ରାଜ୍ୟ

ମାଗଣା ସିଭିଲ କୋଚିଂ: ମେ’ ୫ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୩।୪(ଅସମାପିକା ସାହୁ):ରାଜ୍ୟ ସରକାର ସିଭିଲ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ଦେଉଛନ୍ତି। ୨୦୦ ମନୋନୀତ ଛାତ୍ରୀଛାତ୍ରଙ୍କୁ ଏହି କୋଚିଂ ଦିଆଯାଉଛି। ଏଥିପାଇଁ ପ୍ରି-କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ହୋଇଥାଏ। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଏହି ପରୀକ୍ଷା ନିମନ୍ତେ ମଙ୍ଗଳବାର ଆବେଦନ...

ପାରଦ ୪୧ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ୭ ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ପାର୍‌ କରିଥିଲା। ସର୍ବାଧିକ ୪୧.୭ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହା ତଳକୁ ଟିଟିଲାଗଡ଼...

ଓଡ଼ିଶାରେ ସରକାର ଗଢ଼ିବ ଭାଜପା: ଜୟନାରାୟଣ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ଦଳ ପୁଣିଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଜୟନାରାୟଣଙ୍କ ନାମ ଘୋଷଣା ପରେ ତାଙ୍କ...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ...

ମନୋଜଙ୍କୁ ବଲାଙ୍ଗୀର ଲୋକ ସଭା, ନରସିଂହଙ୍କ ପୁଅଙ୍କୁ ବିଧାନସଭା ଟିିକେଟ

ବଲାଙ୍ଗୀର, ୩ା୪(ବୀରେନ୍ଦ୍ର କୁମାର ଝାଙ୍କର): କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବଲାଙ୍ଗୀର ଲୋକ ସଭା ଏବଂ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ସ୍ପଷ୍ଟ ହୋଇଛି। ଲୋକ ସଭା ପ୍ରାର୍ଥୀ ଭାବେ କଂଗ୍ରେସ ଚର୍ଚ୍ଚିତ...

ପ୍ରଫୁଲ୍ଲଙ୍କ ସହ ଲଢ଼ିବେ ସୀତାଂଶୁ

ଭଦ୍ରକ,୩ା୪(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ର ଲାଗି ଏଥର ନୂଆଁମୁହଁକୁ ଭରସା କରିଛି ଭାଜପା। ଜିଲାର ଜଣାଶୁଣା ସାମାଜିକ ସଙ୍ଗଠନ ଶହୀଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଗତ...

୬୩ ପୁରୁଣା, ୪୯ ନୂଆ

ଭୁବନେଶ୍ୱର,୩ା୪(ସୁନିତ୍‌ ମିଶ୍ର): ଦୁଇଟି ପର୍ଯ୍ୟାୟରେ ୨୧ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ସପ୍ତାହ ପରେ ମଙ୍ଗଳବାର ଭାଜପା ପକ୍ଷରୁ ରାଜ୍ୟର ୧୧୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାଜପା...

ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲେ । ଏହି ମିଶ୍ରଣ ପରେ ଆସନଟି...

ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ପୋଲିସ ଗୁଳିରେ ମଙ୍ଗଳବାର ୯ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ତଲାସୀ ସମୟରେ ଅତ୍ୟାଧୁନିକ ବନ୍ଧୁକ ଓ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ...

ଆଗକୁ ତାତି ସାଙ୍ଗକୁ କଲବଲ କରିବ ଗୁଳୁଗୁଳି, ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର,୨।୪: ଏପ୍ରିଲ ଆରମ୍ଭରୁ କଲବଲ କରୁଛି ତାତି। ଦିନରେ ମୁଣ୍ଡଫଟା ଖରା ସାଙ୍ଗକୁ ରାତିରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଛି। ତେବେ ଚଳିତ ଗ୍ରୀଷ୍ମଋତୁରେ ସାମାନ୍ୟରୁ ଯଥେଷ୍ଟ ଅଧିକ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି...

ସସ୍‌ପେଣ୍ଡ ଭୟରେ କ’ଣ ମୋ’ ପୁଅ ପାଇଁ ପ୍ରଚାର କରିବି ନାହିଁ? ପ୍ରଶ୍ନ କରି ଜବାବ ରଖିଲେ ସୁର…

ଭୁବନେଶ୍ୱର,୨।୪: ବାପା କଂଗ୍ରେସର ବରିଷ୍ଠ ନେତା, ହେଲେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପୁଅ। ଏହାକୁ ନେଇ ପରିବାର ସହ ଦଳ ପକ୍ଷରୁ ନାନାଦି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ନିକଟରେ...

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା: ପାରଳାଖେମୁଣ୍ଡିରୁ ବିଜୟ, ମୋହନାରୁ ଦାସୀରଥୀଙ୍କୁ ମିଳିଲା ଟିକେଟ୍‌

ପାରଳାଖେମୁଣ୍ଡି୨।୪(ଗିରିଧାରୀ ପରିଛା): ବିଜେଡି, ଭାଜପା ପରେ କଂଗ୍ରେସର ୮ ଲୋକସଭା ଆସନ ଏବଂ ୪୯ ବିଧାନସଭା ଆସନ ପାଇଁ ମଙ୍ଗଳବାର ପାର୍ଥୀ ତାଲିକା ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲାର ୨ଟି ନିର୍ବାଚନ ମଣ୍ଡଳୀରୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri