ରାଜ୍ୟ

ବଦଳିବ ପାଗ: ୧୪ରୁ ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୩।୩: ରାଜ୍ୟରେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ...

ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ

ନୀଳଗିରି,୧୩।୩(ପ୍ରଶାନ୍ତ ବିଶ୍ୱଳ): ଦ୍ରୁତଗତିରେ ଗାଡ଼ି ଚଳାଇବା କାଳ ହୋଇଛି। ଶେରଗଡ଼ ନୀଳଗିରି ଝରଣଘାଟି ୧୯ନମ୍ବର ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତା କାମ ଚାଲିଥିବା ବେଳେ ନିର୍ମାଣାଧୀନ ପୋଲ ଉପରକୁ ଏକ ଆମ୍ବୁଲାନ୍ସ ମାଡ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା...

ବିବାହ ଉତ୍ସବରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା: ଅଭିଯୁକ୍ତଙ୍କ ଘର ଜାଳିଦେଲେ ଲୋକେ

ପାରଳାଖେମୁଣ୍ଡି,୧୩।୩ (ଗିରିଧାରୀ ପରିଛା): ଗଜପତି ଜିଲା ଚନ୍ଦ୍ରଗିରି ଗାଁରେ ମଙ୍ଗଳବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀ ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଛୁରୀ ଭୁଷି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ପ୍ରଶାନ୍ତ ପ୍ରଧାନ।...

ଆଜି ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୧୩।୩: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର...

ପୁରୀରେ ଖୋଲିଲା ରାଜ୍ୟର ପ୍ରଥମ ‘ହୋମ୍‌ ଷ୍ଟେ’

ପୁରୀ,୧୩ା୩(ଅଜିତ୍‌ ମହାନ୍ତି): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ସହଯୋଗିତାରେ ଓୟୋ ରୁମ୍ସ ପକ୍ଷରୁ ମଙ୍ଗଳବାର ରାଜ୍ୟରେ ପ୍ରଥମ ‘ହୋମ୍‌ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ...

ନିର୍ବାଚନ ପୂର୍ବରୁ ସମ୍ବଲପୁର ଜାତୀୟ ରାଜପଥ ପାଇଁ ୩୭୪.୧୭ କୋଟି ମଞ୍ଜୁର

ଭୁବନେଶ୍ୱର,୧୩ା୩(ଅନୁରାଧା ମହାରଣା): କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ,...

‘ଭିନ୍ନ କରିବାର ନିଶା ସଫଳତା ଆଣିଦେଇଛି’

ଜଣେ ଯୁବ ଉଦ୍ୟୋଗୀ ଭାବେ ଅନେଶ ଅଗ୍ରୱାଲ ଓଡ଼ିଶାର ଜଣେ ଜଣାଶୁଣା ଚେହେରା। ବାରିପଦାରୁ ସ୍କୁଲ ପାଠପଢ଼ା ସାରିବା ପରେ ଚେନ୍ନାଇରେ ଦ୍ୱାଦଶ ଏବଂ ବେଙ୍ଗାଲୁରୁରୁ ବିବିଏମ୍‌ ଓ ଏମ୍‌ବିଏ ସମାପ୍ତ କରିଥିଲେ। ସେଠାରେ ବଡ଼ ପଦବୀରେ ନିଯୁକ୍ତି ମଧ୍ୟ...

କାକଟପୁର: ଝଡ଼ ପୂର୍ବର ନୀରବତା

ଅସ୍ତରଙ୍ଗ,୧୩।୩(ପ୍ରଦୀପ୍ତ ଦୀକ୍ଷିତ): ଆଉ ହୋ ହାଲ୍ଲା, ନାରାବାଜି ନାହିଁ। ସଭାସମିତି ଏକ ରକମର ବନ୍ଦ। ଟିକେଟ ଲବିରେ ଅଚାନକ ଯେମିତି ତାଲା ପଡିଯାଇଛି। ସପ୍ତାହକ ଭିତରେ ସବୁକିଛି ବଦଳିଯାଇଛି। ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ନେତା, କର୍ମକର୍ତ୍ତା ସବୁ...

ତୁଟିଛି ମେଣ୍ଟ ଭାଗବଣ୍ଟା, ଏବେ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୧୩।୩(ସୁନିତ୍‌ ମିଶ୍ର): ବିଜେଡି-ଭାଜପା ଭିତରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ସେ କଥାର କୌଣସି ସ୍ପଷ୍ଟ ଚିତ୍ର ବାହାରକୁ ଆସୁନାହିଁ। ଉଭୟ ଦଳର ନେତା ଯଦିଓ ମେଣ୍ଟ କଥାକୁ ଖଣ୍ଡନ କରୁନାହାନ୍ତି, ସେମାନଙ୍କ...

ଭାଜପା ଛାଡ଼ିଲେ ସୋର ପୌରାଧ୍ୟକ୍ଷ

ସୋର,୧୩ା୩(ଜନ୍ମେଜୟ ମିଶ୍ର): ସୋର ପୌର ପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଦଳ ତାଙ୍କୁ କୌଣସି ଗୁରୁତ୍ୱ ଦେଉ ନ ଥିବାରୁ ସେ...

୧୪ ବିଧାୟକ,୨ ଏମ୍‌ପିଙ୍କୁ  ଜିତାଅ

ଜୟପୁର, ୧୩ା୩ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରର ଦଶହରା ପଡିଆଠାରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ୨୦୨୪ ନିର୍ବାଚନ ପୂର୍ବରୁ ସେଠାରେ  କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା। କୋରାପୁଟ ଜିଲା ସଭାପତି ଶଶୀ ଭୂଷଣ...

ଦଳରୁ ନିଲମ୍ବିତ, କିନ୍ତୁ ଗ୍ରୁପ୍‌ ଆଡମିନ୍‌

ଅନୁଗୋଳ, ୧୩ା୩ (ଅମିତ କୁମାର ସାମଲ): ଅନୁଗୋଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେବାକୁ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍‌ କରାଯାଇଛି। କିନ୍ତୁ ଏହି ଗ୍ରୁପ୍‌ର ଆଡମିନ୍‌ ତାଲିକାରେ ଅଛନ୍ତି ଦଳରୁ ନିଲମ୍ବିତ ହୋଇଥିବା ୨...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri