ରାଜ୍ୟ

ତାନ୍ତ୍ରିକ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲାରେ ବିଗତ ଦିନରେ ଗୁଣି ଗାରେଡିକୁ କେନ୍ଦ୍ରକରି ଅନେକ ମୁଣ୍ଡ ଗଡ଼ିଥିବା ନଜିର ରହିଛି। ହେଲେ ଏଭଳି ପରମ୍ପରା ପୁଣି ଜିଲାରେ ମୁଣ୍ଡ ଟେକିଛି। ଗଞ୍ଜାମ ଜିଲା ଜରଡ଼ା ଥାନା ଅଧୀନ ହଳଦୀବା ଗ୍ରାମରେ ଗତ...

କେନିଆରେ ଚାକିରି, ମାସକୁ ମିଳିବ ମୋଟା ଅଙ୍କର ଦରମା, ଏଭଳି ଅଫର୍‌ ଦେଇ କରୁଥିଲେ ଠକେଇ, ହେଲେ ଗିରଫ

ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): କେନିଆରେ ମୋଟା ଅଙ୍କର ଦରମାରେ ମିଳିବ ଚାକିରି। ଏନେଇ କମ୍ପାନୀର ନିଯୁକ୍ତିପତ୍ର ମଧ୍ୟ ଯୋଗାଇ ଦେଉଥିଲେ। ପାସ୍‌ପୋର୍ଟ କରିବାକୁ ହେଲେ ନେଉଥିଲେ ଜଣକ ପିଛା ୨୫ରୁ ୪୦ ହଜାର ଟଙ୍କା, ଭିଜା ପାଇଁ ୪୮ ହଜାର...

ଯାତ୍ରୀଙ୍କ ପାଇଁ ଖୁସିଖବର: ଫୁଲବାଣୀରେ ଗଡ଼ିଲା ଲଷ୍ମୀ ବସ୍‌

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ସୋମବାର ଆରମ୍ଭ ହୋଇଛି ଲଷ୍ମୀ ବସ୍‌ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ ପ୍ରତି ପଞ୍ଚାୟତରୁ ବ୍ଳକ ମୁଖ୍ୟାଳୟକୁ ଗଡ଼ିବ। ଏହି ସେବା ଦ୍ୱାରା...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ

ଢେଙ୍କାନାଳ,୧୯।୨(ରତନ ନାୟର): କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। ତାଙ୍କ ସହିତ ପୂର୍ବତନ ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଟାଉନ ସଭାପତି ହାଇଦର ମହମ୍ମଦ, ଓଡ଼ାପଡ଼ା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ସଦର...

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଲଗାଇ ପରିତ୍ୟକ୍ତ ପାଇଖାନା ଭାଙ୍ଗୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଛାତ ଖସି ଦୁଇ ଗୁରୁତର

ପାଟଣା ,୧୯।୨(ବୀର କିଶୋର ଦାଶ): ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ପାଇଖାନାକୁ ଭାଙ୍ଗୁଥିବା ସମୟରେ ଛାତ ଖସି ପଡିବାରୁ ପଞ୍ଚମ ଶ୍ରେଣୀର ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରକାରୀ ଉର୍ଦ୍ଦୁ ମକ୍ତବ ପ୍ରାଥମିକ...

ଓଡ଼ିଶା ବିଧାନସଭା ନିର୍ବାଚନ: ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୧୯।୨: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ୍ ଘୋଷଣା କରାଯିବ। ଆଗୁଆ ଟିକେଟ୍ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଛି...

ରେଲଓ୍ବେ ଟ୍ରାକରେ ପଡ଼ିଥିଲା ୪ ମୃତଦେହ:  ତେନ୍ତୁଳି ଗଛ ଯୋଗୁ ହୋଇଥିଲା ହତ୍ୟା

ଟେନ୍ସା,୧୯।୨(ସମୀର କୁମାର ପାଢ଼ୀ): ରେଲଓ୍ବେ ଟ୍ରାକରୁ  ୪ ମୃତଦେହ ମିଳିବା ଘଟଣାରେ ପୋଲିସ  ରହସ୍ୟ ଉପରୁ ପରଦା ଉଠାଇଛି। ଝାଡଖଣ୍ଡ ପୋଲିସ ଦ୍ୱାରା ୫ ଅଭିଯୁକ୍ତ ଗିରଫ କରାଯାଇଛି। ହତ୍ୟା ପଛରେ ଘରୋଇ ବିବାଦ ଏବଂ ଏକ ତେନ୍ତୁଳି ଗଛ...

ରାତି ପାହିଲେ ମାଟ୍ରିକ ପରୀକ୍ଷା, ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର,୧୯।୨: ରାତି ପାହିଲେ ମାଟ୍ରିକ ପରୀକ୍ଷା, ହେଲେ ରାଜରାସ୍ତାରେ ବସିଛନ୍ତି ମାଧ୍ୟମିକ ସ୍କୁଲ ଶିକ୍ଷକ । ନିଜର ଦାବି ପୂରଣ ପାଇଁ ୧୩ ଦିନ ହେଲା ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଜିଦ୍‌ରେ ଅଟଳ...

ରୂପ ବଦଳାଇ ଅପରାଧ

ଭୁବନେଶ୍ୱର,୧୯।୨(ସୂର୍ଯ୍ୟକାନ୍ତ ବେହେରା):ଟଙ୍କା ଆଦାୟ, ଠକେଇ ବା ଲୁଟ୍‌ କରିବା ଅଭିଯୋଗରେ ଅନେକ ସମୟରେ ନକଲି ପୋଲିସ, ସିବିଆଇ ଅଫିସର, କ୍ରାଇମ୍‌ବ୍ରାଞ୍ଚ ଅଫିସର, ଏମ୍‌ଭିଆଇ, ଟିଟିଇ, ନକଲି ସାମ୍ବାଦିକ ଗିରଫ ହେଉଥିବା ନଜିର ରହିଛି। ସେହିପରି ବଡ଼ ଅଫିସର କିମ୍ବା ସରକାରୀ...

ଦିନ ୧୦ରୁ ଟିକେଟ ଶେଷ

ଭୁବନେଶ୍ୱର,୧୯।୨(ଶର୍ମିଷ୍ଠା ପାଣିଗ୍ରାହୀ):ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଅବସରରେ ରବିବାରଠୁ ଖଣ୍ଡିଗିରି ଯାତ୍ରା ମହାସମର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଭଳି ନାଟକ ଥିବାରୁ ଭିଡ଼ ଢେର ଦେଖିବାକୁ ମିଳିଛି। ଏମିତିକି ଦିନ ୧୦ଟାରୁ ସାଧାରଣ ବର୍ଗ ଟିକେଟ...

ଆଇସିୟୁରେ ବିଧାୟକ

ଭୋଗରାଇ,୧୯।୨: ବାଲେଶ୍ୱର ଜିଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗି ୮୩ ବର୍ଷୀୟ ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିଲା। ପରିବାର...

ବାପା ସାଜିଲା ସଇତାନ, ବାରମ୍ବାର ବଳାତ୍କାର ପରେ ଅତିଷ୍ଠ ହୋଇ ଜୀବନ ହାରିଲା ଝିଅ

କୋଣାର୍କ,୧୯।୨:(ଜ୍ୟୋତିରାଜ ମହାନ୍ତି): ବାପା ନିଜ ଝିଅକୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ମା’ ସଙ୍ଗିନ ଅଭିଯୋଗ ଆଣିଛନ୍ତି। କୋଣାର୍କ ଥାନା ଅଞ୍ଚଳରେ ଏପରି ଅମାନବୀୟ ଘଟଣା ଘଟିଛି। ଏନେଇ ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri