ରାଜ୍ୟ

ଲାଞ୍ଚ ନେଇ ଉଠାଜଳସେଚନ ବିଭାଗ ଯନ୍ତ୍ରୀ, ଠିକାଦାର ଗିରଫ

ନୟାଗଡ଼,୧୬ା୩(ଲୋକନାଥ ମିଶ୍ର): ବୋର୍‌ଓ୍ବେଲ୍‌ ଖୋଳିବା ପାଇଁ ୯ ହଜାର ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ୟୁନିଟ୍‌ ପକ୍ଷରୁ ନୟାଗଡ଼ ଉଠାଜଳସେଚନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୈତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଗିରଫ...

ଘୋଷଣା ହେଲା ନିର୍ବାଚନ ତାରିଖ, ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ୍‌

ଭୁବନେଶ୍ୱର,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍‌। ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ଲୋକ ସଭା ଏବଂ ଓଡ଼ିଶା...

ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ….

କଟକ,୧୬ା୩ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ଅରିଜିନାଲ ସାର୍ଟିଫିକେଟ ଅନ୍‌ଲାଇନ୍‌...

ସରିଲା ରାଜ୍ୟ କ୍ୟାବିନେଟ୍‌ ଅନ୍ତିମ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜାଣନ୍ତୁ ଆଚରଣ ବିଧି ଲାଗୁ ପୂର୍ବରୁ କେଉଁ ପ୍ରସ୍ତାବ ଉପରେ  ବାଜିଲା ମୋହର  

ଭୁବନେଶ୍ୱର,୧୬।୩: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଶେଷ ହୋଇଛି।  ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।  ନିର୍ବାଚନ ତାରିଖ ଘୋଷଣା ତଥା ଆଚରଣ ବିଧି ଲାଗୁ ପୂର୍ବରୁ ଏହା ଥିଲା ରାଜ୍ୟ କ୍ୟାବିନେଟର ଅନ୍ତିମ ଗୁରୁତ୍ୱପୂର୍ଣ୍ଣ ବୈଠକ।...

ମେଣ୍ଟ  ଚର୍ଚ୍ଚା ମଧ୍ୟରେ ଭାଜପା କୋର କମିଟି ବୈଠକ: ୨୧ ଲୋକସଭା,  ୧୪୭ ବିଧାନସଭା ଆସନ ଉପରେ…

ଭୁବନେଶ୍ୱର,୧୬।୩: ମେଣ୍ଟ  ଚର୍ଚ୍ଚା ମଧ୍ୟରେ ଶନିବାର ଭାଜପା ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହା ପୂର୍ବରୁ ଦଳର କୋର କମିଟି ବୈଠକ ବସିଛି । ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏହି ବୈଠକ ବସିଛି। ବୈଠକରେ ରାଜ୍ୟ ଭାଜପା...

ବଡ ଘୋଷଣା କରିପାରନ୍ତି ନବୀନ, ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୬।୩: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହା ଚଳିତ ସରକାରର ଶେଷ କ୍ୟାବିନେଟ । ତେବେ ଏହି କ୍ୟାବିନେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଯାହା ଉପରେ ରହିଛି ସମସ୍ତଙ୍କର ନଜର । ତେବେ...

ଏନ୍‌ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ

ତିହିଡି,୧୬।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡିକୁ ଏନ୍‌ଏସି ମାନ୍ୟତା ମିଳି ପାରିନାହିଁ। ଏହାର ପ୍ରତିବାଦରେ ଶନିବାର ତିହିଡି ବନ୍ଦ ପାଳନ କରାଯାଇଛି। ତିହିଡି ବ୍ଲକ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାଠାରୁ ଦୋକାନ, ବଜାର ବନ୍ଦ କରାଯାଇଥିବା ବେଳେ...

ଖଟିରେ ମେଣ୍ଟ ଚର୍ଚ୍ଚା

ରାଉରକେଲା,୧୫।୩ (ସଙ୍ଗୀତା ଜେନା): ବିଜେଡି ଓ ଭାଜପା ମେଣ୍ଟ ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଏହା ହେଲେ ସୁନ୍ଦରଗଡ଼ ଜିଲାର ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ କେଉଁ ଦଳ ହାତକୁ ଯିବ, ଇସ୍ପାତ ସହରର ଛକ ଓ ଖଟି...

ଆଜି ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେନେଇ ଗୁରୁବାରଠାରୁ ବିଶେଷ ଆଲୋଚନା ହେଉନାହିଁ। ମେଣ୍ଟ ହେବ ନ ହେବ ତା’ର ସ୍ପଷ୍ଟ ଚିତ୍ର ନ ଥିବା ଉଭୟ...

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି ା ଭୁବନେଶ୍ୱରଠାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ...

କଂଗ୍ରେସରେ ବିଜେଡିର ୨ ପୂର୍ବତନ ଏମ୍‌ପି ଯଶୋବନ୍ତ, ଶକୁନ୍ତଳା

ଭୁବନେଶ୍ୱର/ କେନ୍ଦୁଝର ୧୬।୩(ସୁନିତ୍‌ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକସଭାର ୨ ପୂର୍ବତନ ବିଜେଡି ଏମ୍‌ପି ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଓ ତାଙ୍କ ସ୍ତ୍ରୀ ଶକୁନ୍ତଳା ଲାଗୁରୀ  ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଛନ୍ତି। ଦୀର୍ଘ ବର୍ଷ ହେଲା...

ବିଜେଡିକୁ ପ୍ରାର୍ଥୀ ଚୟନ ଚିନ୍ତା

ଲୋଇସିଂହା, ୧୬ା୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କସରତ ଚଳାଇଛନ୍ତି। ୨୦୧୯ ନିର୍ବାଚନରେ ଏଠାରୁ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri