ରାଜ୍ୟ

ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଭାଜପାରେ ସାମିଲ ହେଲେ ମାଳ ମାଳ ନେତା

ଭୁବନେଶ୍ୱର,୨୨।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ସାମିଲ ହେବାର ଗୋଟିଏ ଦିନ ପରେ ମାଳ ମାଳ ନେତା ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ତେବେ ଆଗକୁ ଅନେକ ନେତା ଦଳ ଛାଡିବେ ବୋଲି ପ୍ରଦୀପ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜନାଥ...

ଲୋକଙ୍କ ପାଖକୁ ଯିବାକୁ କେହି ରୋକିପାରିବେନି, ଗୁଳିମାରିଲେ ବି ଯିବି: ପାଣ୍ଡିଆନ

ଭୁବନେଶ୍ୱର,୨୨ା୨(ଅନିଲ ଦାସ)-ମତେ ଅଣ୍ଡା, ଚପଲ, କାଳି, ଟମାଟୋମାଡ଼ କର କି ଗୁଳିମାଡ଼ କର, କିଛି ଫରକ ପଡ଼ିବନି। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ କାମ କରିବି । ଖରାରେ ୧୦ ହଜାର ଲୋକ ଅପେକ୍ଷା କରିଛନ୍ତି ।...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ମିଳିବ ଦରମା

ଭୁବନେଶ୍ୱର,୨୨।୨: ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢିବ। ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ମୋଟ ୧୭୮୯ ଶିକ୍ଷକ, କର୍ମଚାରୀଙ୍କୁ ୭ମ ବେତନ କମିଶନ...

ସିଲାବସ୍‌ ବାହାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ: ଗ୍ରେସ୍‌ ମାର୍କ ଦାବି କଲେ ପରୀକ୍ଷାର୍ଥୀ

ଖଇରା,୨୨।୨(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ଯୁକ୍ତ ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିବା ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଲଙ୍ଗ୍‌ ଏବଂ ସର୍ଟ ପ୍ରଶ୍ନରେ ମୋଟ ୧୬ ମାର୍କ ଶିକ୍ଷା ଖସଡା ବାହାରୁ ଆସିଥିବା...

ଚାଷୀଙ୍କ ପାଇଁ ଖୁସିଖବର: ଏତିକି ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ସହାୟତା ବଢାଇଲେ ସରକାର

ଭୁବନେଶ୍ୱର,୨୨।୨: ଚାଷୀଙ୍କ ପାଇଁ ଖୁସିଖବର। କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଆଉ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇଛନ୍ତି। ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ୩ ବର୍ଷ ଯୋଜନା ପାଇଁ ୬୦୨୯.୭୦ କୋଟି...

ଚାକିରିରୁ ବାହାର କରିବାରୁ ଭୁବନେଶ୍ୱରରେ ମାଲିକ ଗାଡ଼ି ପୋଡିଦେଲା ଡ୍ରାଇଭର

ଭୁବନେଶ୍ୱର,୨୨ା୨: ଚାକିରିରୁ ବାହାର କରିଦେବାରୁ ପ୍ରତିଶୋଧ ପରାୟଣ ହୋଇ ମାଲିକଙ୍କ କାର ପୋଡିଦେଲା ଡ୍ରାଇଭର। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ। ଡ୍ରାଇଭର ମାଲିକଙ୍କର କାର ଏବଂ ବାଇକକୁ ନିଆଁ ଲଗାଇ ପୋଡି ଦେଇଛି। ଘଟଣାସ୍ଥଳରେ...

ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ,୨୨।୨: କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ଅନ୍ୟତ୍ର ମ୍ୟାଚ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି।...

ଯୋରନ୍ଦା ଷ୍ଟେଶନରେ ଟ୍ରେନ୍‌ ଇଞ୍ଜିନରେ ଲାଗିଲା ନିଆଁ

ଢେଙ୍କାନାଳ,୨୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ଗୋବିନ୍ଦପୁରସ୍ଥିତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଇଞ୍ଜିନ ସହ ଏକ ମେଣ୍ଟେନାନ୍ସ ଭ୍ୟାନ ଜଳିଯାଇଛି। ରାଜ ଆଠଗଡ଼ରୁ ଢେଙ୍କାନାଳ ଯାଇଥିବା ବେଳେ ଜେନେରେଟରରେ ସମସ୍ୟା ହୋଇ ନିଆଁ ଲାଗିଥିଲା। ଢେଙ୍କାନାଳରୁ ଅଗ୍ନିଶମ ବିଭାଗ କର୍ମଚାରୀ...

ଗଞ୍ଜାମରେ ୫-ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ଼

ବେଲଗୁଣ୍ଠା,୨୨।୨: ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼। ଗଞ୍ଜାମ ଜିଲା ବେଲଗୁଣ୍ଠାଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ଜଣେ...

ଅଜଣା ମହିଳାଙ୍କ ମୃତଦେହ ଜବତ: ପାଖରେ ପଡ଼ିଛି ମୋବାଇଲ, ଜୋତା, ଅଳଙ୍କାର

ବଲାଙ୍ଗୀର,୨୨ା୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ କେଶରକେଲା ପାଣିଟାଙ୍କି ନିକଟରୁ ଗୁରୁବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହ ନିକଟରେ ଇତସ୍ତତଃ ଭାବରେ...

୩୬୮ ହିନ୍ଦୀ, ୨୦୮ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୨(ଅସମାପିକା ସାହୁ): ଗୁରୁବାର ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ମୋଟ୍‌ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷୟିତ୍ରୀ/ଶିକ୍ଷକ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି ଅବସରରେ...

ଭାଜପାରୁ ଇସ୍ତଫା ଦେଲେ ପ୍ରାକ୍ତନ ବିଧାୟକ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭାଜପା ଦଳରୁ ଇସ୍ତଫା ଦେଇଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ପତ୍ରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri