ରାଜ୍ୟ

ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ

ସୁନ୍ଦରଗଡ଼,୧୪ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରରଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିରି ବନାଞ୍ଚଳର ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ(ବ୍ଲାକ୍‌ ପାନ୍ଥର)ଠାବ ହୋଇଛି। ଜଙ୍ଗଲରେ ଲାଗିଥିବା ବନ ବିଭାଗର କ୍ୟାମେରାରେ ଏହି ବିରଳ କଳା ବାଘ ପୁଣିଥରେ ଠାବ ହୋଇଥିବା ନେଇ...

ଆଉ ନିର୍ବାଚନ ଲଢ଼ିବିନି: ସୁର

ଭୁବନେଶ୍ୱର,୧୪ା୩: କଂଗ୍ରେସ ବିଧାୟକ ସୁର ରାଉତରାୟ ଆଉ ନିର୍ବାଚନ ଲଢ଼ିବେନି ବୋଲି ଆଜି ପୁଣି ଦୋହରାଇଛନ୍ତି। ସେ କହିଛନ୍ତି, ୮୦ ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ। ମୋତେ ପିସିସି ସଭାପତି ଅନୁରୋଧ କରିଥିଲେ ମାତ୍ର ମୁଁ...

ରାଜ୍ୟ କର୍ମଚାରୀଙ୍କ ଡିଏ ବଢ଼ାଇଲେ ସରକାର

ଭୁବନେଶ୍ୱର,୧୪ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଡିଏ ଏବଂ ଟିଆଇ ବୃଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ଡିଏ ୪୬ ପ୍ରତିଶତ ଥିବା ବେଳେ ୪ ପ୍ରତିଶତ ବୃଦ୍ଧି ହୋଇ ୫୦ ପ୍ରତିଶତରେ ପହଞ୍ଚିଛି।...

ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା, ୧୪।୩(ପ୍ରଭାତ ପାଣିଗ୍ରାହୀ): ସଂକ୍ରାନ୍ତିରେ ଖୋର୍ଦ୍ଧା ପ୍ରସିଦ୍ଧ ମା’ ବରୁଣେଇ ପୀଠରେ ପହଞ୍ଚିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ। ସେଠାରେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଛନ୍ତି। ଏହାପରେ ମନ୍ଦିରର ରୂପାନ୍ତରଣ...

ମେୟରଙ୍କ ଗାଡ଼ି ଧକ୍କାରେ ଜଣେ ଆହତ

କଟକ,୧୪ା୩(କାର୍ତ୍ତିକ ସାହୁ): କଟକ ମେୟର ସୁବାସ ସିଂହଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଖାନନଗର ଛକରେ ଦୁର୍ଘଟଣାଟି ଗୁରୁବାର ସକାଳେ ଘଟିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା...

ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ପେଟ୍ରୋଲ ଢାଳି ଦାମୀ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

କାମାକ୍ଷାନଗର,୧୪।୩(ସରୋଜ ଭୂଷଣ ମହାନ୍ତି): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛପାଖରେ ଥିବା ଜଣେ ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ ଉପରେ ବୁଧବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ଗ୍ୟାରେଜରେ ଥିବା ପିକ୍‌ଅପ୍‌ ଗାଡ଼ି...

ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍‌

ପାଟଣା,୧୪।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଇଦାନ କେଲ ଭାୟା କେନ୍ଦୁଝର ରାସ୍ତାର ଶ୍ୟାମସୁନ୍ଦରପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କେନାଲ ଭିତରକୁ ପଶିଯାଇଛି। ଦୁର୍ଘଟଣାରୁ କାର୍‌ ଚାଳକ...

ଛିଣ୍ଡିବ ଅଛିଣ୍ଡା ଅଙ୍କ, ନବୀନ ନିବାସରେ ଆଜି ମେଣ୍ଟ ଘୋଷଣା!

ଭୁବନେଶ୍ୱର,୧୪।୩: ବିଜେପି-ଭାଜପା ମେଣ୍ଟକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୂଆଦିଲ୍ଲୀ ବାସଭବନରେ ରାଜ୍ୟ ନେତାଙ୍କ ରୁଦ୍ଧଦ୍ବାର ବୈଠକ ବସିଥିଲା । ପୁଣି ଅପରାହ୍ନଣରେ ନବୀନ ନିବାସରେ ବୈଠକ ବସିଥିଲା। ଆଜି...

ଦିଲ୍ଲୀରୁ ଫେରି ମେଣ୍ଟ ନେଇ ବିସ୍ଫୋରକ ବୟାନ ଦେଲେ ମନମୋହନ ସାମଲ

ଭୁବନେଶ୍ୱର,୧୪।୩: ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ସମସ୍ତଙ୍କର ନଜର। କୁହାଯାଉଛି, ଆସନ ବୁଝାମଣା ସରିଛି ହେଲେ ସ୍ପଷ୍ଟତା ଆସିବାକୁ ଏତେ ବିଳମ୍ବ କାହିଁକି? ନା ଆସନ ଭାଗବଣ୍ଟାକୁ...

ସୁବର୍ଣ୍ଣପୁର ରାଜନୀତିକୁ ଉଷ୍ମ କରିଛି ମେଣ୍ଟ ଚର୍ଚ୍ଚା

ସୋନପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ)ସାଧାରଣ ନିର୍ବାଚନକୁ ନେଇ ବାତାବରଣ ସରଗରମ ଥିବା ବେଳେ ଏବେ ମେଣ୍ଟ ଚର୍ଚ୍ଚା ସୁବର୍ଣ୍ଣପୁର ରାଜନୀତିକୁ ଆହୁରି ଉଷ୍ମ କରିଛି। ଯଦିଓ ମେଣ୍ଟର ରୂପରେଖ ସମ୍ପର୍କରେ ଚିତ୍ର କିଛି ସ୍ପଷ୍ଟ ହୋଇନି, କିନ୍ତୁ ଖୁବ୍‌ଶୀଘ୍ର ବିଜେଡି-ଭାଜପା ଏ ବାବଦରେ...

ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ଲୋଇସିଂହା,୧୪।୩(ସୁଶାନ୍ତ ବାରିକ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋଇସିଂହା ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଜେଡ଼ି ପକ୍ଷରୁ ବିଜୟ ଉତ୍ସବ ପାଳନ...

ରୋଜଗାର ଦେଉଛି ମିଠା ମକା ଚାଷ

ଭବାନୀପାଟଣା,୧୪।୩(ଉତ୍ତମ କୁମାର ଦାଶ)ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ (ସୁଇଟକର୍ଣ୍ଣ)। ସକାଳ ହେଉ କି ସନ୍ଧ୍ୟା ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ୀ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଏହି ସୁଇଟକର୍ଣ୍ଣ ବା ମିଠାମକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri