପ୍ରମୁଖ ଦଳ ଟିକେଟ ଘୋଷଣା କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଶାସକ...

କଣ୍ଟାବାଞ୍ଜିରୁ ଲଢିବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ, ପ୍ରଥମେ ଲଢିଥିଲେ…

ଭୁବନେଶ୍ୱର,୨୧।୪: ବାଜି ସାରିଛି ୨୦୨୪ ନିର୍ବାଚନର ବିଗୁଲ। ଆରମ୍ଭ ହୋଇଛି ଗଣତନ୍ତ୍ରର ବଡ଼ପର୍ବ। ଏଥିପାଇଁ ରାଜ୍ୟରେ ମଇଦାନକୁ ଓହ୍ଲାଇଲେଣି ପ୍ରମୁଖ ତିନ ଦଳ। ତେବେ ଆଉ ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଲୋକ ସଭା ବିଧାନସଭାରେ ହେଭିଓ୍ବେଟଙ୍କୁ ଟିକେଟ୍‌...

ବସ୍‌କୁ ପିଟିଲା ଟ୍ରକ୍‌, ୫ ଆହତ

ରାଉରକେଲା,୨୧ା୪: ସୁନ୍ଦରଗଡ଼ ଜିଲା ବଣାଇ ଲହୁଣିପଡ଼ା ରଜାମୁଣ୍ଡା ବାଇପାସ୍‌ ନିକଟରେ ରବିବାର ବସ୍‌କୁ ଏକ ଟ୍ରକ୍‌ ପିଟିବାରୁ ୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରାଉରକକେଲାରୁ ବଡ଼ବିଲ ଯାଉଥିଲା। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଉରକେଲା...

ଆସୁଛି କାଳବୈଶାଖୀ! ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୧।୪: ଆଜିଠୁ ତାତିରେ ଲାଗିପାରେ ବ୍ରେକ୍‌! କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି କନ୍ଧମାଳ, ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଓ...

ଜଳୁଛି ଓଡ଼ିଶା: ସାଢ଼େ ୧୧ରେ ୪୧ ଛୁଇଁଲା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ତାତି ବଢ଼ି ଚାଲିଛି। ଲୋକେ ଖରାଗରମରେ ଆଉଟୁପାଉଟୁ ହେଉଛନ୍ତି। ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ଏବଂ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୦.୭ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ,...

ପୁଣି ତାତିଲା ବାରିପଦା

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା ବାରିପଦା ଆଜି ସକାଳୁ ମଧ୍ୟ ତାତିଲାଣି। ଗତକାଲି ଏଠାରେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛ। ଏହି ଗୋଷ୍ଠୀ ସଂଘର୍ଷରେ ୬...

ମିଶିବା ଆଗରୁ ସନାତନଙ୍କୁ ବିଜେଡି ଟିକେଟ

କେନ୍ଦୁଝର,୨୧ା୪ (ନରେଶ ଚନ୍ଦ୍ର ପଟ୍ଟନାୟକ)ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି ସହଯୋଗୀ ମୀନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରି ଜିତାଇଥିଲେ। ତେବେ ଚଳିତ ନିର୍ବାଚନରେ ମୀନାକ୍ଷୀଙ୍କ ଟିକେଟ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ ରାୟଗଡ଼ା ଜିଲାରେ ବିଜେଡିର ପ୍ରଚାର ପାଇଁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କ ପ୍ରତିନିଧି ତଥା କ୍ରୀଡ଼ା ସଂଗଠକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ...

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ...

ପୁନଶ୍ଚ ଗଣେଶ୍ୱର-ସିପ୍ରା ମୁକାବିଲା

କେନ୍ଦ୍ରାପଡ଼ା,୨୧ା୪(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପୁଣିଥରେ ଗଣେଶ୍ୱର ବେହେରା ଏବଂ ଡ.ସିପ୍ରା ମଲ୍ଲିକଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଶନିବାର ବିଧାୟକ ଶଶିଭୂଷଣ ବେହେରାଙ୍କ ବଦଳରେ ଗଣେଶ୍ୱରଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏହି ଆସନ ପାଇଁ ସିପ୍ରାଙ୍କୁ ଚୟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri