ରାଜ୍ୟ

ରାଜ୍ୟବ୍ୟାପୀ ଗ୍ରାମ ପରିକ୍ରମା ଚାଲ ଅଭିଯାନ କରିବ ଭାଜପା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ରାଜ୍ୟର ସବୁ ପଞ୍ଚାୟତରେ ଗ୍ରାମ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବାକୁ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ସୋମବାର ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...

ନୂଆ ଏନ୍‌ଏସି ଘୋଷଣା କେବଳ ନିର୍ବାଚନୀ ଧୂଆଁବାଣ: ଭାଜପା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ନୂଆ ଏନ୍‌ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଅଁାବାଣ। ଏହାର କୌଣସି ସାମ୍ବିଧାନିକ ବୈଧାନତା ନାହିଁ। ନୂଆ ଏନ୍‌ଏସି ଘୋଷଣା କରିବା ପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ପାରିତ କରିବାକୁ ପଡ଼େ। କ୍ୟାବିନେଟ୍‌ ପ୍ରସ୍ତାବକୁ...

ମୋ ବସ୍‌ ଇଞ୍ଜିନରେ ଲାଗିଗଲା ନିଆଁ

ଭୁବନେଶ୍ୱର,୨୭।୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଷ୍ଟୁଡିଓ ଛକରେ ଏକ ମୋ ବସ୍‌ ଇଞ୍ଜିନରେ ସୋମବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡି ଷ୍ଟାର୍ଟ ବନ୍ଦ କରି ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଥିଲେ। ଷ୍ଟାର୍ଟ ବନ୍ଦ ହେବା ପରେ...

ଆର୍‌ଟିଇ ସୁବିଧାରୁ ବଞ୍ଚିତ ହେବେ ୩୫ ହଜାର ପିଲା

ଭୁବନେଶ୍ୱର, ୨୭।୨(ଅସମାପିକା ସାହୁ):ରାଜ୍ୟରେ ୩୫ହଜାରରୁ ଊର୍ଦ୍ଧ୍ୱ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ର ଚଳିତବର୍ଷ ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁସାରେ ୨୫% ମାଗଣା ସିଟ୍‌ରେ ନାମ ଲେଖାରୁ ବଞ୍ଚତ୍ତ ହେବେ। ଗତବର୍ଷ ୪,୨୬୪ଟି ବେସରକାରୀ ବିଦ୍ୟାଳୟ ଆର୍‌ଟିଇରେ ପଞ୍ଜୀକରଣ କରିଥିବାବେଳେ ପ୍ରାୟ...

ଯେଉଁ ଜାତିର ଜନସଂଖ୍ୟା ଯେତେ, ସେମାନଙ୍କୁ ଭାଗ ମିଳୁ ସେତେ:ରାମ ମୂର୍ତ୍ତି

ଭୁବନେଶ୍ୱର,୨୭ା୨(ସୁନିତ୍‌ ମିଶ୍ର):ଓଡ଼ିଶାର ବିଭିନ୍ନ ଜିଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିଙ୍କୁ ନେଇ ସୋମବାର ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ୟ ସମ୍ମିଳନୀ ସ୍ଥାନୀୟ ଭଗତୀ ଭବନ ସମ୍ମିଳନୀ କକ୍ଷରେ କେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ...

ଓଡ଼ିଶାରେ ୩୦ ମହାବଳ

ଭୁବନେଶ୍ୱର, ୨୭ା୨ (ଅସମାପିକା ସାହୁ):ରାଜ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୩୦ଟି ମହାବଳ ରହିଥିବା ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଏକବର୍ଷରୁ କମ୍‌ ବୟସର ୮ଟି ଶାବକ ରହିଛନ୍ତି। ତେବେ...

୮,୫୧୧ ମାଧ୍ୟମିକ ସ୍କୁଲ ପିଲାଙ୍କୁ ମିଳିବ ମୌଳିକ ଆଇଟି ଶିକ୍ଷା

ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଅଧୀନରେ ଥିବା ରାଜ୍ୟର ୮,୫୧୧ଟି ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ର ସୂଚନା ପ୍ରଯୁକ୍ତି...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଲା ଜିଲା ଶିକ୍ଷା ବିଭାଗ

କେନ୍ଦୁଝର,୨୬।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବ। ଏପରିକି ସୋମବାର ପ୍ରଶ୍ନ ପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଛି ବିଭାଗ। ବିଭାଗ ପକ୍ଷରୁ ଏହାକୁ ମିଥ୍ୟା ଓ...

ଭାଜପାରେ ଯୋଗଦେବେ କି ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୨୬ା୨(ପ୍ରଭାତ ପାଣିଗ୍ରାହୀ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର ଖୋର୍ଦ୍ଧା ଜିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳୀୟ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ରାଜ୍ୟ ଭାଜପାରେ ପ୍ରସ୍ତୁତି...

ବିଦେଶିନୀଙ୍କୁ ଅସଦାଚରଣ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ: ୪ ଦିନରେ ଚାର୍ଜଶିଟ୍‌, ଶୁଣାଣି ଆରମ୍ଭ

ଭୁବନେଶ୍ୱର,୨୬।୨(ସତ୍ୟଜିତ୍‌ ରାଉତ): ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି ସେବାୟତ କୁନ୍ଦନ ମହାପାତ୍ର ଓରଫ କୁଣ୍ଡୁ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ମାତ୍ର...

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ: ୧୫ ଜିଲାରେ ୬୭ ଆମ ହସ୍ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର,୨୬ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ ଜିଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲିସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡ଼ାରେ ବିଏମ୍‌ଆର୍‌ସି କାର୍ଡିଆକ୍‌ କେୟାର ହସ୍ପିଟାଲ...

ଅନ୍ୟ ଯୁବକଙ୍କ ସହ ଲୁଚିଲୁଚି ଫୋନ୍‌ରେ କଥା ହେଉଥିଲେ ପ୍ରେମିକା , ପ୍ରେମିକ ତଣ୍ଟି ଚିପି ଜାଳିଦେଲେ

ସୁବର୍ଣ୍ଣପୁର,୨୬।୨: ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବାରୁ ପ୍ରେମିକାଙ୍କୁ ମାରିଦେଲେ ପ୍ରେମିକ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ। ସୋମବାର ଅର୍ଦ୍ଧ ଦଗ୍ଧ ମୃତଦେହ ବୀରମହାରାଜପୁରର ପୋଲିସ ଉଦ୍ଧାର କରିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri