ରାଜ୍ୟ

ସକାଳ ୯ଟା ପୂର୍ବରୁ ଆସିବ ସଫେଇ ଗାଡ଼ି, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

କଟକ,୧୩ା୨ (କାର୍ତ୍ତିକ ସାହୁ) କଟକ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସହରରେ ଥିବା ବ୍ୟବସାୟିକ ସଂସ୍ଥାଗୁଡିକରୁ ବାହାରୁଥିବା ବର୍ଜ୍ୟର ସୁପରିଚାଳନା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।...

ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଜନସ୍ବାର୍ଥ ମାମଲା: ହାଇକୋର୍ଟରେ ମାମଲା ଖାରଜ

କଟକ,୧୩।୨(କାର୍ତ୍ତିକ ସାହୁ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ନିବେଦନ କରି ଦାଖଲ ହୋଇଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ...

ନିଲାମ ହେବ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ି

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗଙ୍କ ଦୁଇଟି ଦାମୀ ଗାଡ଼ି ନିଲାମ ହେବ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଡି ପକ୍ଷରୁ ଭୁବନେଶ୍ୱରସ୍ଥିତ...

ଅଗ୍ନିପଥ ଯୋଜନା, ନିୟମିତ କ୍ୟାଡର ନିଯୁକ୍ତି ରାଲି ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ, ଏପ୍ରିଲ ୨୨ରେ ପରୀକ୍ଷା

କଟକ,୧୩ା୨ (କାର୍ତ୍ତିକ ସାହୁ): ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ଆସନ୍ତା ଏପ୍ରିଲ ୨୨ରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି।...

ନାବାଳିକାଙ୍କୁ ବଳାତ୍କାର କଲେ ପିସିଆର କର୍ମଚାରୀ

ପୁରୁଷୋତ୍ତମପୁର୧୩।୨ (ସିମାଞ୍ଚଳ ମିଶ୍ର) ପୋଲିସ ଉପରେ ଲାଗିଲା କଳଙ୍କ ଦାଗ। ରକ୍ଷକ ସାଜିଲା ଭକ୍ଷକ। ଯେଉଁ ପୋଲିସ ପିସିଆର ଲୋକଙ୍କୁ ସୁରକ୍ଷା ଦିଏ ସେହି ପିସିଆରର କର୍ମଚାରୀ ନାବାଳିକାକୁ ବଳାତ୍କାର କରିବାକୁ ପଛାଇନାହିଁ। ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି...

ମୂରଲିଧରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

ଭୁବନେଶ୍ୱର,୧୩।୨(ସୁନିତ୍‌ ମିଶ୍ର): କିଛିଦିନ ଧରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଲଗାତାର ଭାବେ ଦଳରେ ବିଭିନ୍ନ କମିଟି ଗଠନଠାରୁ ଆରମ୍ଭ କରି ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା ଅନେକ...

ପରଲୋକରେ ଓଲିଉଡ୍‌ର ଭେଟେରାନ ଅଭିନେତା ଚକ୍ରଧର ଜେନା

ଭୁବନେଶ୍ୱର,୧୩।୨: ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଏନେଇ ଖବର ପ୍ରସାରିତ ହେବା ପରେ ସିନେମାଜଗତ ସହ...

ପୁଣି ହାତ ଖୋଲିଦେଲେ ନବୀନ, ୫ହଜାରରୁ ବଢି ହେଲା ୧୦ହଜାର

ଭୁବନେଶ୍ୱର,୧୩।୨(ଅସମାପିକା ସାହୁ): ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ କରିଥିବା ‘ମମତା ଯୋଜନା’ରେ ସହାୟତା ରାଶି ୨ଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫...

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ବିଜୁଳି ଦର କମାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩।୨: ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖବର। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ(ଓଇଆର୍‌ସି) ପକ୍ଷରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଯାଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ। ପୂର୍ବରୁ...

ଶ୍ୱଶୁରଙ୍କ ମୁହଁରେ ମୁଖାଗ୍ନି ଦେଲେ ବୋହୂ

ଗଜପତି,୧୩।୨ (ଗିରିଧାରୀ ପରିଛା): ସାଧାରଣତଃ ପୁଅଟିଏ ମା’ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥାଏ। ଆଜିକାଲି ସମୟରେ ଝିଅ ବି କେତେକ ସ୍ଥାନରେ ଏହି ଭୂମିକା ତୁଲାଉଥିବା ନଜରକୁ ଆସୁଛି। ହେଲେ ଏକ ବିରଳ ଘଟଣାକ୍ରମରେ ଗଜପତି ଜିଲାର କାଶୀନଗରରେ ଜଣେ ବୋହୂ...

ଦଶମ ଛାତ୍ରୀ ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

କେନ୍ଦୁଝର,୧୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। କୋର୍ଟ କାଞ୍ଜିପାଣି ଥାନା ଅଧୀନ ବୁଢିଘର ଗ୍ରାମର ଅଭିଯୁକ୍ତ ମୁରଲୀଧର ଜୁଆଙ୍ଗ(୨୦)ଙ୍କୁ ଦୋଷୀ...

ପୋଲିସ ବିରୋଧରେ ଲାଗିଲା ପୋଷ୍ଟର, ଜୁଆ ଖେଳ ପଛରେ ପୋଲିସ କର୍ମଚାରୀଙ୍କ ହାତ

ଉମରକୋଟ ୧୩।୨: ନବରଙ୍ଗପୁରପୁ ଜିଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗ୍ରାମ ନିକଟରେ ରାସ୍ତା ଉପରେ ଗଛକାଟି ଲଗାଯାଇଛି ପୋଷ୍ଟର । କିନ୍ତୁ ପୋଷ୍ଟରରେ କୌଣସି ସଂଗଠନର ନାଁ ଉଲ୍ଲେଖ ନାହିଁ। କେବଳେ ଧଳା କପଡ଼ାରେ ଲାଲ ରଙ୍ଗ ଦେଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri